Movie prime

ଗୀତାଞ୍ଜଳି ଏହି କାରଣ ପାଇଁ ବହୁତ୍ ପସ୍ତେଇବେ ଦେଖନ୍ତୁ ମିଳିଲା ସ୍ପଷ୍ଟ ପ୍ରମାଣ !

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ନୂଆ ବଜାରରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ପ୍ରେମ ବିବାହ ଏକ ସାଧାରଣ କଥା ହୋଇଗଲାଣି ।
ପ୍ରାୟ ୯୦ ପ୍ରତିଶତ ଯୁବପିଢୀ ଏବେ ପ୍ରେମ ବିବାହ କରୁଛନ୍ତି । ଆଉ ଏହି ଝିଅଟି ମଧ୍ୟ ପ୍ରେମ ବିବାହ କରିଛି । ଆଉ ସେ ତାର ବାପାମାଆଙ୍କ ବିରୋଧରେ ଯାଇ ଏହି ବିବାହ କରିଛି । ସେ ପ୍ରେମ ବିବାହ କରିବା ପରେ ତାଙ୍କୁ ତାଙ୍କ ଘରଲୋକ ଝିଅ ବଞ୍ଚି ଥାଉ ଥାଉ ତାକୁ ମୃ-ତ ଭାବି ଝିଅର ପିଣ୍ଡଦାନ କରି ଦେଇଛନ୍ତି ।
Special report
ଏହି ଘଟଣା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି । ଆଜିକା ଦୁନିଆରେ ଯୌବନ ଅବସ୍ଥାରେ ପ୍ରେମ କରି ଅନେକ ଝିଅ ଘର ଛାଡ଼ି ଦେଉଛନ୍ତି ।
ଆଉ ତାର ମାନେ ନୁହେଁ ଯେ ସେହି ଝିଅ ତାର ବାପାମାଆଙ୍କୁ ଭୁଲି ଯାଏ । ସେହି ଝିଅ ପରିସ୍ଥିତିରେ ପଡ଼ି ଏଭଳି କରିଥାଏ କିନ୍ତୁ ସେ ତାର ବାପା ମାଙ୍କୁ ବହୁତ ଭଲ ପାଇଥାଏ । ଏହି ଝିଅ ଦୀପାଞ୍ଜଳୀ ବି ଭଲପାଇ ବିବାହ କରିଥିଲା । କିନ୍ତୁ ତାକୁ ଏଭଳି ବଞ୍ଚି ଥାଉ ଥାଉ ମାରିଦେବା ଠିକ୍ ନୁହେଁ ।
Special report
ତାକୁ ପଚାରି ନଥାନ୍ତା, ତାକୁ ତେଜ୍ୟ କନ୍ୟା କରି ଦେଇଥାନ୍ତ କିନ୍ତୁ ଏହି ଝିଅଟିକୁ ତାର ବାପଘର ଲୋକେ ଶୁଦ୍ଧିକ୍ରିୟା କରି ଦେଇଛନ୍ତି । ଯାହା ବହୁତ ଖରାପ ଅଟେ । ବାପା ମା ଦାଦା ଖୁଡିଙ୍କ କଥାରେ ପଡି ଏଭଳି କରିବା ଠିକ୍ ନୁହେଁ । 
୧୮ ବର୍ଷର ସମ୍ପର୍କ ବାପା ମା ଶେଷ କରିଦେଲେ ।ଏହି ଭିଡିଓକୁ ଦେଖି ବା ଏହି ଘଟଣାକୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । କିଏ କମେଣ୍ଟରେ ଲେଖିଛି " ଆଉ କିଛିଦିନ ଗଲେ ଏହି ଝିଅର ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେବେ ।
ଆଉ କିଏ ଲେଖିଛି ବାପା ମା ଯାହା କରିଛନ୍ତି ଠିକ୍ କରିଛନ୍ତି "। ଏଭଳି ଅନେକ ଲୋକ ଅନେକ କଥା ଲେଖିଛନ୍ତି । ଆପଣଙ୍କ ମତରେ ଏହି ପ୍ରେମୀ ଯୁଗଳ ଠିକ୍ କରିଛନ୍ତି ନା ବାପା ମାଆ ଠିକ୍ କରିଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।