Movie prime

ମୋତେ ଆଉ ମୋ କ୍ୟାରିଅର୍ କୁ ନେଇ ସେ ବହୁତ୍ ଲେଖିଲେ.. ସହି ହେଲାନି ବୋଲି ଆଜି ବାଧ୍ୟ ରେ ମୁଁ FIR କଲି...

 
Vvb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଓଲିଉଡ ରେ ସବୁବେଳେ ବିବାଦ ଲାଗି ରହି ଥାଏ।ଆଜି ପୁଣି ଥରେ ଆମେ ଆପଣ ମାନଙ୍କୁ ଏକ ବିବାଦ ବିଷୟ ରେ କହିବାକୁ ଯାଉଛୁ।ସେହି ବିବାଦ ଟି ଲାଗିଚି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରିତମ ସାହୁ ଙ୍କ ମଧ୍ୟରେ।
ଆପଣ ମାନେ ସମସ୍ତେ ବୁଦ୍ଧାଦିତ୍ୟ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ନିଜ ଅଭିନୟ ପାଇଁ ଏବେ ସାରା ରାଜ୍ୟ ରେ ପରିଚିତ।ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।ହେଲେ ପ୍ରିତମ ସାହୁ ନାମକ ଜଣେ ପ୍ରଯୋଜକ ଏବେ ତାଙ୍କୁ ନେଇ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।
Hhi
ଏହାର ଉତ୍ତର ଦେବାକୁ ଯାଇ ବୁଦ୍ଧାଦିତ୍ୟ ଗଣ ମାଧ୍ୟମ ଆଗରେ ନିଜ ର ମତ ପ୍ରକାଶ କରିଛନ୍ତି।ସେ କହିଛନ୍ତି କି ମୁଁ ଟିଭି ସିରିଏଲ ର ଜଣେ ଜଣା ଶୁଣା ଅଭିନେତା।ମୋତେ ସବୁବେଳେ ଶାନ୍ତି ରେ ରହିବା ପାଇଁ ପସନ୍ଦ।କାହାରି ସହିତ ଝଗଡ଼ା କରିବାକୁ ମୋତେ ପସନ୍ଦ ନୁହେଁ।
କିଛି ଦିନ ତଳେ ସେ ତାଙ୍କର ଗୋଟିଏ ଫିଲ୍ମ ର ଫଟୋ କୁ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ଥିଲେ।ଏହାକୁ ଦେଖି ଅନେକ ଲୋକ ଭଲ ପ୍ରତିକ୍ରିୟା ଦେଖାଇ ଥିଲେ।ହେଲେ ପ୍ରିତମ ସାହୁ ନାମକ ଜଣେ ଓଡ଼ିଆ ପ୍ରଯୋଜକ ଏହାକୁ ବିରୋଧ କରି ଥିଲେ।
ତାଙ୍କ କଥା ଟି ମୋତେ ବହୁତ କଷ୍ଟ ଦେଇ ଥିଲା।ସେ ମୋତେ କହିଥିଲେ କି ଏହି ଫିଲ୍ମ ର କିଛି ମୂଲ୍ୟ ନାହିଁ ଏହାକୁ ଲୋକ ମାନେ ପସନ୍ଦ କରି ନାହାନ୍ତି।ମୋ ରଙ୍ଗବତୀ ଗୀତ ଟି କେତେ ପ୍ରସିଦ୍ଧ ହୋଇଚି ତାହା ଆପଣ ମାନେ ଜାଣି ଥିବେ।
Bh
ଏହି କଥା ରୁ ଉଭୟ ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଥିଲା।ବୁଦ୍ଧାଦିତ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ଥିଲେ।ହେଲେ ପ୍ରିତମ ସାହୁ ନାମକ ବ୍ୟକ୍ତି ଜଣକ ବୁଦ୍ଧାଦିତ୍ୟ ଙ୍କୁ ଏକ ଶସ୍ତା ଟିଭି ର ଅଭିନେତା ବୋଲି କହି ଥିଲେ।
ଏହା ପରେ ସେ ଆହୁରି ମଧ୍ୟ କହି ଥିଲେ କି ତମର ଫିଲ୍ମ ଦର୍ଶକ ମାନଙ୍କୁ ପସନ୍ଦ ନୁହେଁ।ତମେ ସବୁବେଳେ ଓଡ଼ିଶା ବାସୀ ଙ୍କ ସାମ୍ନା ରେ ଜିରୋ ହୋଇ ରହି ଗଲ।ଏହି କଥା ଟି ବୁଦ୍ଧାଦିତ୍ୟ ଙ୍କୁ ବହୁତ କଷ୍ଟ ଦେଇ ଥିଲା।
ସେଥିପାଇଁ ସେ ଗତ କାଲି ଗଣ ମାଧ୍ୟମ କୁ ଡକାଇ ନିଜ ପ୍ରତିକ୍ରିୟା ଦେଖାଇ ଥିଲେ।ଏଭଳି ଲୋକ ଙ୍କୁ ଉଚିତ ଜବାବ ଦେବା ଠିକ୍ ବୋଲି ସେ କହିଥିଲେ।।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.