Movie prime

ଘରେ କେହି ନଥିଲା ବେଳେ ପ୍ରେମିକା କୁ ରୁମ୍ ଡାକି ଅନୈତିକ ସଂପର୍କ ରଖିଦେଲା ପ୍ରେମିକ, ପରେ ପ୍ରେମିକା ହେଇଗଲା ଗର୍ଭବତୀ

 
Special report
ନମସ୍କାର ପାଠକ ବନ୍ଧୁ।ଭାରତ ହେଉଛି ଏକ ପବିତ୍ର ଦେଶ।ଏଠାରେ ସବୁ ସମ୍ପର୍କ କୁ ଗୁରୁତ୍ଵ ଦିଆ ଯାଏ।ଦିଅର ଭାଉଜ ସମ୍ପର୍କ ଏଠାରେ ଭାଇ ଭଉଣୀ ର ଙ୍କ ସମ୍ପର୍କ।ହେଲେ ଖରାପ ଲୋକ ଙ୍କ ପାଇଁ ଆଜି ଏହି ସମ୍ପର୍କ କୁ ଅନେକ ନିନ୍ଦା କରା ଯାଉଚି।ଏହା ଦ୍ବାରା ସମାଜ ମଧ୍ୟ ଖରାପ ହେଉଚି।
Special report
ଏବେ ଆପଣ ମାନେ ପ୍ରତ୍ୟେକ ଦିନ ଏସବୁ ଶୁଣୁ ଥିବେ।କିଭଳି ଦିଅର ଭାଉଜ ଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖୁଛନ୍ତି।ଏବେ ସୋସିଆଲ ମିଡିଆରେ ଏଭଳି ଘଟଣା ବେଶ୍ ଚର୍ଚ୍ଚା ରେ ରହୁଚି।ଏହା ଦ୍ବାରା କେବଳ ଯେ ବଡ ଲୋକ ମାନେ ଖରାପ ହେଉଛନ୍ତି ତାହା ନୁହେଁ ଛୋଟ ପିଲା ମାନେ ବି ବହୁତ ଖରାପ ହୋଇ ଯାଉଛନ୍ତି।
ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଟି ହେଉଚି ଉତ୍ତରପ୍ରଦେଶ ର ଏକ ଛୋଟ ଗାଁ ର।ଘରେ କେହି ନ ଥିବା ବେଳେ ଜଣେ ୧୯ ବର୍ଷୀୟ ଯୁବକ ତାଙ୍କ ଭାଉଜ ଙ୍କ ସହିତ ଖରାପ କଥା ହୁଏ।
Special report
ତାଙ୍କ ସହିତ ଜବରଦସ୍ତି କରି ତାଙ୍କୁ ବ-ଳା-ତ୍କା-ର କରିଛି।ମହିଳା ଜଣକ ଯେତେ ମନା କଲେ ମଧ୍ୟ ଶୁଣି ନ ଥିଲେ।ଯେତେ ଇଚ୍ଛା ସେତେ ଥର ଶାରିରୀକ ସମ୍ପର୍କ ରଖିଥିଲେ।ଏଭଳି ଦିଅର ମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ଆବଶ୍ୟକ।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ର ଶାହାଜାହାନ ପୁରା ଥାନା ଅଞ୍ଚଳ ରେ ଜଣେ ମହିଳା ବିବାହ କରି ଆସି ଥିଲେ ନିଜ ଶାଶୁ ଘର କୁ ।ତାଙ୍କ ଶାଶୁ ଘର ବହୁତ ଭଲ ଥିଲା।ତାଙ୍କ ସ୍ଵାମୀ ତାଙ୍କୁ ବହୁତ ଭଲ ପାଉଥିଲେ।
Special report
ସବୁ କିଛି ଠିକ୍ ଥିଲା।କିନ୍ତୁ ଧୀରେ ଧୀରେ ସବୁ କିଛି ପରିବର୍ତ୍ତନ ହେଲା।ସାନ ଦିଅର ଭାଉଜ ଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇଲା।ଦିନ ଭାଉଜ ଙ୍କ ସ୍ଵାମୀ ବାହାରକୁ କାମ କରିବାକୁ ଯାଇଥିଲେ।ସେହି ସମୟ ରେ ଘରେ କେହି ନ ଥିଲେ।ଏହି ସମୟ ର ସୁଯୋଗ ନେଇଥିଲା ଦିଅର।
ସେ ଭାଉଜ ଙ୍କ ସହିତ ଜୋର ଜବରଦସ୍ତି କରି ଥିଲା।ଓ ଭାଉଜ ଯେତେ ନିଜ କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ହେଲେ ପାରିଲେ ନାହିଁ।
Special report
ଶେଷ ରେ ଦିଅର ଭାଉଜ ଙ୍କୁ ବ-ଳା-ତ୍କା-ର କରିଥିଲା।ଓ ଏହା ପରେ ମହିଳା ଜଣକ ନିଜ ସ୍ଵାମୀ ଆସିବା ପରେ ସବୁ କଥା କହିଥିଲା।ତା ସ୍ଵାମୀ ସାଙ୍ଗେ ସାଙ୍ଗେ ତାକୁ ପୋଲିସ ଷ୍ଟେସନ ନେଇ କରି ଗଲେ।ଏହା ପରେ ନିଜ ଭାଇ ବିରୋଧ ରେ ଏକ ଲିଖିତ ଅଭିଯୋଗ କଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.