Movie prime

କାହିଁକି ହେଇଗଲା ଏହି ପ୍ରସିଦ୍ଧ ଖେଳାଳିଙ୍କ ଜୀବନ ନଷ୍ଟ !! ଦେଖନ୍ତୁ ଏହା ପଛରେ ଦାୟୀ କିଏ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ବନ୍ଧୁଗଣ ଭାରତୀୟ ଟିମ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଖେଳି ସାରିଥିବା ଷ୍ଟାର ଖେଳାଳି ହନୁମା ବିହାରୀଙ୍କର ଏକ ପୋଷ୍ଟ ବର୍ତ୍ତମାନ ସମୟରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ପରୋକ୍ଷ ଭାବରେ ଆନ୍ଧ୍ର ଟିମର ୟୁକେଟ କିପର ବ୍ୟାଟ୍ସ ମ୍ୟାନ କେ ପୃଥ୍ଵବି ରାଜଙ୍କ ନାଁ ଶୁଣିଥିଲେ।
ହନୁମାଙ୍କ କହିବା ହିସାବରେ ପୃଥ୍ୱବିଙ୍କ ପାଇଁ ହିଁ ସେ ରାଜନୀତିର ଶିକାର ହେଲେ। ଏହାପରେ ହନୁମା ଲେଖିଥିଲେ ଆଉ କେବେବି ଆନ୍ଧ୍ରପ୍ରଦେଶ ପାଇଁ ଖେଳିବାକୁ ଚାହିଁବେ ନାହିଁ। ବାସ୍ତବରେ ପୃଥ୍ୱବିଙ୍କ ପିତା ଯିଏ କି ଯୁବଜନ ଶ୍ରମିକ ପାର୍ଟିର ପ୍ରମୁଖ ରାଜନେତାଙ୍କ ମଧ୍ୟରୁ ଜଣେ। 
ହନୁମାଙ୍କ ସହିତ ଯାହା ବି ହେଲା ଏଥିପାଇଁ ସେ ପୃଥ୍ୱବିଙ୍କ ପିତାଙ୍କୁ ଦାୟୀ କରିଛନ୍ତି। ପୃଥ୍ୱବିଙ୍କ ବାପା ପାଇଁ ହିଁ ହାନୁମାଙ୍କ ଉପରେ ଆନ୍ଧ୍ରପ୍ରଦେଶ କ୍ରିକେଟ ଆସ୍ୱସେଶନ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି।
Special report
ସେପଟେ ଏହା ଉପରେ ଏକ ଇନଷ୍ଟଗ୍ରମା ଷ୍ଟୋରୀ ସେୟାର କରିଛନ୍ତି ପୃଥ୍ବବି ଆଉ ଲେଖିଛନ୍ତି, "ମୁଁ ହେଉଛି ଜଣେ କ୍ରିକେଟର। ଯାହାକୁ ୟୁଜର ମାନେ କମେଣ୍ଟ ବକ୍ସରେ ସନ୍ଧାନ କରନ୍ତି। ଆଉ ଲେଖିଛନ୍ତି ଅଶାଳୀନ ଭାଷା କେବେବି ସ୍ବୀକାର ଯୋଗ୍ୟ ନୁହେଁ।
" ଏହି ମାମଲାର ସତ୍ୟତା କଣ ବୋଲି ପ୍ରଶ୍ନର ଉତ୍ତରରେ ହନୁମା ବିହାରୀ କହିଥିଲେ ଯେ, "ଲମ୍ବା ସମୟ ଧରି ହନୁମା କ୍ରିକେଟ ଖେଳି ଆସୁଛି। ଦୁଇଟି ରାଜ୍ୟ ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଖେଳିଛି। ଆଉ ଖେଳିବା ଏତେ ସହଜ ନୁହେଁ। 
Special report
ଆନ୍ଧ୍ର କ୍ରିକେଟ ଟିମକୁ ହନୁମା ତାଙ୍କ ସ୍ତରକୁ ନେଇଥିଲେ। ଜଣେ ଖେଳାଳି ଭାବେ ହନୁମା ଚିତ୍କାର କରିଥିଲେ। ଯେଉଁଠି ୧୭ ଜଣେ ଖେଳାଳି ଥିଲେ। କିନ୍ତୁ ହନୁମା ପୃଥ୍ୱବିଙ୍କ ନାଁ ନେଇନଥିଲେ।
ଯାହାକୁ ଡ୍ରେସିଂ ରୁମରେ ରହିବାର ନଥିଲା କିନ୍ତୁ ନିୟମ ଅନୁସାରେ ତାଙ୍କୁ ସେଠାରେ ରହିବାର ଥିଲା। କିନ୍ତୁ ପୃଥ୍ୱବୀ ଏହାକୁ ଭୁଲ ବୁଝିଲେ। ଆଉ ଏହାର ଅଭିଯୋଗ ପୃଥ୍ବବୀ ତାଙ୍କ ପିତାଙ୍କ ସମ୍ମୁଖରେ କଲେ।
ହନୁମାଙ୍କ ବିରୁଦ୍ଧରେ ସେମାନେ ଅଭିଯୋଗ କଲେ। ଆଉ ପରେ କପ୍ତାନ ପଦରୁ ହଟେଇ ଦେଲେ। ତଥାପି ହନୁମା ଟିମ ପାଇଁ ଖେଳିବା ଜାରି ରଖିଥିଲେ। କାରଣ ହନୁମା ଖେଳିବାକୁ ଭଲ ପାଆନ୍ତି ଏବଂ ଖେଳକୁ ସମ୍ମାନ ମଧ୍ୟ କରନ୍ତି ହନୁମା।"