Movie prime

Hi-tech ମେଡିକାଲ୍ ରେ କର୍ମଚାରୀ ଙ୍କ ଶବ ନ ଦେବାରୁ ରାସ୍ତା ରେ ଗଡି ଗଡି କାନ୍ଦିଲେ ମା, କହିଲେ ହଉ ମୁ ବି ନିଜକୁ ଶେଷ କରିଦେବି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ହାଇଟେକ୍ ହସ୍ପିଟାଲ୍ ରେ ହେଉଥିବା ବିବାଦ ଦିନ କୁ ଦିନ ବଢିବାରେ ଲାଗିଛି।ଡାକ୍ତର ମାନଙ୍କର ଭୁଲ ପାଇଁ ଆଜି ଗୋଟିଏ ମାଆ ତାର ପିଲା କୁ ହରାଇ ଦେଇଛି।
Special Report
ଅନ୍ୟ ଜଣକ ର ଶବ କୁ ଆଣି ଗୋଟିଏ ମା ନିଜ ପୁଅ ର ଶବ ବୋଲି ଭାବି ତାର ଶବ ସତ୍କାର କରିଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେହି ମା ର କଥା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ଦିଲ୍ଲୀପ ସାମନ୍ତରାୟ ଙ୍କ ଶବ କହି ପ୍ରଥମେ ତାଙ୍କ ପରିବାର କୁ ଶବ ଦିଆ ଯାଇଥିଲା।
ସେମାନେ ଉକ୍ତ ଶବ କୁ ନେଇ ସତ୍କାର କରିଥିଲେ।ହେଲେ ପରବର୍ତ୍ତୀ ସମୟରେ ସେହି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇ ଥିଲା ଯେ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି।ଆପଣ ମାନେ ଯେଉଁ ଶବ କୁ ସତ୍କାର କରିଛନ୍ତି ତାହା ହେଉଚି ଜ୍ୟୋତି ରଞ୍ଜନ ଙ୍କ ର ଶବ।
ଏହାକୁ ଶୁଣି ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପରେ ହାଇ ଟେକ୍ ମେଡିକାଲ ନାମ ରେ ଦିଲୀପ ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରି ଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
Special Report
ସୂଚନା ଅନୁସାରେ ଗତ କିଛି ଦିନ ତଳେ ହାଇଟେକ୍ ମେଡିକାଲ୍ ରେ ଏକ ବଡ ବି-ସ୍ପୋ-ର-ଣ ଘଟି ଥିଲା।ଏଥିରେ ପ୍ରାୟ ଚାରି ଜଣ ଆ-ହ-ତ ହୋଇ ଥିଲେ।ସେମାନଙ୍କ ମଧ୍ୟରେ ରହିଥିଲେ ଦିଲୀପ ସାମନ୍ତ ରାୟ ଓ ଜ୍ୟୋତି ରଞ୍ଜନ।ଉଭୟ ଙ୍କ ଶ-ବ କୁ ଡାକ୍ତର ମାନେ ବଦଳାଇ ଦେଉଛନ୍ତି।
ସେଥିପାଇଁ ଦିଲୀପ ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ଏବେ ଦିଲୀପ ଙ୍କ ମା କହିଛନ୍ତି କି ମୋ ପୁଅ ର ଶବ ମୋତେ ଦିଆ ଯାଉ।ଆଉ କୌଣସି ପ୍ରକାର ରାଜନୀତି ଏଥିରେ କରନ୍ତୁ ନାହିଁ।ଜ୍ୟୋତି ଙ୍କ ପରିବାର ଲୋକେ ମଧ୍ୟ କହିଛନ୍ତି କି ଦିଲୀପ ଙ୍କ ଶବ କୁ ତାଙ୍କ ପରିବାର ଲୋକ ଙ୍କୁ ଦିଆ ଯାଉ।
ଦିଲୀପ ଙ୍କ ମା ଙ୍କ ର କହିବା ଅନୁଯାୟୀ ଜ୍ୟୋତି ଙ୍କ ପରିବାର ଆସିଲେ ଆମେ ତାଙ୍କୁ ଛାଡି ଦେବୁ ବୋଲି ପୋଲିସ କହି ଥିଲେ।ହେଲେ ଏ ଯାଏଁ ଆମ ପୁଅ ର ଶବ ଆମ ପାଖକୁ ଆସି ପାରି ନାହିଁ।ଜ୍ୟୋତି ଙ୍କ ପରିବାର ଲୋକେ ଏଥିରେ ରାଜି ଅଛନ୍ତି।
କୌଣସି କାଗଜ ପତ୍ର ରେ ଲେଖା ଯାଇ ନାହିଁ।ସେ ଯାହା ବି ହେଉ ମୋ ପୁଅ ର ଶବ ମୋତେ ଜଲଦି ଫେରାଇ ଦିଆ ଯାଉ।ଡାକ୍ତର ମାନେ କହିଥିଲେ କି ଆପଣ ଙ୍କ ଦୁଇ ପରିବାର ଏଠାରେ ବସି ସମାଧାନ କରି ଦିଅନ୍ତୁ।ହେଲେ ଏ ଯାଏଁ କୌଣସି ସମାଧାନ ହୋଇ ନାହିଁ ବୋଲି ଦିଲୀପ ଙ୍କ ମା କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.