ଘରୁ ପଳେଇ ଗଲା ଝିଅ ଶେଷରେ ଚତୁର୍ଥୀରେ ଶୁଦ୍ଧି କରିଦେଲେ ବାପା ଦେଖନ୍ତୁ Exclusive
Nov 12, 2023, 20:13 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗର ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବେ ।

ଆଜିକାଲି ଦୁନିଆରେ ପ୍ରେମ ବିବାହ କରିବା ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ପ୍ରେମ ବିବାହ କରୁଛନ୍ତି । ଆଉ ଏହି ପ୍ରେମ ବିବାହକୁ ନେଇ ଅନେକ ଖବର ଆସୁଥିବାର ଆପଣମାନେ ଦେଖିପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ଖବର ହେଉଛି କି ପ୍ରେମ ବିବାହ କରିଥିବା ଝିଅର ବାପା କରିଲେ ଏଭଳି କିଛି କାମ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ ।

ଏହି ଘଟଣା ହେଉଛି ପାୟଲ ଆଉ ଆକାଶ ପରସ୍ପରକୁ ଭଲ ପାଉଥିଲେ । ଆଉ ସେମାନେ ଘରୁ ପଳାଇ ବିବାହ କରିଥିଲେ । କିନ୍ତୁ ପାୟଲର ପରିବାର ଏହି ବିବାହ ପାଇଁ ରାଜି ନଥିଲେ । ଆଉ ଏବେ ପାୟଲ ଭିଡିଓ କରି କହିଛନ୍ତି କିଛି କଥା ।
ପାୟଲ କହିଛନ୍ତି, ତାଙ୍କୁ ୧୮ ବର୍ଷ ହୋଇ ସରିଲାଣି ସେ ତାଙ୍କ ଇଚ୍ଛାରେ ବିବାହ କରିଛନ୍ତି । ଆଉ ତାଙ୍କର ଏବଂ ତାଙ୍କ ଆକାଶର ଯାହା କ୍ଷତି ହେବ ସେଥିପାଇଁ ତାଙ୍କ ପରିବାର ଦାୟୀ ବୋଲି ସେ କହିଛନ୍ତି ।

ଆଉ ଏପଟେ ପାୟଲର ବାପା କହିଛନ୍ତି ସେ ୧୮ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ରଖିଲେ ଆଉ ୧୮ ବର୍ଷ ପରେ ସେ ତାଙ୍କର ହୋଇ ପାରିଲେନି ସେ ତାଙ୍କ କଥା କାହିଁକି ଭାବିବେ । ସେଥିପାଇଁ ସେ ପାୟଲ ମହାପାତ୍ରଙ୍କ ଶ୍ରାଦ୍ଧ କରି ଦେଇଛନ୍ତି । ଏହି ପିତା ଜଣକ ତାଙ୍କ ଜନ୍ମିତ ଝିଅ ବଞ୍ଚି ଥାଉ ଥାଉ ତାଙ୍କର ଶ୍ରାଦ୍ଧ କରି ଦେଇଛନ୍ତି ।
ଏହି ପିତା ଜଣକ ୧୧ ଦିନ ପାଳନ କରି ଲୋକମାନଙ୍କୁ ଖାଇବାକୁ ଦେଇ ଝିଅର ଶ୍ରାଦ୍ଧ କରି ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଆଉ ସେପଟେ ଝିଅ ଭିଡିଓ ଜାରି କରି କହିଛି ତାଙ୍କର ବୟସ ହୋଇ ସରିଲାଣି ସେ ତାଙ୍କ ଇଚ୍ଛାରେ ବିବାହ କରିଛନ୍ତି ।
ତାଙ୍କର କି ତାଙ୍କ ସ୍ଵାମୀ ଆକାଶର କି ତାଙ୍କ ପରିବାରର କିଛି କ୍ଷତି ହେଲେ ସେ ମାଜିଷ୍ଟ୍ରେଟ ପାଖକୁ ଯିବେ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।