Movie prime

ଦେଖ ରେ ଗୋପାଳ କେମିତି ଆଖି ଚିପି ନବ ଛାତି ରେ ଗୁଳି ମାରୁଛି, ମାନସିକ ରୋଗୀ ନା ସୁପରିକଳ୍ପିତ ଯୋଜନା

 
Special Report
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୋପାଳ ଗୁଳି କରି ହ-ତ୍ୟା କରିଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଗୋପାଳ ତାଙ୍କ ଦୁଇ ହାତରେ ବନ୍ଧୁକ କୁ ଜାବୁଡ଼ି ଧରିଥିଲେ।
ଏବଂ ନବ ଦାସ୍ ଙ୍କ ଛାତି ପାଖକୁ ନେଇ ଜୋରରେ ଗୁଳି କରି ଥିଲେ।ସେହି ସମୟର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଯେତେବେଳେ ବନ୍ଧୁକ ଧରି ଗୁଳି କରୁଥିଲେ ଗୋପାଳଙ୍କ ହାତ ର ସିର ଟାଣି ହୋଇ ଯାଉଛି।ଗୋପାଳ ମାରିବା ବେଳେ ଆଖିରେ ଏକ ପ୍ରକାର ନିଆଁ ଦାଉ ଦାଉ ହୋଇ ଜଳୁଛି ଏବଂ ଦେହର ଶୀର ପଶିରା ବାହାରି ପଡ଼ିଛି ଆଉ ମୁହଁର ମାଂସ ପେଶି ଟାଣି ହୋଇ ଯାଉଛି।
ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା ତାହା ହେଉଛି ଯେମିତି ହେଲେ ବି ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ହ-ତ୍ୟା କରିବେ।ଯେଉଁଦିନ ସର୍ବ ସମ୍ମୁଖରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ୍ ଙ୍କୁ ଗୁଳି କରି ହ-ତ୍ୟା କରିଥିଲେ ଗୋପାଳ ସେହି ଫଟୋ ଦେଖିବାକୁ ମିଳିଛି।
ପୂର୍ବତନ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ ବର୍ତ୍ତମାନ ଚୌଦ୍ଵାର ଜେଲ୍ ରେ ଅଛନ୍ତି।ତାଙ୍କର ମାନସିକ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି।କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ ବର୍ତ୍ତମାନ ଯେଉଁ ଫଟୋ
ଦେଖିବାକୁ ମିଳିଛି ତାହା ଏବେ ଏବେ ଭାଇରାଲ ହେବାରେ ଲାଗିଛି।କାରଣ ଅନେକ କହିଥିଲେ ଯେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୋପାଳ ହ-ତ୍ୟା କରିଛନ୍ତି ନାହିଁ ତାହାର କିଛି ପ୍ରମାଣ ନାହିଁ।ବର୍ତ୍ତମାନ ତାହା ଦେଖିବାକୁ ମିଳିଛି।
ବହୁତ ପାଖରୁ ନବ ଦାସ୍ ଙ୍କୁ ଗୋପାଳ ଗୁଳି କରି ହ-ତ୍ୟା କରିଥିଲେ।ଫଟୋ କୁ ଦେଖିଲେ ଲାଗୁଛି ଯେମିତି ଗୋପାଳ ଅନେକ ଦିନରୁ ପ୍ରତିଶୋଧ ନେବାପାଇଁ ଚାହିଁ ବସିଥିଲେ।
ସେତେବେଳେ ଅନେକ ଲୋକମାନେ ସେଠାରେ ଉପସ୍ଥିତ ଥିଲେ।ଏବଂ ବହୁତ ଗହଳି ହୋଇଥିଲା।ସେହି ସମୟରେ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ ନବ କିଶୋର ଦାସ୍ ଙ୍କୁ ଗୁଳି କରି ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.