Movie prime

ପବିତ୍ର ଜାଗରରେ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା

 
Vvh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ତ ଆପଣମାନେ ସମସ୍ତେ ଜାଣି ପାରୁଥିବେ । ପାଣିପାଗ ବିଷୟରେ ଆସୁଥିବା ସବୁ ପ୍ରକାରର ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ।
ଆଗାମୀ ଦିନରେ ବର୍ଷା ହୋଇପାରେ ବୋଲି ଖବର ଆସିଛି । ଆଗାମୀ ଦିନରେ ଭଗବାନ ଶିବଙ୍କ ପର୍ବ ମହା ଶିବରାତ୍ରୀ ପଡ଼ିବାକୁ ଯାଉଛି । ଜାଗର ଦିନ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Gg
ଆଉ ଦିନକ ପରେ ଜାଗର । ଜାଗର ପର୍ବ ପାଇଁ ସବୁ ଶିବ ମନ୍ଦିର ଚଳ ଚଞ୍ଚଳ ହୋଇ ଉଠିଛି । ଲୋ ଭକ୍ତମାନେ ମଧ୍ୟ ଅନେକ ଖୁସି ଅଛନ୍ତି । ଆଉ ଏହି ସମୟରେ ବର୍ଷା ହେବାର ଖବର ଆସିଛି । ଏଥର ଜାଗର ବର୍ଷାରେ ଭିଜିବ ବୋଲି ପୂର୍ବାନୁମାନ କରାଯାଇଛି ।
କାରଣ ପାଗ ବଦଳିଛି ଆଉ ବର୍ଷା ମଧ୍ୟ ହୋଇଛି । ଏଭଳି ପାଗ ଆସନ୍ତା କିଛିଦି ହି ବୋ
ଆଗାମୀ ୮ ତାରିଖରେ ରାଜ୍ୟର ଅନେକ ହୋଇପାରେ ବୋଲି ଜଣାପଡିଛି ୧୧ କି୨ ତାରିଖ ବେଳକୁ ଦିନର ତାପମାତ୍ରା ଅଧ। ତାପମାତ୍ରା ୩୯ ଡିଗ୍ରୀ କମ୍ବା ତାଠାରୁ ଅଧିକହୋଇପାର ବୋଲି ଜଣାପଡିଛି । 
Tt
ଗତ ୨୪ ଘଣ୍ଟା ଭିତରେ ବଲାଙ୍ଗୀର, ଭୁବନେଶ୍ୱର, ବାଲେଶ୍ଵର, ବାରିପଦା, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ରୁ ସ୍ୱଳ୍ପ ଧରଣର ବର୍ଷା ହୋଇଛି । କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି ।
ଅଭ୍ୟନ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଜି ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡାରେ ଘଡଘଡି ସହ ବର୍ଷା ହୋଇପାରେ । ସେହିଭଳି ଆସନ୍ତା ୮ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖରେ ପାଗ ଶୁଖିଲା ରହିବ ।