Movie prime

ସ୍ତ୍ରୀ ସହ ସମ୍ପର୍କ ରଖି ରଖି ମା-ରି-ଦେଲା.... ଏମିତିଆ ନୃ-ଶଂ-ସ ପ୍ରେମିକ କାହାକୁ ନ ମିଳୁ...

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କ ସହିତ ସମ୍ପର୍କ ରଖି ଚାଲି ଯାଇଚି ସ୍ତ୍ରୀ ର ଜୀବନ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଠାରେ।ସେଠାରେ ସ୍ଵାମୀ ଙ୍କ ଅନୁପସ୍ଥିତି ରେ ସ୍ତ୍ରୀ ଅନ୍ୟ ବ୍ୟକ୍ତି ଙ୍କ ସହିତ ରଖିଛି ଶା-ରୀ-ରି-କ ସଂପର୍କ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏ କଥା ସତ।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Gg
ସୂଚନା ଅନୁସାରେ ମଧୁସ୍ମିତା ନାୟକ ନାମକ ଜଣେ ମହିଳା ନିଜ ସ୍ଵାମୀ ଙ୍କୁ ଛାଡି ଅନ୍ୟ ଜଣେ ପୁରୁଷ ଙ୍କ ସହିତ ଶା-ରୀ-ରି-କ ସଂପର୍କ ରଖି ଥିଲେ।ଶେଷ ରେ ସେହି ପ୍ରେମିକ ଙ୍କ ହାତ ରେ ଚାଲି ଯାଇଚି ଜୀବନ।
ମଧୁସ୍ମିତା ନାୟକ ଗତ କିଛି ବର୍ଷ ତଳେ ବିବାହ କରି ଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହି ଥିଲା।ତାଙ୍କର ଛୋଟ ପୁଅ ଟି ମଧ୍ୟ ଜନ୍ମ ହୋଇ ଥିଲା।ତାଙ୍କ ସ୍ଵାମୀ ମୁମ୍ବାଇ ରେ ରହି କାମ କରୁ ଥିଲେ।ଭୁବନେଶ୍ୱର ରେ ମଧୁସ୍ମିତା ରହୁଥିଲେ।
Vh
ହଟାତ ଦିନେ ମଧୁସ୍ମିତା ଙ୍କ ପୁଅ ର ଦେହ ଖରାପ ହୋଇ ଯାଇ ଥିଲା।ସେଥିପାଇଁ ସେ ଆଶିଷ ନାମକ ଜଣେ ଫାର୍ମାସିଷ୍ଟ କୁ ସାକ୍ଷାତ କରିବା ପାଇଁ ଯାଇ ଥିଲେ।ପୁଅ ର ଦେହ ଭଲ ହେବାକୁ ଯାଇ ଶେଷ ରେ ଆଶିଷ ଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ ମଧୁସ୍ମିତା।
ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ରହି ଥିଲା।ହେଲେ କୌଣସି କାରଣ ପାଇଁ ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୋଇ ଥିଲା।ଆଶିଷ ମଧୁସ୍ମିତା ଙ୍କ ଘର କୁ ଆସି ତାଙ୍କୁ ଲୁହା ରଡ ରେ ଖୁବ୍ ପିଟି ଥିଲେ।ଏହା ପରେ ତାଙ୍କୁ ଜୀବନ ରୁ ମାରି ଦେଇ ଥିଲେ।
ମଧୁସ୍ମିତା ଙ୍କ ମୃ-ତ୍ୟୁ ହୋଇ ସାରିବା ପରେ ଆଶିଷ ଫେରାର ହୋଇ ଯାଇ ଥିଲେ।ପୋଲିସ କୌଣସି ପ୍ରକାର ସୂଚନା ପାଇଁ ମଧୁସ୍ମିତା ଙ୍କ ଶବ କୁ ଉଦ୍ଧାର କରି ଥିଲେ।ଏବେ ଆଶିଷ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ତେବେ ଦେଖିବାକୁ ବାକି ରହିଲା କେବେ ମଧୁସ୍ମିତା ଙ୍କୁ ନ୍ୟାୟ ମିଳୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.