Movie prime

ଘରକୁ ଡ଼ାକି ଇରାନୀ କରୁଥିଲେ ଖେଳ ଦେଖନ୍ତୁ ଧରା ପଡ଼ିଗଲା ସବୁ ସତ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜଣେ ଅଭିନେତ୍ରୀଙ୍କ ବିଷୟରେ କିଛି ଖବର ଜାଣିପାରିବେ । ଅଭିନେତ୍ରୀ ଜଣକ ଏଭଳି କିଛି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏହିଭଳି କାମ ବହୁତ ଖରାପ ଅଟେ । ଏହି ଭିଡିଓ ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ଅଭିନେତ୍ରୀ ଇରାନୀଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ସିନେମା ଜଗତରେ ପାଦ ଦେଇଥିଲେ । କିନ୍ତୁ ସେ ରାତାରାତି ଧନୀ ହେବାକୁ ଚାହୁଁଥିଲେ । ଆଉ ସେଥିପାଇଁ ଏଭଳି ରାସ୍ତାକୁ ଆପଣାଇଲେ ଯାହାର ଭିଡିଓ ଏବେ ଚର୍ଚ୍ଚା ହେଉଛି ।
Special report
ସେ ନିଜ ଦେହ ବ୍ୟବସାୟ କରି ନିଜର ସବୁ ଇଚ୍ଛା ପୂରଣ କରୁଥିଲେ । ଆଉ ଧନ ଉପାର୍ଜନ ବି କରୁଥିଲେ । ଏଥିରେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ସାଥ ଦେଉଥିଲେ । ରାତି ହେଲେ ଅଭିନେତ୍ରୀଙ୍କ ପାଖକୁ ଆସୁଥିଲା ସେ-କ୍ସ କଲ ।
ପ୍ରଥମେ ଅଭିନେତ୍ରୀ ଇରାନୀ ସେ-କ୍ସ ଚାର୍ଟ କରି ଯୁବକମାନଙ୍କୁ ଫସାଉଥିଲେ । ଆଉ ଏହାପରେ ତାଙ୍କ ପାଖକୁ କଲ୍ ଆସୁଥିଲା । ଏହି ସେ-କ୍ସ ଚାର୍ଟର ମାଧ୍ୟମ ସାଜିଥିଲା ଫେସବୁକ୍ । ସିକ୍ରେଟ ଫେସବୁକ୍ ଜରିଆରେ ଧନୀ ଲୋକମାନଙ୍କୁ ଫସାଉଥିଲେ ଏହି ଅଭିନେତ୍ରୀ ।
ରାତିକୁ ସେ ରଙ୍ଗୀନ କରିବେ ବୋଲି କହୁଥିଲେ ଆଉ ଭଡ଼ା ଘରକୁ ଡାକି କରୁଥିଲେ ଏଭଳି ନିର୍ଲଜ୍ଜ କାମ । କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର ଏମିତି ଅନେକ ସ୍ଥାନରୁ ଗ୍ରାହକ ଆସନ୍ତି ଇରାନୀଙ୍କ ପ୍ରେମ ଜାଲରେ ପଡ଼ି ।
Special report
ସେ ତାଙ୍କ ହସ ଆଉ ସୁନ୍ଦର କଥା ମାଧ୍ୟମରେ ଧନୀ ବ୍ୟକ୍ତିଙ୍କୁ ଫସାଇ ପ୍ରେମ ଜାଲରେ ପକାଇଥିଲେ । ଆଉ ସେମାନେ ମଧ୍ୟ ତାଙ୍କ ସହିତ ସଂପର୍କ ରଖିବାକୁ ରାଜଧାନୀରେ ପହଞ୍ଚି ଯାଉଥିଲେ ।
ଗତ ୭ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ଜଣେ ବ୍ୟବସାୟୀ ଇରାନୀଙ୍କ ପାଖକୁ ଯାଇଥିଲେ । ସେ ଭଡାଘରେ ପହଞ୍ଚି ଯାଇଥିଲେ । ଆଉ ସେଠାରେ ବ୍ୟକ୍ତି ଜଣକ ଇରାନୀଙ୍କ ସହିତ ଆଲିଙ୍ଗନ କରିବା ସମୟରେ ଇରାନୀ ତାଙ୍କ ଉପରେ ମାଡ଼ି ବସିଥିଲେ ।
ଆଉ ତାଙ୍କ ସ୍ବାମୀ ଏବଂ ସାଥୀ ସେହି ବ୍ୟକ୍ତିଙ୍କୁ ମାଡ ମାରି ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ନେଇ ତାଙ୍କୁ ଛାଡ଼ି ଦେଇଥିଲେ । ଆଉ କେନ୍ଦୁଝରର ଜଣେ ଛାତ୍ର ମଧ୍ୟ ତାଙ୍କ ଜାଲରେ ପଡ଼ି ଯାଇଥିଲେ । ଏଭଳି ଅନେକ ଲୋକଙ୍କ ବିଷୟରେ ଏବେ ପୋଲିସ ଫର୍ଦ୍ଧାଫାସ କରିଛି ।
ତଦନ୍ତରୁ ଏହିଭଳି ଅନେକ ତଥ୍ୟ ଏବେ ଇରାନୀଙ୍କ ବିଷୟରେ ଆସିଛି । ଇରାନୀ ଲୁଟିଥିବା ସବୁ ଟଙ୍କା ମୋବାଇଲ୍ କିଣିବା ଆଉ କିସ୍ତି ଶୁଝିବାରେ ସାରିଛନ୍ତି ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।