Movie prime

ଘଟିଗଲା ବଡ ଅଘଟଣ ଚାହା ପିଉ ପିଉ ଚାଲିଗଲା ଜୀବନ ଦେଖନ୍ତୁ କଣ ହେଇଗଲା ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଏଭଳି ଏକ ଘଟଣା ଜାଣିବାକୁ ପାଇବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସତରେ ଏହି ଘଟଣା ବହୁତ କଷ୍ଟଦାୟକ । ମୃତ୍ୟୁ କେତେବେଳେ କାହା ପାଖରେ ପହଞ୍ଚିବ ସେକଥା କିଏ ବା ଜାଣିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ।
ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣ ବି କହିବେ ମୃ-ତ୍ୟୁ କଣ ଏଭଳି ବି ଆସିଥାଏ । ଚା ପିଉଥିବା ସମୟରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି । ଶୀତ ଦିନରେ ଚା ପିଇବାକୁ ଏହି ବ୍ୟକ୍ତି ଜଣକ ରୋଷେଇ ଘରକୁ ଯାଇଥିଲେ ।
Special Report
ଘରେ କ୍ଷୀର ନଥିବାରୁ ଘର ପାଖରେ ଥିବା ଏକ ଚା ଦୋକାନକୁ ସେ ସ୍କୁଟି ନେଇ ଚା ପିଇବାକୁ ଯାଇଥିଲେ । ଚା ପିଉଥିବା ସମୟରେ ତାଙ୍କ ସହିତ ଘଟିଲା ଏହି ଦୁର୍ଘଟଣା । ଚା ପିଇ ଘରକୁ ଫେରି ଆସିଥାନ୍ତେ କିନ୍ତୁ ତାଙ୍କ ସହ ଅଘଟଣ ଘଟି ଯାଇଥିଲା ।
ଏହି ବ୍ୟକ୍ତି ଜଣକ ଚା ପିଇ ସାରି ସ୍କୁଟି ପାଖକୁ ଯାଇଥିଲେ ଆଉ ସେହି ସମୟରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଆସିଥିଲା । ଆଉ ଏହି ବ୍ୟକ୍ତି ଜଣକ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇଥିଲା ।
Special Report
ସ୍ଥାନୀୟ ଲୋକେ ଏହାକୁ ଦେଖି ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଘର ଲୋକେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏବେ ଏହି ଘଟଣା ବିଷୟରେ ଜାଣି ସମସ୍ତେ ମନ ଦୁଃଖ କରିଛନ୍ତି ।
Special report
ଏହି ଘଟଣାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ମାଧବ ସାହୁ । ତାଙ୍କର ୧୪ ବର୍ଷର ଝିଅ ଏବଂ ୧୨ ବର୍ଷର ପୁଅଟିଏ ଅଛି । ଏହି ବ୍ୟକ୍ତି ଜଣକ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପାଖରେ ଏକ ଫଳ ଦୋକାନ ଦେଇଥିଲେ ।
ଏବେ ଛୋଟ ଛୋଟ ଛୁଆଙ୍କୁ ନେଇ କେମିତି ଚଳିବେ ଏହାକୁ ନେଇ ଏବେ କଥା ଆସୁଛି । ଏହି ବ୍ୟକ୍ତି ଜଣଙ୍କର ବାପା ମା ଏବେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଏହି ମୃ-ତ-କ ବ୍ୟକ୍ତି ଜଣଙ୍କର ବୟସ ୪୨ ବର୍ଷ ଅଟେ ।