Movie prime

ଏହି ସବୁ କ୍ଷେତ୍ରରେ ଆସିବ ସରକାରୀ ନିଯୁକ୍ତି ଦେଖନ୍ତୁ ଯୋଗ୍ୟତା ଅନୁସାରେ ମିଳିବ ଚାକିରି

 
Special report
ଏପ୍ରିଲ ମାସରେ ୫ ଟି ବହୁତ ବଡ଼ ନିଯୁକ୍ତି ଆସିଅଛି। ଯଦି ଆପଣମାନେ ଦଶମ,ଯୁକ୍ତ ଦୁଇ,ଯୁକ୍ତ ତିନି ପାସ କରିଥିବେ ତେବେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।
ଏଥିରେ ୧୧୬୯୯ ଟି ପୋଷ୍ଟ ପାଇଁ ନିଯୁକ୍ତି ଆସିଛି।ଏଥିରେ ଓଡ଼ିଶାରେ ପ୍ରତି ଜିଲ୍ଲା ଆଉ ବ୍ଲକ ପାଇଁ ପୋଷ୍ଟ ରହିବ।
(୧)ଲେବର ଅଫିସ ତରଫରୁ ଆସିଛି।ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।ଉଭୟ ପୁରୁଷ ଓ ମହିଳା ମାନେ ମଧ୍ୟ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।
ଏଥିପାଇଁ ମାସିକ ଦରମା ୨୫,୫୦୦ ଟଙ୍କା ଠାରୁ ଆରମ୍ଭ କରି ୬୯୦୦୦ ପର୍ଯ୍ୟନ୍ତ ମିଳିବ।ଏଥିରେ ମୋଟ ୨୮୦୦ ରୁ ଅଧିକ ପୋଷ୍ଟ ରହିଛି।ଏଥିରେ ସୋସିଆଲ ସିକ୍ୟୁରୁଟି ଅଫିସର ଆଉ ଷ୍ଟେନୋ ଗ୍ରାଫର ପୋଷ୍ଟ ରହିଛି।ଏଥିପାଇଁ ଯୁକ୍ତ ଦୁଇ ଆଉ ଯୁକ୍ତ ତିନି ପାସ ହୋଇଥିବା ଆବଶ୍ୟକ।
(୨)ଓଡ଼ିଶା ଆର୍ ଟି ଓ ଅଫିସ ତରଫରୁ ଆସିଛି।ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।ଉଭୟ ପୁରୁଷ ଓ ମହିଳା ମାନେ ମଧ୍ୟ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।
ଏଥିପାଇଁ ମାସିକ ଦରମା ୨୨,୯୦୦ ଟଙ୍କା ଠାରୁ ଆରମ୍ଭ କରି ୩୯,୮୦୦ ପର୍ଯ୍ୟନ୍ତ ମିଳିବ।ଏଥିରେ ଆସିଷ୍ଟାଣ୍ଟ ଆର୍ ଟି ଓ,ଜୁନିୟର ଆସିଷ୍ଟାଣ୍ଟ ଆର୍ ଟି ଓ,ଜୁନିୟର ଆର୍ ଟି ଓ ଏସ ଟି ଏ ଏବଂ ଜୁନିୟର ଆସିଷ୍ଟାଣ୍ଟ ଏମ ଭି ଏ ପାଇଁ ପୋଷ୍ଟ ରହିଛି।ଏଥିପାଇଁ ଯୁକ୍ତ ଦୁଇ ଆଉ ଯୁକ୍ତ ତିନି ପାସ ହୋଇଥିବା ଆବଶ୍ୟକ।
(୩)ବ୍ଲକ ଅଫିସ ତରଫରୁ ଆସିଛି।ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।ଏଥିପାଇଁ ମାସିକ ଦରମା ୨୫,୧୭୦ ଟଙ୍କା ମିଳିବ।ଏଥିପାଇଁ କୌଣସି ପରୀକ୍ଷା ହେବ ନାହିଁ।ଏଥିରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ପୋଷ୍ଟ ରହିଛି।
(୪) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ ଆସିଛି।ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।ଏଥିପାଇଁ ମାସିକ ଦରମା ୨୦୦୦୦ ଟଙ୍କା ଠାରୁ ଆରମ୍ଭ କରି ୨୫୦୦୦ ପର୍ଯ୍ୟନ୍ତ ମିଳିବ।
ନିଜ ନିଜ ବ୍ଲକ ରେ ଥିବା ଯେ କୌଣସି ବି ଗୋଟିଏ ଆଦର୍ଶ ବିଦ୍ୟାଳୟ ରେ ରହିବ।ଏଥିରେ ୱାର୍ଡନ, ଟିଚର୍, ସ୍ଵିପର,କୁକ୍,ଆସିଷ୍ଟାଣ୍ଟ ଆଉ ହେଲ୍ପର ପାଇଁ ପୋଷ୍ଟ ରହିଛି।ଦଶମ ପିଲାମାନେ ଏହି ପୋଷ୍ଟ ଆବେଦନ କରିପାରିବେ।
(୫)ଓଡ଼ିଶା କଲେକ୍ଟର ଅଫିସ ତରଫରୁ ଆସିଛି।ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।ଏଥିପାଇଁ ମାସିକ ଦରମା ୧୧୦୦୦ ଟଙ୍କା ଠାରୁ ଆରମ୍ଭ କରି ୨୦୦୦୦ ପର୍ଯ୍ୟନ୍ତ ମିଳିବ।
ଏଥିରେ ହେଲ୍ପର, ମାଟ୍ରନ,ହାଉସ କିପର,କୁକ,ପିଅନ ଏବଂ ହାଉସ ଫାଦର୍ ପାଇଁ ପୋଷ୍ଟ ରହିଛି।ଏଥିରେ ଯଦି ଦଶମ,ଯୁକ୍ତ ଦୁଇ,ଯୁକ୍ତ ତିନି ପାସ କରିଥିବେ ତେବେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.