Movie prime

ପୁଅ କୁ ୬ କୋଟି ଟଙ୍କା ର ଘଣ୍ଟା ଉପହାର ଦେଲେ ଅମ୍ବାନୀ ! ନିତା କହିଲେ ପୁଅ କୁ ଦେଲ ଏବେ ମତେ ୫୦ କୋଟି ର ଘର ଦରକାର୍

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଭାରତ ରେ ଅମ୍ବାନୀ ପରିବାର ଭଳି ଆରାମଦାୟକ ଜୀବନ ଆଉ କେହି ବି ବିତାଉ ନ ଥିବେ।ବର୍ତ୍ତମାନ ସମୟ 4ରେ ମୁକେଶ ଅମ୍ବାନୀ ଙ୍କ ପାଖରେ ସବୁ କିଛି ଅଛି।ସେ କୋଟି କୋଟି ଟଙ୍କା ର ମାଳିକା।ତାଙ୍କ ପତ୍ନୀ ନିତା ଅମ୍ବାନୀ ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।
Special report
ସେ ଦେଖିବାକୁ ବହୁତ ସୁନ୍ଦର।ପ୍ରତିଦିନ ନିଜ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ସେ।ତାଙ୍କ ପାଖରେ ଥିବା ଦାମୀ କମ୍ପାନୀର ଗାଡ଼ି ଓ ଘଣ୍ଟା କୁ ଦେଖିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେବେ।ତାଙ୍କୁ ଏବେ କିଏ ବା ନ ଜାଣେ।
କେବଳ ସେ ନୁହନ୍ତି ତାଙ୍କ ପରିବାର ର ପ୍ରତ୍ୟେକ ସଦସ୍ୟ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ଏହି ତାଲିକା ରେ ଏବେ ସାମିଲ ହୋଇଛନ୍ତି ଅମ୍ବାନୀ ପରିବାର ର ହେବାକୁ ଥିବା ସାନ ବୋହୂ।ସେ ହେଉଛନ୍ତି ରାଧିକା ମର୍ଚାଣ୍ଟ।
Special report
ଏହି କିଛି ଦିନ ତଳେ ଅମ୍ବାନୀ ପରିବାର ର ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କ ର ନିର୍ବନ୍ଧ ରାଧିକା ଙ୍କ ସହିତ ସମ୍ପନ୍ନ ହୋଇଛି।ଅନେକ ଦିନ ଧରି ସେମାନେ ପରସ୍ପର କୁ ପ୍ରେମ କରି ଆସୁ ଥିଲେ।ଶେଷ ରେ ଦୁଇ ପରିବାର ର ସହମତି ରେ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି।ରାଧିକା ମଧ୍ୟ ଜଣେ ଧନୀ ଘର ର ଝିଅ।
ଏବେ ତାଙ୍କ ବିଷୟ ରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଚି।ନିତା ଅମ୍ବାନୀ ଙ୍କ ଭଳି ସେ ମଧ୍ୟ ଦାମୀ କମ୍ପାନୀର ଘଣ୍ଟା ବ୍ୟବହାର କରି ଥାଆନ୍ତି।ସେ ଘଣ୍ଟା ର ମୂଲ୍ୟ ଆପଣ ମାନେ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
Special Report
ଯେତିକି ଟଙ୍କା ଘଣ୍ଟା ର ମୂଲ୍ୟ ସେତିକି ଟଙ୍କା ରେ ଜଣେ ଲୋକ ମୁମ୍ବାଇ ରେ ଘର କିଣି ସୁଖ ଶାନ୍ତି ରେ ରହି ପାରିବ।ସେ ଘଣ୍ଟା ମଧ୍ୟ ଏଠାରେ ବିକ୍ରୀ କରା ଯାଏ ନାହିଁ।ବାହାର ଦେଶ ରୁ ସେ ଘଣ୍ଟା କୁ ରାଧିକା ମଗାଇ ଥାଆନ୍ତି।ସେହି ଘଣ୍ଟା ର ନାମ ହେଉଛି ପଟେକ୍ ଫିଲିପେ।ଯାହାର ମୂଲ୍ୟ ପାଖାପାଖି ୧୮ କୋଟି ଟଙ୍କା।
ଏହି ଘଣ୍ଟା ଭିତରେ ସୁନା ହୀରା ଲାଗିଚି।ଯାହାକି ଉପରୁ ବହୁତ ସୁନ୍ଦର ଦେଖା ଯାଇ ଥାଏ।ଲୋକ ମାନେ ତାଙ୍କ ଘଣ୍ଟା କୁ ଖୁବ୍ ପ୍ରଶଂସା କରିଛନ୍ତି।ଖୁବ୍ ଶୀଘ୍ର ଅନନ୍ତ ଅମ୍ବାନୀ ଓ ରାଧିକା ଙ୍କ ବିବାହ ହେବାକୁ ଯାଉଛି।ଉଭୟ ଏହି ବିବାହ କୁ ନେଇ ଖୁବ୍ ଖୁସୀ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.