Movie prime

ଘରକୁ ଆସି ବୋହୂ ଇଯତ ସହ ଖେଳିବା ପଡ଼ିଲା ମହଙ୍ଗା ଦେଖନ୍ତୁ ସିଧା ହାଣି ପକାଇଲେ ଶଶୁର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁକିଛି ଖବର ପାଇ ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ମହିଳାଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଜଣେ ବ୍ୟକ୍ତି । 
ଆଉ ଏହି ବ୍ୟକ୍ତି ଜଣକ ଏଭଳି କହିବା ସମୟରେ ମହିଳା ଜଣଙ୍କ ଶଶୁର ଶୁଣି ଦେଇଥିଲେ ଆଉ ଏହାପରେ ତାଙ୍କ ଶଶୁର କରିଥିଲେ ଏଭଳି କାମ । ଏହି ଶଶୁର ଜଣକ ତାଙ୍କ ବୋହୂ ସହିତ ଏଭଳି ଖରାପ କାମ କରିବାକୁ କହିଥିବାରୁ ଏହି ବ୍ୟକ୍ତି ଜଣଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ ।
Special report
ଏହି ଖରାପ ବ୍ୟବହାର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଧର୍ମାନନ୍ଦ ଦେହୁରୀ । ଏହି ବ୍ୟକ୍ତି ଜଣକ ଗୁଣି ଗାରେଡ଼ି କରିଥାନ୍ତି । ଧର୍ମାନନ୍ଦ ଏହି ମହିଳାଙ୍କ ଘରେ କେହି ନଥିବାରୁ ଏଭଳି କଥା କହିଥିଲେ ।
ଏଭଳି କଥା କହିବା ସମୟରେ ଏହି ମହିଳା ଜଣଙ୍କର ଶଶୁର ଏହି ଖରାପ କଥା ଶୁଣି ଏଭଳି କାମ କରିଥିଲେ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଆଦିବାସୀ ଅଞ୍ଚଳ ସ୍ଥିତ ଖଣ୍ଡରା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
Special report
ମନ୍ଦାର ଗାଁର ଧର୍ମାନନ୍ଦ ଦେହୁରୀ ଏଭଳି କାମ କରିବାରୁ ତାଙ୍କୁ ମହିଳାଙ୍କ ଶଶୁର ଶ୍ରୀଧର ଦେହୁରୀ ଜୀବନରୁ ମାରି ଦେଇଥିଲେ । ଶ୍ରୀଧର ଦେହୁରୀ ମଧ୍ୟ ତାଙ୍କ ଦୋଷ ସ୍ବୀକାର କରିଛନ୍ତି । ସେ ଧର୍ମାନନ୍ଦକୁ ମାରି ଦେଇଛନ୍ତି ବୋଲି କହିଛନ୍ତି ।
Special report
ଗତକାଲି ରାତି ୮ଟା ସମୟରେ ଏଭଳି ହତ୍ୟାକାଣ୍ଡ ଘଟିଥିଲା । ଆଉ ସମସ୍ତେ ଖାଇ ପିଇ ସାରିବା ପରେ ଶ୍ରୀଧର ଦେହୁରୀଙ୍କ ଘରକୁ ଧର୍ମାନନ୍ଦ ଯାଇଥିଲେ । ଆଉ ସେ ତାଙ୍କ ବୋହୂକୁ ଖରାପ ଇଙ୍ଗିତ କରି ଖରାପ ବ୍ୟବହାର କରିଥିଲେ ।
ଆଉ ସେହି ସମୟରେ ଶ୍ରୀଧର ସବୁକଥା ଶୁଣି ଧର୍ମାନନ୍ଦକୁ ଟାଙ୍ଗିଆରେ ମାରି ଦେଇଛନ୍ତି ଆଉ ଏହି ଦୋଷ ଏବେ ସେ ସ୍ୱୀକାର ମଧ୍ୟ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ପୋଲିସ ତଦନ୍ତ କରି ଅନେକ ତଥ୍ୟ ପାଇବା ପରେ ଏହି କଥା ଜଣା ପଡ଼ିଥିଲା ।