Movie prime

ଖାଇବା ସମୟ ରେ ମିଡ ଡେ ମିଲ କୁ ମନା କଲେ ପିଲେ... କାରଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଧାନଶିକ୍ଷକ ଆଉ ଅନ୍ୟ ସାର ମାନେ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନରୁ ଯେତେବେଳେ ପୋକ ବାହାରିଲା, ସେତେବେଳେ ଛାତ୍ରୀଛାତ୍ର ଅଭିଯୋଗ କରିବାକୁ ଶିକ୍ଷକଙ୍କ ନିକଟରେ ପହଞ୍ଚିଥିଲେ।
ଯେତେବେଳେ ଏହି ଖବର ପ୍ରଧାନ ଶିକ୍ଷକଙ୍କ ପାଖରେ ପହଞ୍ଚିଲା, ସେତେବେଳେ ସେ ଏହି ଖାଦ୍ୟକୁ ଚୁପଚାପ୍ ଖାଇବାକୁ କହିଥିଲେ। ତେବେ ବନ୍ଧୁଗଣ ମିଡ ଡେ ମିଲରୁ ବାହାରୁଛି ପୋକ।
ମିଳୁଛି ପାଣିଆ ଡାଲି ପିଲାଙ୍କ ଶାରୀରିକ ବିକାଶ ପାଇଁ ରାଜ୍ୟ ସରକାର ପାଠପଢ଼ା ସହିତ ମିଡ୍ ଡେ ମିଲର ବ୍ୟବସ୍ଥା କଲେ। ଲକ୍ଷ୍ୟ ଥିଲା ପିଲାମାନେ ମଧ୍ୟାହ୍ନରେ ପୁଷ୍ଟିକର ଖାଦ୍ୟ ଖାଇ ପାଠ ପଢିବେ। ହେଲେ ପିଲାମାନେ ଖାଦ୍ୟ ଖାଇବେ କଣ, ଭାତ ଥାଳି ପାଖକୁ ଗଲାବେଳକୁ ନାକ ଟେକୁଛନ୍ତି।
Hh
କେତେବେଳେ ପିଲାମାନଙ୍କୁ ଭାତ ସାଙ୍ଗରେ ପାଣିଆ ଡାଲି ଦିଆଯାଉଛି ତ’ ଆଉ କେତେବେଳେ ଅରୁଚିକର ତରକାରୀ ପରସା ଯାଉଛି। ଏଭଳି କି ବେଳେ ବେଳେ ଖାଦ୍ୟରେ ପୋକ ମଧ୍ୟ ବାହାରୁଛି।
ଯାହାକୁ ନେଇ ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଲିଆଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର। ସେପଟେ କାର୍ଯ୍ୟରତ ଶିକ୍ଷକ କହିଛନ୍ତି ଖାଦ୍ୟରେ ପୋକ ବାହାରିବା ସ୍ୱାଭାବିକ।
ପୋକ ବାହାରିବାକୁ ନେଇ ଯେଉଁ ପିଲା ଅଭିଯୋଗ କରିଥିଲେ, ସେମାନଙ୍କୁ ପୁନର୍ବାର ଖାଦ୍ୟ ଦିଆଯାଇଛି। ତେବେ ଅଭଯୋଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ। କହିଛନ୍ତି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହାର ତଦନ୍ତ କରାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.