Movie prime

ସୁନା ଦାମ ଛୁଇଁଲା ୮୦୦୦୦/- କିଣିବାକୁ ଡରୁଛନ୍ତି ଲୋକେ ହେଲେ ଏଠାରେ ସୁନାର ଗୁପଚୁପ ଖାଇବାକୁ ଲୋକଙ୍କ ଭିଡ଼

 
Ggg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ଖବର ଜାଣିପାରିବେ ।
ଲୋକମାନେ ଗୁପଚୁପ ଖାଇବାକୁ ଭଲ ପାଆନ୍ତି । ଆଉ ଏବେ ସୁନା ଭଳି ଧାତୁର ଦର ବହୁତ ଅଧିକ । ଏବେ ଲୋକମାନେ ସୁନା କିଣିବାକୁ ଡରୁଛନ୍ତି କିନ୍ତୁ ସାମ୍ନାକୁ ଆସିଲା ସୁନାର ଗୁପଚୁପ । 
Gh
ଏବେ ଗ୍ରାହକ ପାଇବେ ସୁନାର ଗୁପଚୁପ । ସୁନାର ଗୁପଚୁପର ସ୍ଵାଦ । ଡ୍ରାଏଫ୍ରୁଟସ ମିଶା ହୋଇ ଏହି ସୁନାର ଗୁପଚୁପ ତିଆରି ହୋଇଛି । ଆଉ ଏବେ ଏହି ସୁନା ଗୁପଚୁପ ପାଇଁ ଲମ୍ବା ଲାଇନ୍ ।
ଏବେ ଲୋକମାନେ ସୁନା କିଣିବା ବା ପିନ୍ଧିବାକୁ ଡରୁଛନ୍ତି କିନ୍ତୁ ଏହି ସ୍ଥାନରେ ଲୋକମାନେ ସୁନା ଗୁପଚୁପ ଖାଉଛନ୍ତି । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗୁପଚୁପ ଖାଇଥାନ୍ତି । ଆଉ ଏହି ଗୁପଚୁପ ସହ ଖଟା ପାଣିର ସ୍ଵାଦ ସବୁଠାରୁ ନିଆରା ଅଟେ । 
ତେନ୍ତୁଳି ଆଉ ଗୁପଚୁପ ଦହି ସବୁଠାରୁ ଭଲ । ଗୁପଚୁପର ଏକ ନୁଆ ଭର୍ସନ ଆଣିଛନ୍ତି ଏହି ଦୋକାନୀ । ଆପଣମାନେ ତ ସାଧା ଗୁପଚୁପ ଦେଖିଥିବେ ବା ଖାଇଥିବେ କିନ୍ତୁ ଏହି ସୁନାର ଗୁପଚୁପ କଣ ଆପଣମାନେ ଖାଇଛନ୍ତି କି ?
Gg
ଗୁଜରାଟର ଅହମଦାବାଦ ଠାରେ ଜଣେ ଷ୍ଟ୍ରୀଟ ଫୁଡ୍ ସେଲର ଏହି ଗୁପଚୁପ ବିକ୍ରି କରୁଛନ୍ତି । ଏହି ଦୋକାନୀ ଜଣକ ଏବେ ଗୁପଚୁପ ବିକ୍ରି କରିବାର ତରିକା ବଦଳାଇଛନ୍ତି । ସେ ଏଭଳି ସୁନା ଗୁପଚୁପ ବିକ୍ରି କରୁଛନ୍ତି । ସେ ଗୁପଚୁପରେ ଡ୍ରାଏଫ୍ରୁଟସ୍ ଦେଇଛନ୍ତି ।
ଏହି ଗୁପଚୁପ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ସୁନାର ଥାଳିରେ ରୂପା ଆଉ ସୁନାର ଫଏଲ୍ ସହିତ ପରଷି ଦିଆ ଯାଇଥାଏ । ଏହି ଗୁପଚୂପରେ ଡ୍ରାଏଫ୍ରୁଟସ୍ ଦିଆ ଯାଇଥାଏ । ସେଥିରେ କିଛି ମହୁ ପକା ଯାଇଥାଏ । ଥଣ୍ଡା ସହ ଏହି ଗୁପଚୁପ ୬ଟି ପରଷି ଦିଆଯାଇଥାଏ ।
ଏବେ ଏହି ଗୁପଚୁପ ଇନଷ୍ଟାଗ୍ରାମରେ ଚର୍ଚ୍ଚା ହେଉଛି । ଗ୍ରାହକମାନଙ୍କୁ ପରଷି ଦେଇଥାନ୍ତି ଏହି ଗୁପଚୁପ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ପାଇପାରିବେ । ଏହି ଭିଡିଓ ବେଶ୍ ଭାଇରାଲ୍ ହେଉଛି ।