Movie prime

ହଠାତ ଭାଙ୍ଗିଲା ଗ୍ରିଲ ଖସି ପଡିଲା ୨୫ ଫୁଟ ତଳକୁ ଦେଖନ୍ତୁ ହଠାତ୍ କଣ ହେଇଗଲା - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଦୁନିଆରେ କାହା ସହିତ କେତେବେଳେ କଣ ଘଟୁଛି ତାହା କିଏ ଜାଣିଛି । କେତେବେଳେ କାହାର କଣ ଯେ ହେବ କିଏ ଜାଣିଛି । 
ଏହି ଦୁନିଆରେ କେତେଯେ ଘଟଣା ଦୁର୍ଘଟଣା ସବୁ ଘଟୁଛି ତାହାର ହିସାବ ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଏକ ଘଟଣା ଘଟିଛି ବସ୍ ସହ ।
Special report
୨୫ ଫୁଟ ତଳକୁ ବସଟି ଖସି ପଡ଼ିଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍ ଆଉ ଏହି ବସ୍ ଦୁର୍ଘଟଣାର ଶିକାର ହୋଇଛି । ଆଉ ଏହି ଦୁର୍ଘଟଣା ବହୁତ ଭୟାନକ ଅଟେ । ଏବେ ଏହି ଖବର ଚର୍ଚ୍ଚାକୁ ଆସିଛି ।
ଏହି ବସଟି ସ୍ପେସିଆଲ ବସଷ୍ଟାଣ୍ଡରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଆଉ ଏହି ସମୟରେ ଘଟଣା ଘଟିଥିଲା । ଏହି ଦୁର୍ଘଟଣାର ଶିକାର ହୋଇଥିଲା ଏହି ବସ୍ । ବସ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି ।
Special report
୪୦ ଜଣ ଛାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏହି ବସ୍ ୨୫ ଫୁଟ ତଳକୁ ଖସି ପଡିଥିଲା । ଆଉ ଏହାପରେ ଏହି ଘଟଣା ଘଟିଥିଲା । ମେରଟ ଠାରେ ଏହି ଦୁର୍ଘଟଣା ଘଟିଥିଲା । ବସ୍ ଚାଳକ ଜଣଙ୍କ ସହ ଏଭଳି କିଛି ହେବା ଦ୍ବାରା ଏହି ଘଟଣା ଘଟିଥିଲା ।
ବସ୍ ଡ୍ରାଇଭର ଜଣକର ହୃଦଘାତ ହେବା ଯୋଗୁଁ ବସ୍ ଭାରସାମ୍ୟ ହରାଇଥିଲା । ଏହାପରେ ସେ ୨୫ ଫୁଟ ତଳକୁ ଖସି ପଡିଥିଲା । ସେଥିପାଇଁ ଏଭଳି ଘଟଣା ଘଟିଥିଲା । ଉଦ୍ଧାର ଟିମ୍ ସେହି ସ୍ଥାନରେ ପହଞ୍ଚି ଏହି ଲୋକମାନଙ୍କୁ ଉଦ୍ଧାର କରିଛନ୍ତି । ଆଉ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।
ଏହି ଘଟଣାରେ ପ୍ରାୟ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏବେ ଏହି ଘଟଣା ସମସ୍ତଙ୍କ ମନରେ ଅନେକ କଥା ଆଣିଛି ।