Movie prime

ଘରେ ବାଡେଇ ହେଲା ପ୍ଲେନ୍ ! ତାପରେ ଯାହା ହେଲା...

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଅନେକ ପ୍ଲେନ କ୍ରାସ ବା ଖସି ପଡ଼ିବା ବିଷୟରେ ଅନେକ ଖବର ପାଇଥିବେ । ଏବେ ଏକ ଖବର ଆସିଛି ପୁଣି ଏକ ଉଡାଜାହାଜ ଉଡାଣ ଭରୁଥିବ ସମୟରେ ଖସି ପଡ଼ିଛି । 
ଆଉ ଏହି ଭିଡିଓ ମାଧ୍ୟମରେ ଆପଣ ଏହା ଶୁଣିପାରିବେ । ଏହି ଘଟଣା ଘଟିଛି ଧାନବାଦ ବିର୍ଶାମୁଣ୍ଡା ପାର୍କ ନିକଟରେ ଏକ ପ୍ଲେନ ଲୋକମାନେ ରହୁଥିବା ବିଲ୍ଡିଂ ଉପରେ ଖସି ପଡିଲା ।
ଆଉ ସଙ୍ଗେ ସଙ୍ଗେ ଲୋକମାନେ ବିଲ୍ଡିଙ୍ଗରୁ ବାହାରି ଆସିଲେ ଆଉ ଯାହା ଦେଖିଲେ ସମସ୍ତେ ଚିତ୍କାର କରିବାକୁ ଲାଗିଲେ । ଏହି ପ୍ଲେନ କିପରି ଖସି ପଡ଼ିଲା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ବିର୍ଶାମୁଣ୍ଡା ପାର୍କ ନିକଟରୁ ଏହି ପ୍ଲେନ୍ ଉଡାଣ ଭରୁଥିଲା ।
ଏହା ହେଉଛି ଆଲଟ୍ରା ଲାଇଟ୍ ପ୍ଲେନ । ଏଠାରେ କିଛି କର୍ମର୍ଶିଆଲ ଏରୋପ୍ଲେନ ନାହିଁ । ଏଠାରେ ଉଡାଜାହାଜ ଅଛି । ଆଉ ଏହି ଖସି ପଡିଥିବା ପ୍ଲେନରେ ପାଇଲଟ ଏବଂ ଆଉ ଜଣେ ୧୪ ବର୍ଷର ବାଳକ ବସିଥିଲେ ।
ସେହି ବାଳକ ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ଏହି ପ୍ଲେନଟି ଉଡାଣ ଭରିବା ସମୟରେ ପାଇଲଟ ଜାଣି ପାରିଥିଲେ କି ପ୍ଲେନ କ୍ରାସ ହେବାକୁ ଯାଉଛି ସେଥିପାଇଁ ସେ ପ୍ଲେନର ୱିଙ୍ଗସକୁ ଏକ ଗଛ ସହ ବାଡେଇ ଥିଲେ । 
ଏହାପରେ ଏହି ପ୍ଲେନ ଆସି ସେହି ବିଲ୍ଡିଙ୍ଗରେ ବାଡେଇ ହୋଇଥିଲା । ଏହାପରେ ଏହା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଇଲଟ ଏବଂ ବାଳକଙ୍କର ମୁଣ୍ଡରେ ଆଘାତ ହୋଇଛି ଆଉ ସେମାନେ ଏବେ ମେଡ଼ିକାଲରେ ଅଛନ୍ତି ।
ଏହି ପ୍ଲେନ ୧୯୯୬ ମସିହାରେ ତିଆରି ହୋଇଥିଲା । ଏହି ପ୍ଲେନ ଏକାଥରକେ ୧୪୦୦ ଫୁଟ ଉଚ୍ଚରେ ଉଡିପାରିବ । ଏହାସହ ଏହି ପ୍ଲେନ ହେଉଛି ଏକ ଏୟାର ଟ୍ରାଫ୍ଟ । ଏହି ଭିଡିଓ ମାଧ୍ୟମରେ ଆପଣ ଏହି ପ୍ଲେନ କ୍ରାସ କିପରି ହେଲା ତାହା ଦେଖିପାରିବେ ।