Movie prime

୫ଜିଲ୍ଲାକୁ ମିଳିବ ତାତିରୁ ତ୍ରାହି ଦେଖନ୍ତୁ ହେବ ପ୍ରବଳ ବର୍ଷା ଏବେଠାରୁ ମିଳିଲା ସତର୍କ ସୂଚନା

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାଜ୍ୟରେ ବଦଳିଛି ପାଣିପାଗ। କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। 
Tt
ରାଜ୍ୟରେ ଗତ କିଛି ଦିନ ହେବ ତାତି ବୃଦ୍ଧି ପାଇବାରେ ଲାଗିଛି। ତେବେ ବନ୍ଧୁଗଣ ବଙ୍ଗୋପସାଗର କୂଳରେ ଗୁରୂଚାପ ବଳୟ ପ୍ରଭାବରେ ପ୍ରବଳ ମାତ୍ରାରେ ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ।
ପଶ୍ଚିମାଝଡ ପବନ ଓ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ବର୍ଷା ସାଙ୍ଗକୁ କୁଆପଥର ବର୍ଷା କରାଇବ। ଆଜିଠୁ ବଦଳିବ ପାଣିପାଗର ଚିତ୍ର। ଗରମରୁ ତ୍ରାହି ଦେବ କାଳବୈଶାଖୀ ବର୍ଷା। ପଶ୍ଚିମାଝଡ ପ୍ରଭାବରେ ଗୋଟିଏ ନିମ୍ନଚାପ ରେଖା ବା ଟ୍ରପ୍ ଲାଇନ୍ ରହିବ। 
ଅନ୍ୟପଟେ ବଙ୍ଗୋପସାଗର କୂଳରେ ଗୁରୂଚାପ ବଳୟ ପ୍ରଭାବରେ ପ୍ରବଳ ମାତ୍ରାରେ ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ। ପଶ୍ଚିମାଝଡ ପବନ ଓ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ବର୍ଷା ସାଙ୍ଗକୁ କୁଆପଥର ବର୍ଷା କରାଇବ।
Yy
ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ଯାଜପୁର, କଟକରେ କୁଆପଥର ବର୍ଷା ନେଇ ଆରେଞ୍ଜ ଆଲର୍ଟ ଦିଆଯାଇଛି। ଏହାସହ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ପବନ ହେବାର ସମ୍ଭାବନା ରହିଛି। 
ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ଦେଓଗଡ଼ ଓ ନୟାଗଡ଼କୁ ୟେଲୋ ଆଲର୍ଟ ଯାରି କରାଯାଇଛି। ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବ। ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ। କିଛି ସ୍ଥାନରେ ଭାରି ବର୍ଷା ହେବ।
ସୋମବାର କନ୍ଧମାଳ, ଗଞ୍ଜାମ, କଳାହାଣ୍ଡିରେ ଭାରି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିରରେ ବର୍ଷା ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.