Movie prime

କାନ୍ଦ ଶୁଣି ଫାଟି ଯାଉଚି ଛାତି, ନିବନ୍ଧ ସରି ଯାଇଥିଲା ହେଲେ ହଠାତ୍ ଚାଲିଗଲେ ସଞ୍ଜୟ !! ଗାଁ ପୁରା ଶୋକ ରେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ମୃ-ତ୍ୟୁ କେତେବେଳେ କାହାର ଆସେ ତାହା କେହି ବି ଜାଣି ନାହାନ୍ତି।ପୃଥିବୀ ରେ ଜନ୍ମ ହୋଇଛୁ ମାନେ ମୃ-ତ୍ୟୁ ତ ସୁନିଶ୍ଚିତ।ହେଲେ ବର୍ତ୍ତମାନ ସମୟ ରେ ଦେଖା ଯାଉଚି କି ବହୁତ କମ୍ ବୟସ ରେ ଯୁବ ପିଢ଼ି ମାନେ ମୃ-ତ୍ୟୁ ବରଣ କରୁଛନ୍ତି।
Special report
ନିକଟ ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି।ଯାହାକୁ ଦେଖିଲେ ଆପଣ ମାନଙ୍କ ଆଖିରୁ ଲୁହ ଆସି ଯିବ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ର ପାଣି କୋଇଲି ବ୍ଲକ ରେ ରଗଡିରାଉତପଡ଼ା ଅଞ୍ଚଳ ରେ।ଏଠାରେ ଜଣେ ଯୁବକ ଙ୍କ ଟ୍ରକ୍ ଦୁର୍ଘଟଣା ରେ ମୃ-ତ୍ୟୁ ଘଟିଛି।
ମୃ-ତ ଯୁବକ ଜଣକ ହେଉଛନ୍ତି ରାଉତପଡ଼ା ଅଞ୍ଚଳ ର ସଞ୍ଜୟ ଶିଆଳ।ସେ ଏୟାରଟେଲ କମ୍ପାନୀ ର ମ୍ୟାନେଜର ଥିଲେ।ସେ ବାଇକ୍ ଯୋଗେ ତାଙ୍କ କମ୍ପାନୀ କୁ ଯାଆନ୍ତି।ସେଦିନ ଥିଲା ତାଙ୍କ ଜୀବନ ର ଶେଷ ଦିନ।
ବାଇକ୍ ଯୋଗେ ଅଫିସ କୁ ଯାଉଥିବା ସମୟ ରେ ଏକ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।ଏହା ପରେ ପୋଲିସ ସେଠାରେ ପହଞ୍ଚି ଶବ ପୋଷ୍ଟ ମର୍ଟନ ପାଇଁ ପଠାଇ ଥିଲା।
Special report
ଏହା ପରେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ପିଲା ଟି ବେଳୁ ସଞ୍ଜୟ ଙ୍କ ବାପା ମା ତାଙ୍କୁ ଛାଡି ଚାଲି ଯାଇଥିଲେ।ଏହା ପରେ ସେ ତାଙ୍କ ପରିବାର ରେ ଅନ୍ୟ ସଦସ୍ୟ ଙ୍କ ଦ୍ଵାରା ପାଳିତ ହୋଇ ଥିଲେ।
ପାଠ ପଢି ଭଲ ଚାକିରି ମଧ୍ୟ କଲେ।ହେଲେ ଆଜି ସମସ୍ତଙ୍କୁ କନ୍ଦାଇ ଆର ପାରି କୁ ଚାଲି ଗଲେ ସେ।ତାଙ୍କର ଜଣେ ଝିଅ ଙ୍କ ସହିତ ନିର୍ବନ୍ଧ ସମ୍ପନ୍ନ ହୋଇ ଥିଲା।ଆଉ କିଛି ଦିନ ମଧ୍ୟ ରେ ବିବାହ ହୋଇ ଥାନ୍ତା।ଏହା ପୂର୍ବ ରୁ ସମସ୍ତ ଙ୍କ ଆଖିରେ ସେ ଲୁହ ଦେଇ ଗଲେ।
ମହିଳା ଜଣକ ଏବେ ତାଙ୍କ ସ୍ଵାମୀ ଙ୍କ ପାଇଁ କାନ୍ଦି କାନ୍ଦି ପାଗଳି ପରି ହୋଇ ଗଲେଣି।ତାଙ୍କୁ ନେଇ ସେ କେତେ ସ୍ବପ୍ନ ସେ ଦେଖିଥିଲେ ହେଲେ ସବୁ ସ୍ବପ୍ନ ଯେପରି ପାଣି ଫୋଟକା ପରି ମିଳେଇ ଗଲା।
ସାତ ଜନ୍ମ ପାଇଁ ହାତ ଧରିବା ଆଗରୁ ଦୁନିଆ ଛାଡି ଚାଲି ଗଲେ ସଞ୍ଜୟ।ଦୁ-ର୍ଘ-ଟ-ଣା ଘଟାଇ ଥିବା ଟ୍ରକ୍ ଡ୍ରାଇଭର ଜଣକ ଘଟଣା ସ୍ଥଳ ରୁ ଫେରାର ଅଛନ୍ତି।ଏବେ ପୋଲିସ ତାଙ୍କୁ ଖୋଜୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.