Movie prime

ଏଇ ଘରେ ଏଇ ଧନ୍ଦା ଆଉ ଚାଲିବନି କହି ଘରୁ ତଡିଦେଲା ଘର ମାଲିକ, ଅଧ ରାତି ରେ ଘରୁ ବାହାରିଲେ ନିକ ଆଉ ପ୍ରିୟଙ୍କା

 
Special report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ଵାମୀ ନିକ ଜୋନସ ଘର କୁ ବିକ୍ରୀ କରି ଦେଇଛନ୍ତି।ଏଭଳି ଖବର ବିଷୟ ରେ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉଚି।
Special report
ଆପଣ ମାନେ ସମସ୍ତେ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ଵାମୀ ନିକ ଙ୍କୁ ଜାଣି ଥିବେ।ପ୍ରିୟଙ୍କା ଚୋପ୍ରା ବଲିଉଡ ର ଜଣେ ଆଗ ଧାଡ଼ି ର କଳାକାର ଥିଲେ।ଏବେ ସେ ନିକ ଜୋନସ ଙ୍କୁ ବିବାହ କରି ଆମେରିକା ରେ ରହୁଛନ୍ତି।ଉଭୟ ନିଜେ ରହିବା ପାଇଁ ୨୦୧୯ ମସିହା ରେ ଏକ ଘର କିଣି ଥିଲେ।
କିନ୍ତୁ ଏହି ଘର କିଣିବା ପରେ ତାଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ି ଥିଲା।ଏହି ଘର ର ମୂଲ୍ୟ ପାଖାପାଖି ୧୬୬ କୋଟି ଟଙ୍କା ରୁ ଅଧିକ ହେବ।ଯାହାକୁ ଯେ କେହି ବି ଶୁଣି ଆଶ୍ଚର୍ଯ୍ୟ ହେବ।ତେବେ ଏହି ଘରେ ପ୍ରିୟଙ୍କା ଓ ତାଙ୍କ ସ୍ଵାମୀ ରହିବା ପରେ ବହୁତ ଅସୁବିଧା ହୋଇ ଥିଲା।
ତାଙ୍କୁ ପ୍ରପଟି ଡିଲର ଏହି ଘର କୁ ଦେବା ସମୟ ରେ ଠକି ଦେଇଥିଲା।ଏହି ଘର ଟି ଲସ ଅଞ୍ଜେଲ୍ସ ରେ ରହିଛି।୨୦୧୯ ମସିହା ରେ ଉଭୟ ସ୍ବାମୀ ସ୍ତ୍ରୀ ଏହି ଘର କୁ କିଣି ଥିଲେ।ପ୍ରଥମେ ପ୍ରଥମେ କିଛି ବି ଅସୁବିଧା ନ ଥିଲା।
Special report
କିନ୍ତୁ କିଛି ଦିନ ରହିବା ପରେ ଏହି ଘରେ ପାଣି ର ସମସ୍ୟା ଦେଖା ଦେଲା।କାନ୍ଥ ରୁ ପାଣି ଝରୁ ଥିଲା।ପ୍ରିୟଙ୍କା ଚୋପ୍ରା ଏହି ଘର କୁ ଠିକ୍ କରିବା ପାଇଁ ପ୍ରାୟ ୧୫ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।ହେଲେ ଏହା ଦ୍ବାରା କିଛି ବି ହୋଇ ନ ଥିଲା।ଆଗରୁ ଏହା ଯେପରି ଥିଲା ସେପରି ରହିଥିଲା।
ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ନିଷ୍ପତି ନେଇ ଥିଲେ କି ଏହି ଘର କୁ ବିକ୍ରୀ କରି ଦେବେ।ଶେଷ ରେ ସେମାନେ ସେହି ପରି କରି ଥିଲେ।ନିଜ ଘର କୁ ବିକ୍ରୀ କରି ଦେଇଥିଲେ।ସେହି ପ୍ରପଟି ଡିଲର ଙ୍କ ନାମ ରେ ସେ ଥାନା ରେ ଅଭିଯୋଗ କରିଛନ୍ତି।
ଏତେ ଟଙ୍କା ସେ ଠକି ନେଇ ଯାଇଛନ୍ତି।ସୂଚନା ଅନୁସାରେ ଏହି ଘରେ କେବଳ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ଓ ତାଙ୍କ ଝିଅ ରହୁଥିଲେ।ହେଲେ ପାଣି ର ସବୁବେଳେ ଅସୁବିଧା ଦେଖା ଦେଉ ଥିଲା।
ଶେଷ ରେ ସେମାନେ ଏହି ଘର କୁ ବିକ୍ରୀ କରି ଦେଇଛନ୍ତି।୧୬୬ ଟଙ୍କା ର ଏହି ଘର ଟି ଦେଖିବାକୁ ଖୁବ୍ ସୁନ୍ଦର।ହେଲେ ଏହାର ଭିତରେ କାନ୍ଥ ରୁ ପାଣି ଝରି ପଡ଼ୁଚି।ଏଥିପାଇଁ। ସେମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.