Movie prime

ରାଗ ରେ ନିଆଁ ହୋଇଗଲେ କୋଷଲ କବି ହଳଧର ନାଗ ! ତମେ ଗୁଡ଼ା ଯଦି ଆମ ପଶ୍ଚିମ ଓଡ଼ିଶା ଲୋକ ଙ୍କୁ ବ୍ୟାନ କରୁଚ ଆମେ ବି ତମ ଓଲିଉଡ କୁ ବୟକଟ କରିବୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏବେ ମନୋଜ୍ ମିଶ୍ର ଙ୍କ ସମ୍ପର୍କରେ ଅନେକ କଥା ପ୍ରସାରିତ ହେବାରେ ଲାଗିଛି। ଗୋଟେ ପକ୍ଷରେ କହିବାକୁ ଗଲେ ଓଡ଼ିଶା ଏବେ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି।
Special report
କାରଣ ଏବେ ସମ୍ବଲପୁରୀ ଲୋକମାନେ ଓଡିଆ ସିନେମା କୁ ବିରୋଧ କରିବାକୁ ଲାଗିଲେଣି। ସେମାନେ କହିଲେଣି କି ଆଉ ସେମାନେ ଓଡିଆ ଫିଲ୍ମ୍ ଦେଖିବେ ନାହିଁ। ଏକଥା ଫିଲ୍ମ୍ ରାମ୍ ଓ ମାଇଣ୍ଡ ଗେମ୍ ର ବିବାଦରୁ ହିଁ ଉପୁଜିଛି।
ସମ୍ବଲପୁର ର ଜଣେ ବରିଷ୍ଠ ବ୍ୟକ୍ତି ମଧ୍ୟ ଏହା କହିଛନ୍ତି କି ସମ୍ବଲପୁରୀ ଫିଲ୍ମ୍ କୁ ବଏ କଟ କରି ଦିଆ ଯାଉଛି। ତେବେ ଓଡିଆ ଫିଲ୍ମ କୁ ମଧ୍ଯ ସେମାନେ ବଏ କଟ କରିଦେବେ। ସେ କହିଛନ୍ତି କି ନରସିଂହ ମିଶ୍ର ସଂପୂର୍ଣ୍ଣ ଭାବରେ ଯୁକ୍ତିଯୁକ୍ତ କଥା କହିଛନ୍ତି।
ଆଉ କହିଥିଲେ କି ସେମାନେ ଯେମିତି ବ୍ଯବହାର ଦେଖାଉଛନ୍ତି ଆମେ ମଧ୍ୟ ସେଭଳି ଭାବରେ ହିଁ ଆମ ବ୍ଯବହାର ଦେଖାଇବୁ ବୋଲି। ସେ କହିଥିଲେ ତାଙ୍କର ଜୀବନୀ ଉପରେ ମଧ୍ୟ ଫିଲ୍ମ ହେବା ପାଇଁ ଆସିଥିଲା।
Special report
ଆଉ ସେ ସେହି ଏଗ୍ରିମେଣ୍ଟ ଉପରେ ମଧ୍ଯ ସାଇନ୍ କରି ଦେଇଥିଲେ। ଆଉ ତାଙ୍କର ଜୀବନୀ ଉପରେ ହେବକୁ ଯାଉଥିବା ଫିଲ୍ମ୍ ରେ ହିଁ ମନୋଜ୍ ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିବେ।
ଆଉ ସେ ମନୋଜ୍ ମିଶ୍ର ଙ୍କ ସହ କରିଥିବା ସେହି ଏଗ୍ରୀମେଣ୍ଟ ପେପର ମଧ୍ୟ ସମସ୍ତଙ୍କୁ ଦେଖାଇ ଥିଲେ। ଆଉ ଖୁବ୍ ଶୀଘ୍ର ମଧ୍ୟ ଏହି ଫିଲ୍ମ୍ ଆସିବାକୁ ଯାଉଛି। କାରଣ ଏହି ଫିଲ୍ମ୍ ପାଇଁ ଏଗ୍ରିମେଣ୍ଟ ମଧ୍ୟ ସାଇନ୍ ସରି ସାରିଛି।
ତେବେ ମନୋଜ୍ ମିଶ୍ର ଙ୍କ ବିବାଦ ପର ଠାରୁ ହିଁ ଏଭଳି ଅନେକ ବିବାଦ ଉପୁଜିବାରେ ଲାଗିଛି। ଓଡ଼ିଶା ହେଉଛି ଏକ ସ୍ବତନ୍ତ୍ର ରାଷ୍ଟ୍ର ଆମେ ସମସ୍ତେ ଏକ। ଏହି ଭାବନାକୁ ଆମ ମନ ଭିତରେ ରଖିବାକୁ ହେବ।
କାହିଁକି ନା ଯଦି ଆମ ମନ ଭିତରେ ଅଲଗା ଭାବନା ଆସେ ତେବେ ଏକତା ଭିତରେ ମଧ୍ଯ ଭିନ୍ନତା ଆସିଯିବ। ତେବେ ଏହି ଘଟଣାକୁ ନେଇ ଆପଣ ମାନେ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.