Movie prime

କ୍ୟାନ୍ସର ଅଟକାଇ ପାରିଲାନି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭକ୍ତି ଦେଖନ୍ତୁ ଗୋଟିଏ ଗୋଡରେ ଅଯୋଧ୍ୟା ଯାତ୍ରା - Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
Special Report
ଏବେ ଏହି ଖବର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି ଜଣେ ବ୍ୟକ୍ତି ଯାହାଙ୍କର ଗୋଟିଏ ଗୋଡ ନାହିଁ କିନ୍ତୁ ସେ ସେହି ଗୋଟିଏ ଗୋଡ଼ରେ ସାଇକେଲ ଚଲାଇ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ସ୍ଥାନକୁ ଯାଉଛନ୍ତି । 
ଏହି ବ୍ୟକ୍ତି ଜଣଙ୍କର କର୍କଟ ରୋଗ ହୋଇଥିଲା ଆଉ ଏହି ରୋଗ କାରଣରୁ ତାଙ୍କର ଗୋଟିଏ ଗୋଡ କଟା ଯାଇଥିଲା । କର୍କଟ ରୋଗରେ ଗୋଟିଏ ଗୋଡ ନଥିଲା ଆଉ ଏହି ବ୍ୟକ୍ତି ଜଣକ ଗୋଟିଏ ଗୋଡ଼ରେ ବାହାରିଛନ୍ତି ଅଯୋଧ୍ୟା ।
Special Report
ତାଙ୍କର ଗୋଟିଏ ଗୋଡ଼ ନାହିଁ କିନ୍ତୁ ମନରେ ରହିଛି ଅପାର ଭକ୍ତି । ଭକ୍ତି ଏମିତି ଯେ ତାଙ୍କୁ କର୍କଟ ରୋଗ ମଧ୍ୟ ଅଟକେଇ ପାରିଲା ନାହିଁ । ଏହି ବ୍ୟକ୍ତି ଜଣଙ୍କର ଗୋଡ଼ ସିନା ଡାକ୍ତର ବାବୁ କାଟି ଦେଇଥିଲେ । କିନ୍ତୁ ତାଙ୍କର ଭକ୍ତି କମି ନାହିଁ । 
ଏହି ବ୍ୟକ୍ତି ଜଣଙ୍କର ଭକ୍ତି ଛୋଟ ବେଳୁ ଅଛି । ସେ ପ୍ରଭୁ ରାମଚନ୍ଦ୍ରଙ୍କୁ ଅନେକ ଭଲ ପାଆନ୍ତି ଆଉ ତାଙ୍କୁ ଅନେକ ଭକ୍ତି କରନ୍ତି । ସେଥିପାଇଁ ତାଙ୍କର ଗୋଟିଏ ଗୋଡ କଟି ଯାଇଥିଲେ ମଧ୍ୟ ସେ ଗୋଟିଏ ଗୋଡରେ ସାଇକେଲ ଚଲାଇ କଲିକତାରୁ ଅଯୋଧ୍ୟା ଯାଉଛନ୍ତି ।
Special Report
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । 
ଏହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଭୁ ରାମଙ୍କ ପ୍ରେମରେ ମଗ୍ନ ଥିବା ସୌମି ହଉଟାଲ । ତାଙ୍କର ମନ ପ୍ରାଣ ସବୁ ରାମ ରାମ । କ୍ୟାନସର କାରଣରୁ ୨୦୨୨ ମସିହାରେ ତାଙ୍କର ଗୋଟିଏ ଗୋଡ଼ କଟା ଯାଇଥିଲା ।
ଯାହାପରେ ସେ ବାମ ଗୋଡ଼ ଉପରେ ଭରସା କରି ସବୁ କାମ କରୁଛନ୍ତି । ସେ ଗୋଟିଏ ଗୋଡରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଯାଉଛନ୍ତି । ସେ ପରିବେଶ ରୋକିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସାଇକେଲ ଚଲାଉଛନ୍ତି ବୋଲି କହିଛନ୍ତି ।