Movie prime

ଘରଧୁଆ ହେଲା କାଳ : କରେଣ୍ଟ ଲାଗି ଚାଲିଗଲା ଜୀବନ..

 
Special Report
ନମସ୍କାର ପାଠକ ବନ୍ଧୁ।ଗତ କାଲି ଗୁରୁବାର ଲକ୍ଷ୍ମୀ ପୂଜା ଥିବାରୁ ମହିଳା ଜଣକ ନିଜ ଘର ସଫା କରୁଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ ବୋଲି।ଯେଉଁଥିରେ ତାଙ୍କ ଜୀବନ ସବୁଦିନ ପାଇଁ ଚାଲି ଯିବ।
Special Report
ସେ କେତେ ଆଶା ନେଇ ଘରେ ଲକ୍ଷ୍ମୀ ପୂଜା କରି ଥାଆନ୍ତେ।ହେଲେ ତାଙ୍କ ର ସବୁ ସ୍ବପ୍ନ ସ୍ବପ୍ନ ରେ ରହିଗଲା।ଏଭଳି ଘଟଣା ଦେଖିବାକୁ ମିଳିଛି ବିନିକା ଥାନା ଅଂଚଳର ।ମୃ-ତ୍ୟୁ କାହାର କେତେବେଳେ କିଭଳି ଆସେ ତାହା କେହି ଜାଣି ନାହାଁନ୍ତି।
ସୂଚନା ଅନୁସାରେ ମହିଳା ଜଣକ ଲକ୍ଷ୍ମୀ ପୂଜା ପାଇଁ ଘର ସଫା କରୁଥିଲେ।ଏହି ସମୟ ରେ ତାଙ୍କ ଘରେ ଗୋଟିଏ ବିଦ୍ୟୁତ୍ ତାର କଟି ଯାଇଥିଲା।ସେ ଏହାକୁ ଦେଖି ନ ଥିଲେ।
Special Report
ସେ ଘର ପୋଛି ବାରେ ବ୍ୟସ୍ତ ଥିଲେ।ଏହା ପରେ ସେହି ତାର ରୁ ନିଆଁ ବାହାରି ଆସିଥିଲେ।ମହିଳା ଜଣକ ସେହି ତାର ର ସଂସ୍ପର୍ଶରେ ଆସି ମୃ-ତ୍ୟୁ ବରଣ କରୁଛନ୍ତି।ସେହି ତାର ର ଆଘାତ ରେ ତାଙ୍କ ଜୀବନ ର ଚାଲି ଗଲା।
ଯେ କେହି ବି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖି ରୁ ଲୁହ ଆସି ଯାଇଛି।ସେ ଘରେ ଲକ୍ଷ୍ମୀ ପୂଜା କରିବା ପାଇଁ କେତେ କାମ କରୁଥିଲେ।ହେଲେ ତାଙ୍କ ସହିତ ଏଭଳି କିଛି ଘଟିବ ବୋଲି କେହି ବିଶ୍ବାସ କରି ନ ଥିବେ।ଏହି ଘଟଣା ଟି ଏବେ ସେଠାରେ ଚର୍ଚ୍ଚା ର ବିଷୟ ପାଲଟିଛି।ଲୋକ ମାନେ ବହୁତ ଭୟ ବିତ ହୋଇ ଯାଇଛନ୍ତି।
ଭୟ ରେ ନିଜ ଘରୁ ଲୋକ ମାନେ ବାହାରୁ ନାହାନ୍ତି।ତାଙ୍କ ଶବ କୁ ପୋଷ୍ଟ ମର୍ଟମ କରା ଯିବା ପାଇଁ ପଠା ଯାଇଛି।ଏହା ପରେ ତାଙ୍କ ଶବ ସତ୍କାର କରା ଯିବ ବୋଲି ତାଙ୍କ ପୁଅ କହି ଛନ୍ତି।