Movie prime

Gutka ଖାଇ ଖାଇ ଅଜୟ ଏବେ ଏମିତି ଅବସ୍ଥା ରେ !! ଦେଖନ୍ତୁ ପୁରା ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆମ ଦେଶରେ ତମାଖୁ ସେବନର ମାତ୍ରା କେତେ ବଢ଼ିବାରେ ଲାଗିଛି। ଲୋକମାନେ ମଧ୍ଯ ଦିନକୁ ଦିନ ଅତ୍ୟଧିକ ତମାଖୁ ସେବନ କରୁଛନ୍ତି
ଏହା ଦ୍ୱାରା ସେମାନେ କର୍କଟ ଭଳି ମାରାତ୍ମକ ରୋଗରେ ମଧ୍ୟ ପୀଡ଼ିତ ହେଉଛନ୍ତି। ହେଲେ ଏଥି ପ୍ରତି ତାଙ୍କର ତିଳେ ହେଲେ ମଧ୍ୟ ଭୟ ନାହିଁ। ଆମେ ଏବେ ଆପଣଙ୍କୁ ଲୋକ ମାନେ କରୁଥିବା ତମାଖୁ ସେବନ ସମ୍ପର୍କରେ କହିବାକୁ ଯାଉଛୁ।
Special Report
ଏବେ ଭାରତର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଭାରତରେ ଏବେ ୨୭ କୋଟି ରୁ ଅଧିକ ଲୋକ ତମାଖୁ ସେବନ କରୁଛନ୍ତି। ଆଉ ଯଦି ସେମାନେ ଏଭଳି ଭାବରେ ତମାଖୁ ସେବନ କରିବେ ତେବେ ଭାରତରେ ତମାଖୁ ପାନ ମସଲା ର ବାବସାୟ ମଧ୍ଯ ବଢିଯିବ।
ଯାହାକି ଏବେ ୪୨ ହଜାର କୋଟି ଟଙ୍କା ଅଛି ତାହା ପ୍ରାୟତଃ ୨୦୨୭ ମସିହା ବେଳକୁ ବଢ଼ି ଯାଇ ୫୩ ହଜାର କୋଟି ଟଙ୍କାରେ ପହଞ୍ଚି ଯିବ। ଏବଂ ଏହାଠାରୁ ମଧ୍ଯ ଅଧିକ ହୋଇ ପରେ।
Special report
ତେବେ ଆପଣ ମାନେ ଜାଣିଥିବେ କି ଏହି ତମାଖୁ ଓ ପାନ ମସଲା ପ୍ରସ୍ତୁତ କରୁଥିବା କମ୍ପାନୀ ମାନେ ବଡ଼ ବଡ଼ ଷ୍ଟାର ମାନଙ୍କୁ କୁ ନେଇ ବିଜ୍ଞାପନ କରୁଛନ୍ତି। ଯେପରି କି ତାଙ୍କର ତମାଖୁ ବା ପାନ ମସଲା ପ୍ରତି ଲୋକ ମାନେ ଆକୃଷ୍ଟ ହୋଇ ତାହାକୁ କିଣିବେ ।
ଏଥିରେ ଅଜୟ ଦେବଗନ୍ , ଶାହାରୁକ ଖାନ୍ ଆଉ ଅକ୍ଷୟ କୁମାର ଭଳି ବଡ଼ ବଡ଼ କଳାକାର ମାନେ ଏହି ବିଜ୍ଞାପନ ରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ମାନେ ଏଥିପାଇଁ କ୍ରୋଧିତ ମଧ୍ୟ ହୋଇଥିଲେ।
Special Report
ଏହାପରେ ଅକ୍ଷୟ କୁମାର ଏହି ବିଜ୍ଞାପନ କରିବେ ନାହିଁ ବୋଲି ମନା କରିବା ସହ ସେ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗି ଥିଲେ। ଏଭଳି ଅନେକ ଅଭିନେତା ମଧ୍ଯ ଅଛନ୍ତି ଯେଉଁ ମାନେ କି ଏହି ତମାଖୁ ବିଜ୍ଞାପନ କରିଛନ୍ତି
ଆଉ ଏଥିପାଇଁ ପରେ ଏଥିପାଇଁ କ୍ଷମା ମଧ୍ଯ ମାଗି ଛନ୍ତି। ଆଉ ଏହି ପାନ ମସଲା କମ୍ପାନୀ ଗୁଡ଼ିକ ମଧ୍ୟ ତାଙ୍କର ବ୍ରାଣ୍ଡ ପାଇଁ ବଡ଼ ବଡ଼ ତାରକା ମାନଙ୍କୁ ଏହାର ବିଜ୍ଞାପନ କରିବାକୁ ବାଛି ଥାଆନ୍ତି ଯାହା ଦ୍ୱାରା କି ତାଙ୍କର ବ୍ୟବସାୟ ଭଲ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.