Movie prime

ଗ୍ୟାସ ସିଲିଣ୍ଡର ପିଛା ପୁଣି କମିଲା ଏତିକି ଟଙ୍କା ଦେଖନ୍ତୁ ଗ୍ୟାସ ବ୍ୟବହାରକାରୀ ମାନଙ୍କ ପାଇଁ ଆସିଲା ବଡ ଖୁସି ଖବର

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଏକ ବଡ ଖବର । ଖାଉଟିମାନଙ୍କ ପାଇଁ ଆସିଲା ବଡ ଖବର । ଏବେ ଖାଉଟିମାନଙ୍କୁ ମିଳିବ ଆଶ୍ୱସ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗ୍ୟାସ ଦର ବିଷୟରେ ଜାଣିପାରିବେ । 
Bb
ସକାଳୁ ସକାଳୁ ଆସିଲା ବଡ ଖବର । ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର । ମାସ ଆରମ୍ଭରୁ ମିଳିଲା ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ ଖବର । ଏବେ ଆପଣମାନେ ଗ୍ୟାସ ସିଲିଣ୍ଡର ଏତିକି ଟଙ୍କାରେ କିଣି ପାରିବେ ।
ଏବେ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନ ପାଇଁ ଏକ ବଡ ଖବର ଆସିଛି । ଗ୍ୟାସ ଦର କମିଛି ବୋଲି ଏବେ ଖବର ଆସିଛି । ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର । ଏବେ ସାଧାରଣ ଜନତାଙ୍କୁ ମିଳିଲା ଆଶ୍ୱସ୍ତି ।
ଲୋକସଭା ନିର୍ବାଚନ ସମୟରେ ତୈଳ କମ୍ପାନୀମାନେ ପୁଣି ଥରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ସହ ଏଲପିଜି ସିଲିଣ୍ଡରର ଦାମ କମାଇଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଦର କମି ଯାଇଛି ।
Hh
ତୈଳ କମ୍ପାନୀମାନେ ଲଗାତାର ଦ୍ଵିତୀୟ ମାସରେ ଏଲପିଜି ସିଲିଣ୍ଡରର ଦାମ କାମାଇଛନ୍ତି । ଦେଶରେ ଏବେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏବେ ତୈଳ କମ୍ପାନୀ ଗ୍ୟାସ ୧୯ କେଜି ପିଛା ୧୯ ରୁ ୨୦ ଟଙ୍କା କମାଇଛନ୍ତି । 
ମେ ପହିଲାରୁ ଏହି ନୂଆ ଦର ଲାଗୁ ହୋଇଛି । ୧୯ କେଜି ଗ୍ୟାସ ଦର ୧୭୬୪.୫୦ ଟଙ୍କା ଥିବା ବେଳେ ଏବେ ଏହା କମିଯାଇଛି । ଏବେ ଗ୍ୟାସ ଦର ୧୭୪୫.୫୦ ଟଙ୍କା ହୋଇଯାଇଛି । ମୁମ୍ବାଇରେ କମର୍ଶିଆଲ ଗ୍ୟାସ ଦର ୧୭୧୭.୫୦ ଟଙ୍କା ଥିଲା
ଆଉ ଏବେ ଏହା ୧୬୯୮. ୫୦ ଟଙ୍କା ହୋଇଯାଇଛି । ସେହିପରି ଚେନ୍ନାଇରେ ଗ୍ୟାସ ସିଲିଣ୍ଡର ଦର ୧୯ ଟଙ୍କା ଶସ୍ତା ହୋଇଛି ବୋଲି ସୂଚନା ମିଳିଛି । କୋଲକାତାରେ ଗ୍ୟାସ ଦର ୧ ଟଙ୍କା ଅଧିକ ଥିଲା ଆଉ ଏବେ ଏହା ହ୍ରାସ ପାଇଛି ।