Movie prime

ମାଳିକା ଗୁମ୍ଫାରେ ମିଳିଲା ପ୍ରମାଣ ଦେଖନ୍ତୁ କେମିତି ଭାବେ ରହିଛି ଉଲ୍ଲେଖ ଏମିତି ହେବ ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ କଳକି ଲୀଳା ପୁସ୍ତକର ରଚୟତା ପୁଲିନ ବିର୍ ପଣ୍ଡା ଏକ ସାକ୍ଷାତକାରରେ ନଜର ଆସିଛନ୍ତି। ସେ ସୁଡ଼ଙ୍ଗ ବିଷୟରେ କହିଛନ୍ତି। କପିଳାସରୁ ଏକ ସୁଡ଼ଙ୍ଗ ଯାଇଛି ନୀଳଗିରି ପର୍ଯ୍ୟନ୍ତ।
Special report
ଛତିଆ ଏବଂ ଅନେକ ସବୁ ଜାଗା ମାନଙ୍କରେ ସୁଡ଼ଙ୍ଗ ରହିଛି। ଛତିଆରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ସୁଡ଼ଙ୍ଗ ରହିଛି। ରତ୍ନଗିରିରୁ ସୁଡ଼ଙ୍ଗ ରହିଛି ଗିରିଧାରୀ କୋର୍ଟକୁ ଏବଂ ଗିରିଧାରୀ କୋର୍ଟରୁ ସୁଡ଼ଙ୍ଗ ରହିଛି ମା ବିରଜା ମନ୍ଦିର ପର୍ଯ୍ୟନ୍ତ। 
ଯେତେବେଳେ ସମୁଦ୍ର ମାଡ଼ି ଆସିବ ସେତେବେଳେ ଗାଁ ଲୋକ ମାନେ ପାହାଡକୁ ଚଢ଼ି ସୁରକ୍ଷିତ ଭାବରେ ମାସ ମାସ ଧରି ରହିପାରିବେ। ଯେତେବେଳେ ଭକ୍ତ ମାନଙ୍କୁ ବିପଦ ପଡ଼ିବ ଆଦିବାଶକ୍ତି ଭକ୍ତ ମାନଙ୍କୁ ନେଇ ସୁଡ଼ଙ୍ଗ ଭିତରେ ରଖିବେ।
ଯେଉଁଠି ଗାଦୀ ମନ୍ଦିର ରହିଛି ସେହି ଠାରେ ଗୁମ୍ଫା ରହିଛି। ଆଉ ସେହି ଗୁମ୍ଫାରେ ଲୋକ ମାନେ ହନୁମାନଙ୍କୁ ଦେଖିଛନ୍ତି। ଏବଂ ବିଭିନ୍ନ ଗୁମ୍ଫାକୁ ବିଭିନ୍ନ ସୈନ ମାନେ ଜଗିକି ରହିଛନ୍ତି। 
Special report
ଆଉ ଗୁମ୍ଫାରେ ଯେଉଁ ସରୀସୃପ ମାନେ ଅଛନ୍ତି ସେମାନେ କାହାର କିଛି କ୍ଷତି କରିବେ ନାହିଁ। ଆଦିଆଶକ୍ତି ଭକ୍ତ ମାନଙ୍କ ଆଖିରେ ଗୋଟିଏ ଲେପ ଦେବେ ଯାହା ଫଳରେ ଭକ୍ତ ମାନେ ଅନ୍ଧାର ଗୁମ୍ଫା ଭିତରେ ସବୁ ଦେଖି ପାରିବେ।
ଏବଂ ଆଦିଆ ମା ଗୁମ୍ଫା ଭିତରେ ଥିବା ଭକ୍ତ ମାନଙ୍କୁ ଖାଇବା ପାଇଁ ସିଦ୍ଧଅନ୍ନ ଦେବେ। ସେହି ସିଦ୍ଧଅନ୍ନରୁ ଗୋଟିଏ ଅନ୍ନ ଭକ୍ତ ମାନେ ଖାଇଲେ ସେମାନଙ୍କୁ ଆଉ ଭୋକ ହେବ ନାହିଁ। 
ରତ୍ନଗିରି, ଉଦୟଗିରି, ଲଳିତଗିରି ସେଠାରେ ମଧ୍ୟ ଅନେକ ସଂଖ୍ୟାରେ ସୁଡ଼ଙ୍ଗ ରହିଛି। ଅଳାଶୁଣିରେ ମଧ୍ୟ ଅନେକ କିଛି ସୁଡ଼ଙ୍ଗ ରହିଛି। ମଣିନାଗ ଗୁମ୍ଫା ଭିତରେ ୭୫୨ଟି ଆହୁରି ଗୁମ୍ଫା ରହିଛି। ସେଠିକାର ସ୍ଥାନୀୟ ଲୋକ ମାନେ ଖୋଜିକି ପାଇଛନ୍ତି ୫୦ଟି ଗୁମ୍ଫା।
ଖଣ୍ଡଗିରିରେ ମଧ୍ୟ ଗୁମ୍ଫା ଏବଂ ସୁଡ଼ଙ୍ଗ ରହିଛି। ଯାଜପୁରରେ ଗାଙ୍ଗି ପୀଠ ରହିଛି ଅଳାସୁଣି ପାଖରେ ସେଠାରେ ମଧ୍ୟ ଏକ ଗୁମ୍ଫା ଏବଂ ସୁଡ଼ଙ୍ଗ ରହିଛି, ସେହିଠାରୁ ଅନେକ ଲୋକ ନାମସଂକୀର୍ତ୍ତନ ଶୁଣିବାକୁ ପାଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.