Movie prime

ମାଡ଼ି ଆସୁଛି H3N2 ଭୁତାଣୁ, ଓଡ଼ିଶା ରେ ପୁଣି ହୋଇପାରେ LOCKDOWN, ଖୁବ୍ ତୀବ୍ର ବେଗରେ ରେ ବ୍ୟାପିବାକୁ ଲାଗିଲାଣି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଓଡ଼ିଶାରେ ପଶିଚି ନୁଆ ଭୁତାଣୁ। H3N2 ଭୁତାଣୁ ରେ ବର୍ତ୍ତମାନ୍ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ଏବେ ଅନୁମାନ କରାଯାଉଛି କି ମେଡିକାଲ ରେ ଏବେ ଲାଗିବାକୁ ଯାଉଛି ରୋଗୀଙ୍କ ଭିଡ଼।
ଅକ୍ସିଜେନ ସିଲିଣ୍ଡର ରଖିବା ପାଇଁ ପରାମର୍ଶ ମଧ୍ଯ ଦିଆ ଯାଇଛି। ଆଜ୍ଞା ହଁ ଓଡ଼ିଶାରେ ଏବେ ବ୍ୟାପି ଚାଲିଛି H3N2 ଭାଇରସ୍। ଓଡ଼ିଶାରେ ମଧ୍ୟ ୨୨୫ ନମୁନା ପରୀକ୍ଷା କରାଯାଇ ଥିଲା।
୨୨୫ ରୁ ୫୯ ନମୁନା ମଧ୍ୟ ପଜେଟିଭ ବାହାରିଛି। ଏହା ଆରଏମଆରସି ପକ୍ଷରୁ ସୂଚନା ମିଳିଛି। ଏହି ଭୂତାଣୁ ରେ ଆକ୍ରାନ୍ତ ଥିବା ଲୋକ ମାନଙ୍କ ନିକଟରେ ଜ୍ଵର ,କାଶ ଓ ଛିଙ୍କ ର ଲକ୍ଷଣ ଦେଖା ଯାଇ ଥାଏ।
Special report
ଲୋକଙ୍କୁ ହେଉଥିବା ସାଧାରଣ ଥଣ୍ଡା ଜ୍ବର ର ଚିକିତ୍ସା କରାଯାଉଛି ମାତ୍ର H3N2 ଭାଇରସ୍ କୁ ନେଇ ଲୋକ ମାନଙ୍କୁ ସତର୍କ କରା ଯାଇଛି। ସବୁ ରାଜ୍ୟ କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।
ଚିଠି ରେ ଲେଖା ଯାଇଛି କି H3N2 ଭୁତାଣୁ ନେଇ ଲୋକ ମାନଙ୍କୁ ସଚେତନ କରିବା ନିହାତି ଜରୁରୀ ଅଟେ। ସାର୍ବଜନୀନ ସ୍ଥାନରେ ଛେପ ପକାଇବା ନିଷେଧ କରିବା ସହ ଭିଡ଼ ସ୍ଥାନ ମାନଙ୍କରେ ମାସ୍କ ପିନ୍ଧିବା ନିୟମ ପୁଣି ଥରେ ଲାଗୁ କରାଯିବା ଦରକାର ଅଟେ।
କୋଭିଡ ସମୟରେ ଯେଉଁ ଭଳି ଭାବରେ ନିୟମ ପାଳନ କରାଯାଉ ଥିଲା ସେଭଳି ଭାବରେ ହିଁ ନିୟମ ପାଳନ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।
ଏଥିପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମାସ୍କ୍ ପିନ୍ଧିବା ମଧ୍ଯ ଅତ୍ୟନ୍ତ ଜରୁରୀ ଅଟେ ବୋଲି କହିଛନ୍ତି। କୋଭିଡ ସମୟରେ ଯେଉଁ ନିୟମ ମାନ ପାଳନ କରିବା ଜରୁରୀ ଅଟେ ବୋଲି ନିହାତି ଜରୁରୀ ଅଟେ।
ସେଥିପାଇଁ ଏବେ ଆପଣ ମାନଙ୍କୁ ଅତ୍ୟନ୍ତ ସାବଧାନ ହେବା ପାଇଁ ପଡ଼ିବ। ଏହି ଭୂତାଣୁ ଠାରୁ ସତର୍କ ମଧ୍ଯ ରହିବାକୁ ହେବ। ଯଦି ଆପଣ ସମସ୍ତ ନିୟମ ପାଳନ କରିବେ ତେବେ ଯାଇ ଏହି ଭୂତାଣୁ କବଳରୁ ରକ୍ଷା ପାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.