Movie prime

କେବଳ ଏହି କାରଣ ପାଇଁ ଗିରଫ ହେଲେ ଓଡ଼ିଆ ଲୋକପ୍ରିୟ ଅଭିନେତ୍ରୀ ମୌସୁମୀ ଜାଣନ୍ତୁ ଏହି ସାଙ୍ଘାତିକ ଅପରାଧ କରି ଗଲେ ଜେଲ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ଓଲିଉଡ ଜଗତର ସବୁ ଖବର ଏହି ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଜାଣିଥିବେ ।
Special report
ଆପଣମାନେ ମଡେଲ ଏବଂ ଅଭିନେତ୍ରୀ ମୌସୁମୀ ନାୟକଙ୍କ ନାଁ ତ ଶୁଣିଥିବେ । ତାଙ୍କୁ ନେଇ ଆସୁଥିବା ସବୁ ଖବର ବି ଜାଣି ପାରୁଥିବେ । ଏହି ଭିଡିଓ ଏବେ ତାଙ୍କ ବିଷୟରେ କିଛି ଖବର ଆଣିଛି ।
ଅଭିନେତ୍ରୀ ବା ମଡେଲ ମୌସୁମୀ ନାୟକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ଅଭିନେତ୍ରୀ ଜଣକ ଜଣେ ଲେଖିକାଙ୍କୁ ଠକି ଦେଇଛନ୍ତି ଆଉ ତାଙ୍କ ଠାରୁ ଅନେକ ଟଙ୍କା ଲୁଟି ନେଉଛନ୍ତି ବୋଲି ଖବର ଆସିଛି ।
Special report
ଏହି ଘଟଣାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେବା ସହ ଏହି ଖବର ସମ୍ପର୍କରେ ତ ଆପଣମାନେ ଜାଣିଥିବେ। କିଛି ଦିନ ପୂର୍ବରୁ ଏହି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଲେଖିକା ବନସ୍ମିତା ପତି । ଅଭିନେତ୍ରୀ ମୌସୁମୀ ନାୟକ ସୋସିଆଲ ମିଡିଆରେ ଏଭଳି କାମ କରୁଥିଲେ ।
ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହି ଘଟଣାକୁ ନେଇ ତଦନ୍ତ କରାଯାଇଥିଲା । ଆଉ ଏହାର ତଦନ୍ତ ପରେ ଏବେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ପୋଲିସ ଗିରଫ କରିଛି । ଏବେ ଅଭିନେତ୍ରୀ ମୌସୁମୀ ନାୟକ ଆରେଷ୍ଟ ହେବାର ଦୃଶ୍ୟ ସାମ୍ନାକୁ ଆସିଛି ।
Special report
ସେ ଆରେଷ୍ଟ ହେବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଲେଖିକା ବନସ୍ମିତା ପତି ଇନଫର୍ସିଟି ଥାନାରେ ଅଭିଯୋଗ କରିଥିଲେ । ଆଉ ତାଙ୍କ ଅଭିଯୋଗ ଆଧାରରେ ମୌସୁମୀ ନାୟକ ଗିରଫ ହୋଇଛନ୍ତି ।
ଅଭିନେତ୍ରୀ ଗିରଫ ହେବାର ଦୃଶ୍ୟ ଏବେ ମୋବାଇଲରେ ଦେଖିବାକୁ ମିଳୁଛି । ତାଙ୍କୁ ମହିଳା ପୋଲିସ ପୋଲିସ ଗାଡିରେ ବସାଇ ନେଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଅଭିନେତ୍ରୀ ମୌସୁମୀ ନାୟକଙ୍କ ନାଁରେ ଦଫା ବି ଲାଗିଛି । ତାଙ୍କ ବିରୋଧରେ ସଙ୍ଗୀନ ଧାରା ଲାଗିଛି ।
ଏବେ ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ଇନଫର୍ସିଟି ଥାନାରେ ଅଭିନେତ୍ରୀ ମୌସୁମୀ ଅଛନ୍ତି । ଆଉ ତାଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଉଛି । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।