Movie prime

ଆସିଲା ବଡ ଖବର ଜେଲ ଭିତରୁ ଗୋପାଳ ଙ୍କ ଦଳ ! ଦେଖନ୍ତୁ ଆସିଲା ଏହି ନୂଆ ଖବର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଭିତରୁ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ଏଏସ୍ଆଇ ଗୋପାଳ ଦାସଙ୍କ ବିଷୟରେ।
ତେବେ ଗୋପାଳ ଦାସଙ୍କ ବିଷୟରେ କିଛି କଥା ବେଶ ଚର୍ଚ୍ଚା ହେବା ସହିତ ଭାଇରାଲ ହେବାରେ ଲାଗିଛି ଯେଉଁଠି କୁହାଯାଉଛି କି ଗୋପଳ କୁଆଡ଼େ ଜେଲ ଭିତରେ ରହି ନିର୍ବାଚନ ଲଢ଼ିବ। ତେବେ ବନ୍ଧୁଗଣ ବର୍ତ୍ତମାନ ଗୋପାଳ ଦାସଙ୍କୁ ନେଇ ଖବର ସାମ୍ନାକୁ ଆସିଛି। 
ତାହା ହେଉଛି, ଜେଲ ଭିତରେ ଥାଇ ଗୋଟେ ନୂଆ ଦଳ ଗଢି ଦଳକୁ ଓହ୍ଲାଇବ ଗୋପାଳ ଦାସ। କରିବ ରାଜନୀତି ଲଢିବ ନିର୍ବାଚନ ଗୋପାଳ ଦାସ। ଶିକ୍ଷିତ ନୂଆ ଯୁବକଙ୍କୁ ନେଇ ଗଢ଼ିବ ନୂଆ ଦଳ ଗୋପାଳ ଦାସ। ଆଉ କରିବ ରାଜନୀତି ଗୋପାଳ ଦାସ।
ଗୋପାଳର କଥା ଶୁଣି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଦଳ। ଗୋପାଳ ଦାସ କହୁଛନ୍ତି "ସେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ"। ଗୋପାଳ ଦାସ ଏବେ ରାଜନୀତିକୁ ଓହ୍ଲାଇବେ। 
ଗରୀବ ଲୋକ ଏବଂ ଯୁବକଙ୍କୁ ନେଇ ଗଢିବେ ଏକ ନୂଆ ଦଳ। ସମାଜ ସେବାର ପାଠ ପଢାଇ ଗୋପାଳ ଦାସ ସେମାନଙ୍କୁ ସଚଟ ନେତା ଭାବେ ଗଢି ତୋଳିବେ। ଯେଉଁ ମାନେ ଗରୀବ ପରିବାରରୁ ହୋଇଥିବେ ଏବଂ
ଯେଉଁ ମାନେ ଗରୀବର ଦୁଃଖ ବୁଝି ପାରୁଥିବେ ସେ କେବଳ ସେହି ମାନଙ୍କୁ ଦାୟିତ୍ଵ ଦେବେ। ଗୋପାଳ ଦାସ ନିଜ ଇଚ୍ଛାରେ ରାଜନୀତି କରିବେ ନାହିଁ। ସେ ଓଡ଼ିଶା ବାସୀଙ୍କ ଇଚ୍ଛାରେ କରିବେ ରାଜନୀତି। ଆଉ ଗଢ଼ି ତୋଳିବେ ଗୋପାଳ ସୁନାର ଓଡ଼ିଶାକୁ। 
ଗୋପାଳ ଜେଲରେ ଥାଇ ମଧ୍ୟ ସବୁ କିଛି ଜାଣିପାରୁଛି। ଗୋପାଳ ଦାସ ରାଜନୀତିକୁ ଆସନ୍ତୁ ବୋଲି ଓଡ଼ିଶା ବାସୀ ଚାହୁଁଛନ୍ତି। ଆଉ ଗୋପାଳ ଦାସ ଓଡ଼ଶା ବାସୀଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ଦେବେ ରାଜନୀତିକୁ ଆସିଲା ପରେ।
ଆଉ ମଧ୍ୟ ଗୋପାଳ ଦାସ କହିଛନ୍ତି, ଯେ ସେ ବି ଦିନେ ହେବେ ମୁଖ୍ୟମନ୍ତ୍ରୀ। ଆଉ ପୁଣିଥରେ ଆଗଭଳି ହସି ଉଠିବ ମୋ ଓଡ଼ିଶା ବୋଲି କହିଛନ୍ତି ଗୋପାଳ ଦାସ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.