Movie prime

ଘରଭଡ଼ା ଦେଲେନି ବୋଲି ମାରି ମାରି ମାଲିକର ଫଟେଇ ଦେଲେ ଦେଖନ୍ତୁ ଘଟିଗଲା କେତେବଡ ଅଘଟଣ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଖବର ଜାଣିବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ସତରେ ଏହି ଘଟଣା ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ । ଏହି ଘଟଣା ଶୁଣିଲେ ମନରେ ଅନେକ କଥା ଭାବିବେ । ଏହି ଖବର ହେଉଛି ଜଣେ ଯୁବକ ପ୍ରେମ ବିବାହ କରିଥିଲେ । ଆଉ ସେ ବିବାହ କରି ଜଣେ ବ୍ୟକ୍ତିଙ୍କୁ ଘରଭଡା ମାଗିଥିଲେ । 
 
ଜଣେ ବ୍ୟକ୍ତି ଏହି ଯୁବକ ଜଣଙ୍କୁ ଅସହାୟ ଭାବି ଘରଭଡା ଦେଇଥିଲେ । ହେଲେ ଏହି ଯୁବକ ଜଣକ ଏଭଳି କାମ କରିଥିଲେ ଯାହା ଏହି ସମାଜ ପାଇଁ ଖରାପ ଅଟେ । ଏହି ବ୍ୟକ୍ତି ଜଣକ ଭଡ଼ା ଦେଇଥିବା ବ୍ୟକ୍ତି ଜଣଙ୍କୁ ଜୀବନରୁ ମାରି ଦେଇଛନ୍ତି ।
Special Report
ସେ ତାଙ୍କର ଜୀବନ ନେଇ ଯାଇଛନ୍ତି । ଚାରି ମାସ ପର୍ଯ୍ୟନ୍ତ ସେ ଘରେ ଭଡ଼ାରେ ରହିବ ବୋଲି କହିଥିଲା । ଆଉ ଏହି ଭଡ଼ା ଦେଇଥିବା ବ୍ୟକ୍ତି ଜଣକ ସେହି ଯୁବକ ଆଉ ତାଙ୍କ ସ୍ତ୍ରୀକୁ ଘରୁ ବାହାର କରିବାକୁ ଗଲା ବେଳେ ସେ ତାଙ୍କର ଜୀବନ ନେଇ ଯାଇଥିଲେ ।
ଏହି ଯୁବକ ଜଣଙ୍କର ନାମ ହେଉଛି ନୀର । ସେ ରୋହିତ ନାମକ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । ସେ ଏକ ବର୍ଷ ହେଲା ବିବାହ କରିଥିଲେ ଆଉ ସେ ଅସହାୟ ହୋଇଯାଇଥିଲେ ସେଥିପାଇଁ ରୋହିତ ତାଙ୍କୁ ଭଡାଘର ଦେଇଥିଲେ ।
Special Report
କିନ୍ତୁ ନୀର ଆଉ ତାଙ୍କ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଏକ ବର୍ଷ ଘରେ ଭଡ଼ାରେ ରହିବା ପରେ ଘର ମାଲିକ ତାଙ୍କୁ ବାହାର କରି ଦେଇଥିଲେ । ଏହାପରେ ରାଗି ଯାଇଥିଲେ ନୀର । ଆଉ ସେ ରାଗିଯାଇ ରୋହିତଙ୍କୁ ଏକ ଠେଙ୍ଗାରେ ପିଟି ଦେଇଥିଲେ ।
ଏହାଫଳରେ ରୋହିତ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଦର୍ଶ ଥାନା ଅନ୍ତର୍ଗତ ବାଉଁଶପାଳ ଗାଁରେ । ଘର ଛାଡ଼ିବାକୁ କହିବା ପରେ ଏଭଳି ଘଟଣା ଘଟିଥିଲା ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାଉଁଶପାଳ ରୋହିତ ପ୍ରଧାନ । ଏହି ବ୍ୟକ୍ତି ଜଣଙ୍କୁ ନୀର ହୁତିଆ ପିଟିପିଟି ମାରି ଦେଉଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ଏହି ଘଟଣାକୁ ନେଇ ଦେଖିବାକୁ ମିଳିଛି ଅନେକ କଥା । ଏବେ ଏହି ଘଟଣାର ତଦନ୍ତ ଚାଲୁଛି ।