Movie prime

ଚାଲିଗଲେ ବୀର ଯବାନ କାନ୍ଦି କାନ୍ଦି ହେଲାଣି ସ୍ତ୍ରୀଙ୍କ ଅବସ୍ଥା ସାଙ୍ଘାତିକ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ ।
ଏବେ ପୁଣି ଆସିଛି ଏକ ଦୁଃଖଦ ଖବର । ସହିଦ ହୋଇଛନ୍ତି ଜଣେ ଯବାନ । ଯାହା ଶୁଣିଲେ ଆପଣ କାନ୍ଦି ପକାଇବେ । ଏହି ଯବାନ ଜଣକ ଗାଁ ରୁ ଯେତେବେଳେ ଯାଇଥିଲେ ସେ ହସି ହସି ଯାଇଥିଲେ । ଆଉ ଏବେ ତାଙ୍କର ମର ଶରୀର ଗାଁକୁ ଫେରିବ ।
Hh
ଏହି ଯବାନ ଜଣକ ଜାମ୍ମୁକାଶ୍ମୀର ଅଞ୍ଚଳର ବୋଲି ଜଣାପଡିଛି । ଲୁହରେ ଭିଜି ଯାଇଛି ବୀର ଯବାନଙ୍କ ଜନ୍ମମାଟି । ତାଙ୍କ ଗାଁ ଲୋକଙ୍କ ଆଖିରେ ଆଜି ଲୁହ । ଆଜି ପୁରା ଗାଁ ମାଟି ଲୁହରେ ଭିଜୁଛି । ଆଉ ମନରେ ଯେତିକି ଦୁଃଖ ଅଛି ସେତିକି ଗର୍ବ କରୁଛନ୍ତି ଗାଁ ଲୋକମାନେ ।
ଏହି ଯବାନଙ୍କ ପାଇଁ ଆଜି ସାରା ଦେଶ ଗର୍ବିତ ହୋଇ ପଡ଼ିଛି । ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ଆମ ଦେଶ ପାଇଁ ସହିଦ ହୋଇ ଯାଇଛନ୍ତି ଏହି ଯବାନ ଜଣକ । ଦେଶ ମାତୃକା ପାଇଁ ବଳିଦାନ ଦେଇଛନ୍ତି ଏହି ବୀର ଯବାନ ପୁଅ ।
ବୀର ଯବାନ ପୁଅ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ପୁଞ୍ଜରେ ଦେଶ ପାଇଁ ସହିଦ ହୋଇ ଯାଇଛନ୍ତି ଏହି ଯବାନ ଜଣକ । ଏହି ବୀର ଯବାନଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ଆଉ ଏବେ ତାଙ୍କର ପତ୍ନୀ ତାଙ୍କୁ ମନେ ପକାଇ କାନ୍ଦୁଛନ୍ତି ।
Hy
ତାଙ୍କର ଶେଷ ଫୋନ କଲ୍ ଏବେ ମନେ ପଡୁଛି । ଏହି ଯୁବକ ଜଣକ ହେଉଛନ୍ତି ବିକି । ବିକି ଛୋଟ ବେଳୁ ଦେଶ ସେବା କରିବାକୁ ଚାହୁଁଥିଲେ ଆଉ ଏବେ ସେ ଦେଶ ସେବା କରିବା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ । ସେନାରେ ଭର୍ତ୍ତି ହୋଇ ସେ ଦେଶର ସେବା କରୁଥିଲେ ।
ଏପଟେ ସ୍ତବ୍ଧ ହୋଇ ଯାଇଛି ପୁରା ଗାଁ ଆଉ ଦୁଃଖରେ ଛାତି ଫାଟି ଯାଉଛି । ଏହି ବୀର ସହିଦ ଯବାନଙ୍କ ମାଆ ଆଉ ସ୍ତ୍ରୀ କାନ୍ଦି ପକାଉଛନ୍ତି । ଏବେ ଜାମ୍ମୁକାଶ୍ମୀରର ପଞ୍ଜରେ ହୋଇଥିବା ଆକ୍ରମଣରେ ମଧ୍ୟପ୍ରଦେଶର ଏହି ଯବାନ ଜଣକ ପ୍ରାଣ ହରାଇଛନ୍ତି।
ଏହି ଯବାନ ଜଣଙ୍କର ପାର୍ଥିବ ଶରୀର ଏବେ ଗାଁରେ ପହଞ୍ଚିଛି । ଏକ ବର୍ଷ ହେବ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲା ଆଉ ନିକଟରେ ତାଙ୍କ ଭଉଣୀର ବିବାହ ସାରି ସେ କାର୍ଯ୍ୟକୁ ଫେରିଥିଲେ କିନ୍ତୁ ଏବେ ଏହା ଘଟିଯାଇଛି । ଏହି ଦୁଃଖରେ ଭାଙ୍ଗି ପଡିଛନ୍ତି ସହିଦଙ୍କ ପରିବାର ଲୋକେ ।