Movie prime

ଷ୍ଟେଟ ବ୍ୟାଙ୍କରେ ଖାତା ଥିଲେ ମହିଳା ମାନଙ୍କ ପାଇଁ ଆସିଲା ଖୁସି ଖବର ଦେଖନ୍ତୁ ମାଗଣାରେ ପାଇପାରିବେ ଏହିସବୁ ସୁବିଧା

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ସାରା ଦେଶରେ ମହିଳାଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। 
Bb
ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର । ଏହାମଧ୍ୟରେ ମହିଳାଙ୍କ ଜୀବନଯାପନ ପାଇଁ ଆଉ ଏକ ବଡ଼ ଯୋଜନା ଆରମ୍ଭ କରାଯାଉଛି।
ଯେଉଁଥିରେ ରାଜ୍ୟର ମହିଳା ବର୍ଗଙ୍କୁ ଟଙ୍କା ସହ ପକ୍କା ଘର ମଧ୍ୟ ପ୍ରଦାନ କରିବେ ରାଜ୍ୟ ସରକାର । ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ଯୋଜନାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବନ୍ଧୁଗଣ ଯଦି ମହିଳାଙ୍କ ପାଖରେ ଅଛି ରାସନ କାର୍ଡ, ତେବେ ଆଉ ଚିନ୍ତା ନାହିଁ। 
ରହିବା ସହ ଟ୍ରେନିଂ ପରେ ଯୋଗାଇ ଦିଆଯାଉଛି ଚାକିରୀ। ବେକାରୀ ସମସ୍ୟା ଦୂର କରିବା ଲକ୍ଷ୍ୟରେ ସରକାର ଏବେ ଆଗକୁ ବଢୁଛନ୍ତି। ଏଥିପାଇଁ ସରକାର ଅନେକ ସ୍ଥାନରେ ମାଗଣା ନିଯୁକ୍ତି ତାଲିମ ମଧ୍ୟ ଦେଉଛନ୍ତି।
Bh
ସରକାର ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହିତ ପକ୍କା ଘର ମଧ୍ୟ ଯୋଗାଇ ଦିଆଯିବ। ଏହି ଯୋଜନା ସହିତ ଗ୍ରାମୀଣ ମହିଳାମାନଙ୍କୁ ଲକ୍ଷପତି କରିବାର ପଦକ୍ଷେପ ନେଉଛନ୍ତି ଜେ.ପି ନଡ୍ଡା ସରକାର। 
ତେବେ ନିର୍ବାଚନ ପୂର୍ବରୁ ବିଜେପି ସରକାର ଏ ନେଇ ଏକ ବଡ଼ ଘୋଷଣା କରି ଦେଇଛନ୍ତି। ଏହାବ୍ୟତୀତ ବିଜେପି ସରକାରଙ୍କ ଏହି ଘୋଷଣାପତ୍ରରେ କୁହାଯାଇଛି ଯେ, ଗ୍ରାମର ମହିଳାମାନଙ୍କୁ କୌଶଳ ପ୍ରଶୀକ୍ଷଣ ମଧ୍ୟ ଯୋଗାଇ ଦିଆଯିବ।
ଏହାଦ୍ୱାରା ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିପାରିବ ଏବଂ ସେମାନେ ଲକ୍ଷପତି ହୋଇପାରିବେ। ଏହି ଯୋଜନାରେ ଜେନେରାଲ, ଓବିସି, ଅନୁସୂଚିତ ଜାତି, ଜନଜାତି ଏବଂ ବିଧବା ମହିଳାମାନେ ମଧ୍ୟ ଲାଭବାନ୍ ହୋଇ ପାରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.