Movie prime

ଘରୁ ପିଟି ପିଟି ନିଜ ନାତି କୁ ବାହାର କଲି ଅମିତାବ, ତୁ କେବଳ ପାଠ ପଢ଼ିବୁ... ଅଭିନୟ କରିବି କହିଲେ ମାଡ ଖାଇବୁ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇ ସାରିଛନ୍ତି।
ସେଥିପାଇଁ ଲୋକ ମାନେ ମଧ୍ୟ ତାଙ୍କୁ ଖୁବ ଭଲ ପାଆନ୍ତି ଆଉ ତାଙ୍କୁ ଖୁବ୍ ସମ୍ମାନ ମଧ୍ୟ ଜଣାଇ ଥାଆନ୍ତି। ଫିଲ୍ମ୍ କୁ ନେଇ ସେ ଯେତିକି ଚର୍ଚ୍ଚାରେ ରୁହନ୍ତି ତାହା ଠାରୁ ଅଧିକ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି।
Special Report
ଅମିତାଭ ବଚ୍ଚନ ଙ୍କ ନାତି ତଥା ଶ୍ୱେତା ବଚ୍ଚନ ଙ୍କ ପୁଅ ଅଗସ୍ତ୍ୟ ନନ୍ଦ ଙ୍କୁ ବଚ୍ଚନ ପରିବାର ଚଳଚ୍ଚିତ୍ର କରିବା ପାଇଁ ବାଧ୍ୟ କରିଛନ୍ତି ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଜଣା ପଡିଥିଲା କି ଚଳଚ୍ଚିତ୍ର ରେ ଅଭିନୟ କରିବା ପାଇଁ ତାଙ୍କର କୌଣସି ପ୍ରକାରର ଉଦ୍ଦେଶ୍ୟ ନଥିଲା।
ହେଲେ ବର୍ତ୍ତମାନ୍ ତାଙ୍କୁ ଚଳଚ୍ଚିତ୍ର ରେ ହିଁ ଅଭିନୟ କରିବାକୁ ପଡ଼ିବ। ଏହା ପଛରେ କୁହା ଯାଇଥିଲା କି ତାଙ୍କୁ ଫିଲ୍ମ୍ ରେ ଅଭିନୟ କରିବା ପାଇଁ ବୋଧ ହୁଏ ବାଧ୍ୟ କରାଯାଇ ଥିଲା।
ହେଲେ ଅଗସ୍ତ୍ୟ ନନ୍ଦ କହିଥିଲେ କି ତାଙ୍କୁ ଫିଲ୍ମ୍ ରେ ଅଭିନୟ ନକରି ତାଙ୍କର ବାପା ଙ୍କ ସହ ବିଜିନେସ କରିବାର ଥିଲା। ଏହାପରେ ସେ ଅନେକ ଚାକିରୀ ମଧ୍ୟ ଖୋଜିଥିଲେ ମାତ୍ର ତାଙ୍କୁ ଭଲ ଚାକିରୀ ମିଳିପାରି ନଥିଲା।
Special Report
ଶେଷରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଆଉ ସେ ଖୁବ ଭଲ ଅଭିନୟ କରିବା ସହ ଏହି ଅଭିନୟ ଆଗକୁ ମଧ୍ୟ ଜାରି ରଖନ୍ତୁ ବୋଲି ତାଙ୍କର ଘର ଲୋକ ଓ ବଚ୍ଚନ ପରିବାର ମଧ୍ୟ ତାଙ୍କୁ କହିଥିଲେ।
ଏହାକୁ ନେଇ ଏବେ ଗଣ ମାଧ୍ୟମ ଓ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କର ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ପସନ୍ଦ ଆସିଛି। ଲୋକ ମାନେ ମଧ୍ୟ ତାଙ୍କୁ ଖୁବ ଭଲ ଭଲ ପ୍ରତିକ୍ରିୟା ଦେଇଛନ୍ତି।
ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ଓ ଅଗସ୍ତ୍ୟ ନନ୍ଦ ଙ୍କ ଅଭିନୟ କିଭଳି ଲାଗିଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।