Movie prime

ସେ ବେଇମାନ କୁ ତାର ଆଉକାଦ ଦେଖେଇବି..ତାକୁ ୩୦ ହଜାର ଭୋଟ ବ୍ୟବଧାନ ରେ ହରେଇବି

 
Yy
ନମସ୍କାର ବନ୍ଧୁଗଣ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ରାଜନୀତି ରେ ପ୍ରାୟ ପ୍ରତିଦିନ ନୂଆ ନୂଆ କଥା ସାମ୍ନା କୁ ଆସୁଛି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଖୋର୍ଦ୍ଧା ଜିଲ୍ଲା ରେ କାଳୁ ଚରଣ ଖଣ୍ଡାୟତ ଆଜି ସ୍ଵାଧୀନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ଆମେ ତାଙ୍କରି ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Hh
ସୂଚନା ଅନୁସାରେ ଆଜି କାଳୁ ଚରଣ ଖଣ୍ଡାୟତ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି କି ଭାରତୀୟ ଜନତା ପାର୍ଟି ର ଅପରାଜିତା ଷଡ଼ଙ୍ଗୀ ତାଙ୍କ ସହିତ ବିଶ୍ଵାସ ଘାତକତା କରିଛନ୍ତି।
ତାଙ୍କୁ ଟିକେଟ ନ ଦେଇ ଅନ୍ୟ ଜଣକୁ ଟିକେଟ ଦେଇଛନ୍ତି।ଯାହାକୁ ମୁଁ ଜମା ବି ପସନ୍ଦ କରି ନାହିଁ। ମୋ ସମର୍ଥକ ଙ୍କ କଥା ଅନୁସାରେ ମୁଁ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ୁଛି।ମୁଁ ନିଶ୍ଚିତ ରୂପେ ୩୦ ହଜାର ଭୋଟ ରେ ଜିତିବି ବୋଲି ଭାବୁଚି।
Bn
ତାଙ୍କ ପ୍ରଶଂସକ ମାନେ ମଧ୍ୟ କହିଛନ୍ତି କି ଏଥର କାଳୁ ଚରଣ ଖଣ୍ଡାୟତ ଏଥର ଆମ ଖୋର୍ଦ୍ଧା ଜିଲ୍ଲା ରେ ଜିତିବେ।ବିଜେପି ତାଙ୍କ ସହିତ ବିଶ୍ଵାସ ଘାତକତା କରିଛି।ଆମ ଖୋର୍ଦ୍ଧା ର ଆଜି ଯାଏଁ କିଛି ବି ବିକାଶ ହୋଇ ନାହିଁ।
ଆପଣ ମାନେ ଥରେ କାଳୁ ଚରଣ ଖଣ୍ଡାୟତ ଙ୍କୁ ଭୋଟ ରେ ଜିତାଇ ଦିଅନ୍ତୁ ।ଦେଖିବେ ଆମ ଖୋର୍ଦ୍ଧା ର ବିକାଶ ହେବ।ବିଗତ ୨୦ ବର୍ଷ ଭିତରେ ଏ ପାଇକ ମାଟି କେବଳ ଭାଷଣ ଶୁଣିଛି।ହେଲେ କାମ କିଛି ବି ଦେଖି ନାହିଁ।
ଏଥର ଆମ ରାଜ୍ୟ ପରିବର୍ତ୍ତନ ଚାହୁଁଛି।କେବଳ ଆପଣ ମାନଙ୍କ ଆଶ୍ରୀର୍ବାଦ ଥିଲେ ଏହା ସମ୍ଭବ ହୋଇ ପାରିବ।ଆମକୁ ଲୋକ ମାନେ ପସନ୍ଦ କରିଛନ୍ତି।ଲୋକ ଙ୍କ ଭଲ ପାଇବା ମୋ ଉପରେ ଅଛି ଆଉ ଆଗକୁ ମଧ୍ୟ ଏଥିରେ ସନ୍ଦେହ ନାହି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.