Movie prime

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଏବେଠାରୁ ରୁହନ୍ତୁ ସାବଧାନ

 
Vvg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ ।
ଏବେ ପାଣିପାଗ ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ବଦଳିଲା ପାଗର ମିଜାଜ । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ସମୟ ବଢିବା ସହ ବର୍ଷା ଆଉ ପବନ ମଧ୍ୟ ବଢିବ । 
Bb
ସୁଲୁସୁଲିଆ ପବନ ସାଙ୍ଗକୁ ବର୍ଷା ଦେହ ଶୀତେଇ ନେଉଛି । ଆଉ ଏବେ ସମୟ ବାଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ବଢିବ । ସେଥିପାଇଁ କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି । କେତୋଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।
ବିଜୁଳି ଘଡଘଡି ସହ କଳାହାଣ୍ଡିଆ ମେଘ ହେବାର ସମ୍ଭାବନା ରହିଛି । କଳାହାଣ୍ଡିଆ କରି ମେଘ ମାଡ଼ି ଆସିବ ଆଉ ସେଥିପାଇଁ କାମ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ସକାଳୁ ସକାଳୁ କାଳବୈଶାଖୀ ତାର ପ୍ରଭାବ ଦେଖାଇ ସାରିଲାଣି ।
କାଳବୈଶାଖୀ ଯୋଗୁଁ ରାଜ୍ୟରେ କିଛିଦିନ ହେବ ଥଣ୍ଡା ପାଗ ଲାଗି ରହିଛି । ଆଜି ସକାଳେ ପବନ ହେବା ସହ କିଛି ସ୍ଥାନରେ ବର୍ଷା ହେଉଥିଲା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି ।
Vh
ମାଲକାନଗିରି, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଏବଂ ନୂଆପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତାପମାତ୍ରାରେ ତିନି ରୁ ଚାରି ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ ।
ଅଭ୍ୟନ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୁଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ଅଧିକ ହୋଇପାରେ ।
ଏବେ ଅନେକ ଅଞ୍ଚଳରେ ତାପମାତ୍ରା ୩୭ ଡିଗ୍ରୀ ଅଛି ବୋଲି ସୂଚନା ମିଳିଛି । ଆସନ୍ତା ୧୭ ତାରିଖ ବେଳକୁ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ଛୁଇଁବ ବୋଲି ସୂଚନା ମିଳିଛି । ଏବେ ଏହି କାଳବୈଶାଖୀ ପରେ ଅତ୍ୟଧିକ ଗରମ ହେବ ବୋଲି ଜଣାପଡିଛି ।