Movie prime

କେବଳ ହସପାଇଁ ଚାଲିଗଲା ଜୀବନ ଦେଖନ୍ତୁ ବିଶ୍ୱାସ ନହେଲେ ବି ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଖବର ପାଇପାରିବେ । ବାହାଘର ପୂର୍ବରୁ ଲୋକମାନେ ଅନେକ କିଛି କଥା ଭାବୁଥାନ୍ତି ।
Special report
ଆଉ ଅନେକ ଲୋକ ଅନେକ ପରିବର୍ତ୍ତନ କରିଥାନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ବ୍ୟକ୍ତି ବିବାହ ପୂର୍ବରୁ ନିଜକୁ ସୁନ୍ଦର କରୁଥିଲେ ।
ବ୍ୟକ୍ତି ଜଣକ ନିଜ ହସକୁ ଆହୁରି ସୁନ୍ଦର କରିବା ପାଇଁ ଭାବିଥିଲେ । ଆଉ ସେ ମେଡିକାଲ ଯାଇଥିଲେ । ଆଉ ଶେଷରେ ଚାଲିଗଲା ତାଙ୍କର ଜୀବନ । କନ୍ୟାକୁ ବର କହିଥିଲା କି ତାର ହସ ବଦଳି ଯିବ । ଡାକ୍ତର ମଧ୍ୟ କହିଥିଲେ କି ତାଙ୍କର ହସ ସୁନ୍ଦର ହେବ ।
Special report
ଆଉ ଏଥିପାଇଁ ଅପରେସନ ବି କରାଗଲା । ଆଉ ଇଞ୍ଜେକସନ ଦିଆଯାଇଥିଲା କିନ୍ତୁ ମେଡିକାଲ ବେଡ଼ରେ ଘଟିଗଲା ଅଘଟଣ । ବରର ଜୀବନ ଚାଲିଗଲା ଆଉ ଏବେ ସେ ସବୁଦିନ ପାଇଁ ଆଖି ବୁଜି ଦେଲା ।
ମାର୍ଚ୍ଚ ମାସରେ ବିବାହ ହେବାକୁ ଥିଲା । ବର ଆଉ କନ୍ୟା ବିବାହ କରିବା ପୂର୍ବରୁ ଫୋନରେ କଥା ହେଉଥିଲେ । ଆଉ କଥା ହେବା ବେଳେ ବର କନ୍ୟାକୁ କହିଥିଲେ କି ବିବାହ ପୂର୍ବରୁ ତାଙ୍କର ହସ ଆଉ ଦାନ୍ତ ବହୁତ ସୁନ୍ଦର ହୋଇଯିବ ଆଉ ଏହା ନୂଆ ରୂପ ହୋଇଯିବ ।
Special report
ଡାକ୍ତର କହିଥିଲେ ସେ ଯେଭଳି ଚାହିଁବେ ତାଙ୍କର ହସ ସେଭଳି ହୋଇଯିବ ।ଆଉ ଏପଟେ ନିଜ ପରିବାରକୁ ମଧ୍ୟ ଲୁଚାଇଥିଲେ ସବୁ କଥା । ଡାକ୍ତର ତାଙ୍କର ଅପରେସନ କରିବାକୁ ଇଞ୍ଜେକସନ ଦେଇଥିଲେ । 
Special report
ଆଉ ଇଞ୍ଜେକସନ ଦେବା ପରେ ବ୍ୟକ୍ତି ଜଣଙ୍କର ମୁଣ୍ଡ କାମ କରିଲା ନାହିଁ । ଏହି କଥା ଜାଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ବ୍ୟକ୍ତି ଜଣଙ୍କର ନାମ ହେଉଛି ଲକ୍ଷ୍ମୀ ନାରାୟଣ । ଶେଷରେ ହୃଦୟ ବନ୍ଦ ହୋଇଯାଇଥିଲା ଆଉ ଲକ୍ଷ୍ମୀ ନାରାୟଣଙ୍କର ଜୀବନ ଚାଲିଗଲା ।
ଏହାପରେ ଡାକ୍ତର ତାଙ୍କ ପରିବାରକୁ ଡାକି ଶବ ହସ୍ତାନ୍ତର କରିଥିଲେ । ଏବେ ଲକ୍ଷ୍ମୀ ନାରାୟଣଙ୍କ ପରିବାର ଲୋକ ଥାନାରେ ଏହି ଡେଣ୍ଟାଲ କ୍ଲିନିକ୍ ଉପରେ ଅଭିଯୋଗ ଆଣିଛନ୍ତି । ଅନାସସ୍ଥେସିଆ ଦେବା ପରେ ତାଙ୍କ ଜୀବନ ଚାଲି ଯାଇଛି ବୋଲି ଘଟାଲୋକେ କହୁଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।