Movie prime

ଘରେ କେହି ନଥିଲା ବେଳେ ପ୍ରେମିକ କୁ ଡାକି ଖରାପ କାମ କଲେ ଯୁବତୀ ଆଉ ଅଚାନକ ବାପା ମା ଆସି ଯିବାରୁ ଯାହା ହେଲା..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜ ପ୍ରେମିକ ସହ ଜଣେ ନାବାଳିକା ଝିଅ ଅଶ୍ରିଳ ଫଟୋ ଉଠାଇ ଥିଲା। ଆଉ ଏକଥା ଯେତେବେଳେ ଝିଅ ର ମାଆ ଫୋନ୍ ରେ ଫଟୋ ଦେଖି ଦେଇଥିଲା
Special report
ସେତେବେଳେ ନିଜର ମାଆ କୁ ୧୫ ବର୍ଷର ନାବାଳିକା ଝିଅ ପ୍ରେମିକ ସହ ମିଶି ମାରି ଦେଇଥିଲା। ଏପଟେ ଝିଅର ଭଲପାଇବା ଉପରେ ମାଆ ସନ୍ଦେହ କରୁଥିବା ବେଳେ ନିଜର ଜନ୍ମ କଲା ମାଆ କୁ ରାସ୍ତା ରୁ ସବୁଦିନ ପାଇଁ ହଟେଇ ଦେଲା ଝିଅ।
ଏହି ଯୁବକ ଜଣକ ହେଉଛନ୍ତି ପ୍ରଖର ଯିଏକି ନିଜର ୧୫ ବର୍ଷର ନାବାଳିକା କଥାରେ ସେହି ପ୍ରେମିକା ର ମାଆ କୁ ଜୀବନରୁ ମାରି ଦେଇଛି। ପ୍ରଖର ଜଣେ ୧୫ ବର୍ଷର ନାବାଳିକା ଝିଅ କୁ ଭଲ ପାଉଥିଲା।
ସେହି ନାବାଳିକା ଝିଅ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ନିଜ ମୋବାଇଲ୍ ରେ ସାଇତି ରଖିଥିଲା। ହେଲେ ସେହି ଭିଡିଓ ଓ ଫଟୋ କୁ ନାବାଳିକା ର ମାଆ ଦେଖି ନେଇଥିଲେ। ଆଉ ମାଆ ଏହା ଦେଖି ସହି ପାରି ନଥିଲେ।
Special report
ତାଙ୍କ ଝିଅ ଏତେ କମ୍ ବୟସରୁ ଖରାପ୍ ରାସ୍ତାରେ ଯାଉଥିବା ଦେଖି ସେ ତାଙ୍କୁ ତାଗିଦ୍ ମଧ୍ୟ କରିଥିଲେ। ଯାହାକୁ ନେଇ ମଧ୍ୟ ତାଙ୍କର ଝିଅ ସବୁବେଳେ ରାଗୁ ଥିଲେ। ଜୁନ ୭ ତାରିଖ ଦିନ ଝିଅ ବଜାର ଯାଉଛି ବୋଲି କହି ଘରୁ ବାହାରି ଆସିଥିଲେ।
ଆଉ ଅନେକ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଏହାପରେ ବାରମ୍ବାର ସେ ଝିଅ କୁ ଫୋନ କରିଥିଲେ ଝିଅ ଫୋନ ରିସିଭ କରି କହିଥିଲେ କି ତାଙ୍କୁ ସେ ବଜାର ପାଖ ମନ୍ଦିରରୁ ଆସି ନେଇ ଯାଆନ୍ତୁ ବୋଲି।
ଏହାପରେ ମାଆ ନିଜ ସ୍ୱାମୀ ଉଦିତ କୁ ନେଇ ସେଠାରେ ପହଞ୍ଚି ଯାଇଥିଲେ। ଏହାପରେ ଝିଅଟି ଫୋନ କରି କହିଥିଲା କି ସେ ମନ୍ଦିରରୁ ବାହାରି ଯାଇ ଅନ୍ୟ ଏକ ଜାଗା କୁ ଚାଲି ଯାଇଛି। ଏହାପରେ ଉଦିତ ମନ୍ଦୀର ନିକଟରେ ସ୍ତ୍ରୀ କୁ ଛାଡି ଯେତେବେଳେ ଘରକୁ ପୁଣି ଥରେ ଫେରି ଯାଇଥିଲେ
ସେତେବେଳେ ଦେଖିଥିଲେ କି ଝିଅ ତାଙ୍କ ଘରେ ଅଛି। ଏହାପରେ ସ୍ୱାମୀ ବହୁତ ଖୋଜାଖୋଜି କରିଥିଲେ ଶେଷ ରେ ପୋଲିସ ମନ୍ଦୀର ନିକଟରେ ଥିବା ଜଙ୍ଗଲରୁ ଅଞ୍ଜଳି ଙ୍କ ମୃ-ତ-ଦେହ ପାଇଥିଲା। ଆଉ ସବୁ ସତ ଜଣା ପଡିଲା।