Movie prime

ଆରେ ଆରେ କି ଦେଖିଲା ଆମ ନେତ୍ର....ବାବୁଶାନ୍ - ପ୍ରକୃତି ଏବେ କଣ ଏକାଠି କରିବେ ନିର୍ବାଚନ ପ୍ରଚାର..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଅଭିନେତା ବାବୁଶାନ୍ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତ ମିଶ୍ର।ଉଭୟ ଙ୍କ ସମ୍ପର୍କ କୁ ନେଇ ଆପଣ ମାନେ ଭଲ ଭାବେ ଜାଣି ଥିବେ। ଗତ କିଛି ବର୍ଷ ତଳେ ଉଭୟ ପରିବାର ମଧ୍ୟ ବିବାଦ ଉପୁଜି ଥିଲା।
ତେବେ ଏହି ବିବାଦ କୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା।ତେବେ ଏବେ କୁହା ଯାଉଛି କି ଓଲିଉଡ ଷ୍ଟାର ବାବୁଶାନ୍ ମହାନ୍ତି ଓ ପ୍ରକୃତ ମିଶ୍ର ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି।ଏଥିରେ ଆମେ କୌଣସି ରିଲ୍ ଲାଇଫ କଥା କହୁ ନାହୁଁ।
Hh
ଆମେ ତାଙ୍କ ରାଜନୀତି କ୍ୟାରିୟର ବିଷୟ ରେ କହିବାକୁ ଯାଉଛୁ।ଆପଣ ମାନେ ଜାଣି ଥିବେ ଗତ କାଲି ନବୀନ ନିବାସ କୁ ଯାଇ ଥିଲେ ଓଲିଉଡ ର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହିତ ଆଲୋଚନା କରି ଥିଲେ।ତେବେ ସେମାନେ ସେଠାକୁ କାହିଁକି ଯାଇ ଥିଲେ ତାହା ଏ ଯାଏଁ ମଧ୍ୟ ଜଣା ପଡି ନାହିଁ।କୁହା ଯାଉଛି କି ନିର୍ବାଚନ ରେ ବିଜେଡି ଦଳ କୁ ପ୍ରଚାର କରିବା ପାଇଁ ବୋଧହୁଏ ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ ଡକାଇ ଥିଲେ।
ତେବେ ଆଜି ସକାଳେ ଦେଖା ଯାଇ ଥିଲା କି ଓଲିଉଡ ର ଅନ୍ୟତମ ନାୟିକା ପ୍ରକୃତ ମିଶ୍ର ମଧ୍ୟ ନବୀନ ନିବାସ କୁ ଯାଇ ତାଙ୍କ ସହିତ ଆଲୋଚନା କରି ଥିଲେ।ଏବେ କୁହା ଯାଉଚି କି ଉଭୟ ପ୍ରକୃତି ମିଶ୍ର ଓ ବାବୁଶାନ୍ ପୁଣି ଥରେ ଗୋଟିଏ ଦଳ ରେ ପ୍ରବେଶ କରିବାକୁ ଯାଉଛନ୍ତି।
Hh
ଉଭୟ ଙ୍କ ମଧ୍ୟ ରେ ପୁଣି ଠାରେ ବିବାଦ ଉପୁଜି ପାରେ ବୋଲି।କୁହା ଯାଉଚି।ଉଭୟ ବିଜେଡି ଦଳ କୁ ସମର୍ଥନ କରୁଛନ୍ତି।ଅନ୍ୟ ପଟେ ବିଜେପି ଦଳ ମଧ୍ୟ ଷ୍ଟାର ମାନଙ୍କୁ ଦଳ ରେ ସାମିଲ କରିଛି।
ସିଦ୍ଧାର୍ଥ ମହାପାତ୍ର,ଅରିନ୍ଦମ ରାୟ,ଓ ଆକାଶ ଦାସ ଏବେ ବିଜେପି ଦଳ ରେ ପ୍ରବେଶ କରିଛନ୍ତି।ତେବେ ଆଗକୁ ନିର୍ବାଚନ ରହିଛି।
କେଉଁ ଦଳ ବିଜୟ ହାସଲ କରିବ ତାହା କୁ ନେଇ ଏବେ ସମସ୍ତ ଙ୍କ ମୁହଁ ରେ ଚର୍ଚ୍ଚା।ଏଥିରେ ଓଲିଉଡ ର ଷ୍ଟାର୍ ମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.