Movie prime

କଲେଜରେ ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଗୋଡ଼ାଇ ଗୋଡ଼ାଇ ଗୁ-ଳି କଲା ପ୍ରେମିକ ଦେଖନ୍ତୁ ଘଟଣା ସ୍ଥଳରେ ପ୍ରେମିକାର ଉଡିଗଲା ପ୍ରାଣ ବାୟୁ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମକୁ ନେଇ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି। କେଉଁଠି ପ୍ରେମିକା ନିଜର ପ୍ରେମିକକୁ ନପାଇ ଆ-ତ୍ମ-ହ-ତ୍ୟା କରୁଛି ତ କେଉଁଠି ପ୍ରେମିକ ପ୍ରେମିକା ବିରହରେ ପ୍ରତିଶୋଧ ପରାୟଣ ହୋଇଯାଉଛି।
Special report
ତେବେ ବନ୍ଧୁଗଣ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଅନୁଜ ଆଉ ସ୍ନେହା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଏବଂ ଉଭୟ କଲେଜରେ ପାଠ ମଧ୍ୟ ପଢୁଥିଲେ। ସ୍ନେହ ଆଉ ଅନୁଜ ଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଗଢି ଉଠିଥିଲା। 
ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। କିନ୍ତୁ ସ୍ନେହା ସବୁବେଳେ ଅନୁଜ ସହିତ ସମୟ କାଟିବା ପାଇଁ ଚାହୁଁଥିଲା। ହେଲେ ଅନୁଜ କିନ୍ତୁ ନିଜ କ୍ୟାରିୟର କୁ ନେଇ ଚିନ୍ତାରେ ରହୁଥିଲା।
ଆଉ ସେଥିପାଇଁ ଅନୁଜ ସ୍ନେହା ସହିତ କିଛି ଦିନ ପାଇଁ ମିଳାମିଶା ବନ୍ଦ କରି ଦେଇଥିଲା। ତେବେ ଅନୁଜ ନିଜ ପାଠ ପଢ଼ାରେ ବେସ୍ତ ରହିଥିବା ବେଳେ, ସ୍ନେହା ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲା। 
Special report
ଯାହାକୁ ଜାଣିବା ପରେ ଅନୁଜ ଧୋକା ପାଇବାର ପ୍ରତିଶୋଧ ନେବାକୁ ଚାହିଁଥିଲା। ତେବେ ସେଦିନ କଲେଜ ର ଏକ ଉତ୍ସବ ରେ ଦୁହେଁ ଏକାଠି କଲେଜ ରେ ପହଞ୍ଚିଥିଲେ। ଆଉ ସେଦିନ ଅନୁଜ ସବୁ ପିଲାଙ୍କ ସାମ୍ନାରେ ସ୍ନେହାକୁ କୋଳେଇ ନେଇଥିଲା।
ଆଉ ହଠାତ୍ ଦୁଇଟି ଗୁଳି ଚାଲିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଆଉ ସେହି ଗୁଳି ମାଡ଼ରେ ତଳେ ପଡି ଯାଇଥିଲା ସ୍ନେହା। ତେବେ ସେହି ଗୁଳି ଅନୁଜ ହାତରେ ଥିବା ବନ୍ଧୁକ ଥିଲା। 
ଯାହା ସ୍ନେହାର ଛାତି ଆଉ ପେଟରେ ବାଜିବା ପରେ ସେହି ଜାଗାରେ ମୃ-ତ୍ୟୁ ଘଟିଥିଲା। ଏହାପରେ ଅନୁଜ ସ୍ନେହା ଶବକୁ ଛାଡ଼ି ହଷ୍ଟେଲ ଚାଲି ଯାଇଥିଲା। ଆଉ କିଛି ସମୟ ପରେ ସେହି ହଷ୍ଟେଲ ଭିତରେ ଅନୁଜ ନିଜେ ଆ-ତ୍ମ-ହ-ତ୍ୟା କରିଦେଇଥିଲା।
ଅନୁଜ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ସ୍ନେହାକୁ ମାରିବାର କାରଣ ଏକ ଭିଡିଓ ରେ କହି ନିଜ ଲ୍ୟାପଟପରେ ରଖିଥିଲା। ତେବେ ପୋଲିସ ଏହି ଘଟଣା ବିଷୟରେ ଖବର ପାଇ ଦୁହିଁଙ୍କ ଶବକୁ ଉଦ୍ଧାର କରିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.