Movie prime

ମିଳିବ ଖରା ଦାଉରୁ ରକ୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହଠାତ୍ ବଦଳିବ ପାଗ ଛେଚିବ ପ୍ରବଳ ବର୍ଷା

 
Yh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ କିଭଳି ରହିବ ଏହାକୁ ନେଇ କଣ ସବୁ ଅପଡେଟ ଆସୁଛି ସେହି ବିଷୟରେ ଜାଣିପାରିବେ । 
Yjj
ଏବେ ଖରାର ପ୍ରକୋପ ବିଷୟରେ ତ ଆପଣମାନେ ଜାଣିଥିବେ । ପ୍ରଚୁର ପରିମାଣରେ ଖରା ହେଉଛି । ବଢୁଛି ଖରାର ପ୍ରକୋପ । ମାର୍ଚ୍ଚ ମାସ ଆରମ୍ଭରୁ ଅସ୍ତବ୍ୟସ୍ତ କରିଲାନି ତାତି ।
ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ବହୁତ ଅଧିକ ରହୁଛି । ଆପଣମାନେ ସମସ୍ତେ ତ ଏହି ଖରା ବିଷୟରେ ଆସିଥିବା ଖବର ଜାଣି ପାରୁଛନ୍ତି । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ରୁ ଅଧିକ ରହିଛି ।
Hii
ରାଜ୍ୟର ୭ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ରୁ ଅଧିକ ହେଲାଣି । ଉପକୁଳ ଓଡ଼ିଶାରେ ତାପମାତ୍ରା ଟିକେ କମ୍ ଅଛି । ପଶ୍ଚିମ ଓଡ଼ିଶାରେ ଦିନ ସମୟରେ ତାପମାତ୍ରା ୧ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏତେ ଗରମ ରୁ ଆଶ୍ୱସ୍ତି ମିଳିପାରେ ।ତାତି କମିପାରେ ।
ଲୋକମାନେ ପାଇପାରନ୍ତି ଆଶ୍ୱସ୍ତି । ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି । ଏନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଅନେକ ଜିଲ୍ଲାରେ ବର୍ଷା ହୋଇପାରେ ।
Jio
ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ଯାଜପୁର ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ୭, ୮ ତାରିଖରେ ଆଭ୍ୟନ୍ତର ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
୭ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ଦେବଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଏବଂ ୮ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂପୁର ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି ।