Movie prime

ହନୁମାନଙ୍କୁ ମୁଣ୍ଡିଆ ମାରି ବାଛନ୍ତୁ ଗୋଟିଏ ନମ୍ବର ଆଉ ପାଆନ୍ତୁ ଆପଣଙ୍କ ପ୍ରଶ୍ନର ସଠିକ୍ ଉତ୍ତର

 
Special report
ବନ୍ଧୁଗଣ ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଇଥାଏ। କାରଣ ପ୍ରଭୁ ସଙ୍କଟ ମୋଚନ ତାଙ୍କ ଭକ୍ତ ମାନଙ୍କୁ ସବୁ ପକାର ସଙ୍କଟରୁ ରକ୍ଷା କରିଥାନ୍ତି। ପ୍ରଭୁ ହନୁମାନଙ୍କର ଗଦା ଅସ୍ତ୍ର ହୋଇଥାଏ। ଏଥିସହ ମଙ୍ଗଳବାର ଓ ଶନିବାର ଏହି ଦୁଇ ବାର ପ୍ରଭୁଙ୍କର ପ୍ରିୟ ବାର ହୋଇଥାଏ।
Special report
ସବୁ ହିନ୍ଦୁଙ୍କ ଘରେ ପ୍ରଭୁ ହନୁମାନଙ୍କ ପୂଜା ପାଠ ସହ ତାଙ୍କର ହନୁମାନ ଚାଳିଶା ପାଠ କରାଯାଇଥାଏ। ବିଶେଷ କରି ମଙ୍ଗଳବାର ଦିନଟିକୁ ପ୍ରଭୁ ହନୁମାନଙ୍କର ପୂଜା ପାଠ କରିବାର ସର୍ବଶ୍ରେଷ୍ଠ ଦିନ ବୋଲି ମାନା ଯାଇଥାଏ।
ତେବେ ବନ୍ଧୁଗଣ ବାଛନ୍ତୁ ନିଜ ପସନ୍ଦର ଗୋଟିଏ ନମ୍ବର ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ଲୁଚି ରହିଥିବା ଗୁପ୍ତ କଥା ମାନ ବିଷୟରେ।
ନମ୍ବର ୧ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଜୀବନ ବହୁତ କିଛି କରିବାର ଇଛା ରହିଛି ସେ ସବୁ ଇଚ୍ଛା ପୂରଣ ହେବାକୁ ଯାଉଛି। ଜୀବନରେ ବହୁତ ଶାନ୍ତିରେ ରହିବେ। କୌଣସି ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ଠିକ ହୋଇଯିବ।
ନମ୍ବର ୨ ଏହି ନମ୍ବରର ଏହା ଦର୍ଶାଉଛି କି ଆପଣଙ୍କ ଜୀବନ ଏବେ ପରିବର୍ତ୍ତନର ରୁପ ନେଉଛି। ଶୀଘ୍ର ହିଁ ଆପଣଙ୍କ ଜୀବନରେ ସକରାତ୍ମକତା ପରିବର୍ତ୍ତନ ଆସିବାକୁ ଯାଉଛି। ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିବ ଯାହାକୁ କେବଳ ଆପଣ ହିଁ ଅନୁଭବ କରିପାରିବେ।
Special
ନମ୍ବର ୩ ଯେଉଁ ମାନେ ତୃତୀୟ ନମ୍ବରକୁ ବାଛିଛନ୍ତି ଏହି ନମ୍ବରଟି ଆପଣଙ୍କ ବିଷୟରେ କହୁଛି କି ଆପଣ ବହୁତ ଅଧିକ ଆଶାବାଦୀ ପ୍ରକୃତିର ବ୍ୟକ୍ତି ଅଟନ୍ତି। ଆପଣଙ୍କ ଭବିଷ୍ୟ ଯେତେ ଉଜ୍ଜଳ ହୋଇପାରେ ତାହା ଅବଶ୍ୟ ହିଁ ହେବ ଆପଣ ଅନ୍ୟମାନଙ୍କ ଦୁଃଖ ଏବଂ ଭାବନାକୁ ଯେତେ ଅଧିକ ବୁଝିପାରିବେ ଆପଣଙ୍କୁ ସେତେ ଅଧିକ ଲାଭ ପ୍ରାପ୍ତ ହେବ।
ନମ୍ବର ୪ ଏହି ନମ୍ବରଟିକୁ ବାଛିବାର ଅର୍ଥ ଏହା ଅଟେ କି ଆପଣଙ୍କ ଏବେ ଯେଉଁ ସମୟ ଚାଲୁଅଛି ତାହା ପୁରୁଣା ଜିନିଷ ପୁରୁଣା ସମ୍ବଦ ଏବଂ ପୁରୁଣା ଜୀବନ ଶୈଳୀରୁ ଅଳ୍ପ ବ୍ରେକ ନେବାର ଅଛି। ଆପଣଙ୍କୁ ନୂଆ ଜୀବନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଏବଂ ପୁରୁଣା କଥାକୁ ଭୁଲି ଆଗକୁ ଯିବା ପାଇଁ ଚେଷ୍ଟା କରିବା ପାଇଁ ପଡ଼ିବ।
ନମ୍ବର ୫ ଯଦି ଆପଣ ବାଛିଛନ୍ତି ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ମୃତ ପୂର୍ବଜ କିମ୍ବା ଆପଣଙ୍କ ମୃତ ସମ୍ପର୍କୀୟ ଆପଣଙ୍କ ପାଖକୁ କିଛି ବିଶେଷ ଚେତନା ଦେବାକୁ ପ୍ରୟାସ କରୁଛନ୍ତି। ଆପଣଙ୍କୁ ଏପରି କିଛି ଭାବନାକୁ ବୁଝିବା ଏବଂ ଜାଣିବାର ଆବଶ୍ୟକତା ରହିଛି।
Special report
ନମ୍ବର ୬ ଏହି ନମ୍ବରଟିକୁ ବାଛିବାର ଅର୍ଥ ଏହା ଅଟେ କି ଆପଣଙ୍କ ଭିତରେ ଥିବା ଏକ ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁଅଛି ଯାହାକୁ ସର୍ବଦା ମଜା ମସ୍ତି କରିବାର ସବୁଠୁ ଅଧିକ ଆଗ୍ରହ ଅଟେ। ଆପଣଙ୍କୁ ନୂଆ ନୂଆ ଅନୁଭବ ପାଇବା ଏବଂ ସେଥିପାଇଁ ପ୍ରୟାସ କରିବା ଆବଶ୍ୟକ। ଏବଂ ଯାହାବି ହେଉ ନୂଆ ନୂଆ ମିତ୍ର କରିବାରେ ତତ୍ପର ରହିଥାଆନ୍ତି।
୭ ନମ୍ବର ଟିକୁ ଚୟନ କରିଛନ୍ତି ତେବେ ଜୀବନରେ କୌଣସି ବି କାର୍ଯ୍ୟ କରୁଛନ୍ତି ତ ଭାବୁଛନ୍ତି ଯେ ଏ କାର୍ଯ୍ୟ କରିପାରିବେ ତ, କିନ୍ତୁ ବହୁତ ସାହସ ଆସିବା ଆପଣଙ୍କ ଭିତରେ ଯେ କାର୍ଯ୍ୟରେ ସଫଳ ହେବେ।
ନିଜ ମନକୁ ସ୍ତିର ରଖୀ କାର୍ଯ୍ୟ କାଲେ ସବୁଥିରେ ସଫଳ ହେବେ। କୌଣସି କାର୍ଯ୍ୟରେ ଧୀରେ ଧୀରେ ସଫଳ ହେବେ। କୌଣସି କାର୍ଯ୍ୟରେ କିଛି ବହୁତ ସତର୍କର ସହ କରିବାକୁ ହେବ କିନ୍ତୁ ସଫଳ ହେବେ।
ଯଦି ଆପଣ ୮ ନମ୍ବଏ ଟିକୁ ଚୟନ କରିଛନ୍ତି ତେବେ ଜୀବନରେ ବହୁତ ପରିବର୍ତ୍ତନ ଆସିବ। ନୂଆ ନୂଆ କାର୍ଯ୍ୟ ଆରମ୍ଭ କରିବେ। କୌଣସି ନିସ୍ପତି ନେବାକୁ ପୂର୍ବରୁ ଚାହୁଥିଲେ କିନ୍ତୁ ନେଇ ପାରୁନଥିଲେ ତ ବହୁତ ଶୀଘ୍ର ନିସ୍ପତି ନେଇଯିବେ। କୌଣସି ସମସ୍ଯା ଥିଲେ ମଧ୍ୟ ତାହା ଦୂର ହେବ। ଯାହା କାର୍ଯ୍ୟ କରିବାକୁ ଚାହୁଛନ୍ତି ତାହା କରନ୍ତୁ ମନରେ କୌଣସି କିନ୍ତୁ ରଖନ୍ତୁ ନାହିଁ।
ଯଦି ଆପଣ ୯ ନମ୍ବର ଟିକୁ ଚୟନ କରିଛନ୍ତି ତେବେ କୌଣସି ଭୁଲ କାମରେ ଫସିଯାଇଛନ୍ତି ବାହାରି ପାରୁନାହାନ୍ତି। କିନ୍ତୁ ଏହି ସମୟରେ ସବୁ ଠିକ ହୋଇଯିବ। ସବୁ ସମସ୍ୟାରୁ ମୁକ୍ତି ମିଳିବ।
ଏହି ସମୟରେ ବହୁତ ଭଲ ରହିବା ଜୀବନ ସାଥିଙ୍କ ସହମତି ରହିବ। ଯାହା କରିବେ ସେଥିରେ ସଫଳ ହେବେ। ସବୁବେଳେ ଭାବନ୍ତି ଜୀବନରେ କେବେ ପରିବର୍ତ୍ତନ ଆସିବ। କିନ୍ତୁ ଠିକ ସମୟରେ ଜୀବନରେ ପରିବର୍ତ୍ତନ ଆସିବ।