Movie prime

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ ରାଜ୍ୟରେ ତିନିଦିନ ଧରି ଲାଗି ରହିଥିବା ଅଦିନିଆ ବର୍ଷା ଛାଡ଼ିବା ପରେ ଏବେ ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ବୃଦ୍ଧି ପାଇଛି।
Hh
ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ଧୁଗଣ ବଦଳୁଛି ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ ପାଣିପାଗର ମିଜାଜ୍।
ଦେଶର ବିଭିନ୍ନ ରାଜ୍ୟରେ କେଉଁଠି ଖରା ତ କେଉଁଠି ବର୍ଷା ଏବଂ କେଉଁଠି ତୁଷାରପାତ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସ ସାମାନ୍ୟ ଥଣ୍ଡା ସହିତ ଆରମ୍ଭ ହୋଇଥିଲା।
କିନ୍ତୁ ବର୍ତ୍ତମାନ ଦିନରେ ଅସହ୍ୟ ତାତି ହେତୁ ଲୋକମାନେ ବଞ୍ଚିବା କଷ୍ଟକର ହୋଇପଡନ୍ତି। ଅନ୍ୟପକ୍ଷରେ ଦେଶର ଅନେକ ରାଜ୍ୟରେ ବର୍ଷା ଓ ଝଡ ସମ୍ପର୍କରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
Hh
ଜାଣନ୍ତୁ କେଉଁ କେଉଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ଅନୁଯାୟୀ ନିକଟରେ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବର୍ଷା ଦେଖିବାକୁ ମିଳିବ।
ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏହି ରାଜ୍ୟଗୁଡିକରେ ସମାନ ପାଗ ଜାରି ରହିବ। ଉତ୍ତର-ପୂର୍ବ ଭାରତ ରାଜ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ।
IMD ପୂର୍ବାନୁମାନ ଅନୁଯାୟୀ, ମାର୍ଚ୍ଚ ୨୫ ଏବଂ ୨୬ ରେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.