Movie prime

ଗଞ୍ଜେଇ ବେପାରୀ ମହିଳା ସହ ଗଞ୍ଜେଇ କିଣି ରଖିଲା ଦେହ ସମ୍ପର୍କ! ପରେ ପଇସା ମାଗିବାରୁ ନେଇଗଲା ଜୀବନ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଲାଙ୍ଗୀର , ପୋଇନ୍ତଲା ଥାନା , କେଶରକେଲା ଗାଁ ମୁଣ୍ଡ ପଡିଆ ଭିତରୁ ମହିଳାଙ୍କ ମୃ-ତଦେହ ମିଳିବା ପରେ ଏହି ଘଟଣା ନେଇ ଏବେ ଖୁଲାଯା କରିଛି ବଲାଙ୍ଗୀର ପୋଲିସ।
Special report
ମାତ୍ର ୨୫ ହଜାର ଟଙ୍କା ପାଇଁ ମହିଳାଙ୍କ ଯାଇଛି ଜୀବନ। ଉକ୍ତ ମହିଳା ଜଣକ ଗଞ୍ଜେଇ କାରବାର କରୁଥିବା ବେଳେ ତାଙ୍କୁ ସହଯୋଗ କରୁଥିବା ଅଭିଯୁକ୍ତ ଜଣକ ତାଙ୍କର ତଣ୍ଟିଚିପି ଜୀବନ ନେଇ ଯାଇଛି।
ତେବେ ଉକ୍ତ ଅଭିଯୁକ୍ତ କୁ ଏବେ ପୋଲିସ ମଧ୍ୟ ଗିରଫ କରିଥିବା କଥା ଜଣା ପଡ଼ିଛି। ଉକ୍ତ ଅଭିଯୁକ୍ତ ଜଣକ ସଂଯୁକ୍ତା ଙ୍କୁ ୨୫ ହାଜର ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ରାଗରେ ତାଙ୍କର ତଣ୍ଟିଚିପି ଦେବା ନେଇ ପୋଲିସ ଏହା ଖୁଲାସା କରିଛି।
ତେବେ ଏନେଇ ବଲାଙ୍ଗୀର ଏସଡିପିଓ ପ୍ରଦୀପ କୁମାର୍ ସାହୁ ଏକ ସାମ୍ୱାଦିକ ସମ୍ମିଳନୀ କରି ହ-ତ୍ୟା ଘଟଣାର ପରଦା ଫାର୍ସ କରିଥିବା ଦେଖିବାକୁ ମିଳିଛି।
Special report
ସେ କହିଥିଲେ କେଷରକେଲା ଗାଁ ମୁଣ୍ଡ ପଡ଼ିଆରେ ଜଣେ ମହିଳାଙ୍କ ମୃ-ତ ଦେହ ପଡ଼ିଥିବା ଖବର ମିଳିଥିଲା। ଏହା ଏକ ହ-ତ୍ୟା-କାଣ୍ଡ ବୋଲି ପ୍ରଥମେ ଏହା ସନ୍ଦେହ କରା ଯାଇଥିଲା।
ଏହାକୁ ଭିତ୍ତିକରି ପୋଇଁତଳା ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିଲା। ଘଟଣା ସ୍ଥଳ ରେ ପାରିପାର୍ଶ୍ବିକ ସ୍ଥିତି ରୁ ହିଁ ଏହା ହ-ତ୍ୟା-କାଣ୍ଡ ବୋଲି ଜଣା ପଡିଥିଲା। ଏହାପରେ ଜଣା ପଡ଼ିଥିଲା କି ସେ ହେଉଛନ୍ତି ସଂଯୁକ୍ତା ହରପାଲ।
ଏହା ଉପରେ ଯେତେବେଳେ ତନାଘନା କରା ଯାଇଥିଲା ସେତେବେଳେ ଏହି ଘଟଣା ସହ ସଂପୃକ୍ତ ଥିବା ଅଭିଯୁକ୍ତ ଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ କଣ୍ଟାମାଳ ନିକଟସ୍ଥ ଖଲିଆ ପାଲି ର ବୋଲି ଜଣା ପଡିଥିଲା।
ଏବେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖୁବ୍ ଶୀଘ୍ର ମହିଳାଙ୍କୁ ନ୍ୟାୟ ମିଳିବ ବୋଲି ମଧ୍ୟ ତାଙ୍କର ପରିବାର ଲୋକ ମାନେ ଏହା ଆଶା ମଧ୍ୟ ରଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.