Movie prime

ହାଇକୋର୍ଟରେ ଅଛି ଏତିକି ଖାଲି ପଦବୀ ଦେଖନ୍ତୁ କେମିତି କରିବେ ଆବେଦନ କଣ ରହିବ ସର୍ତ୍ତାବଳୀ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଦେଶ,
Special report
ବିଦେଶ ଏବଂ ଅନ୍ୟାନ୍ୟ ସମସ୍ତ ଖବର ଆଉ ଏହାସହ ଚାକିରୀ ବିଷୟରେ ଅର୍ଥାତ୍ ଆଗକୁ ଆସିବାକୁ ଯାଉଥିବା ଚାକିରୀ ବିଷୟରେ ଅନେକ ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ହାଇକୋର୍ଟରେ ଅନେକ ପଦବୀ ଅଛି ବୋଲି ଜାଣିଥିବେ ।
ହାଇକୋର୍ଟରେ ଏବେ ଅନେକ ପଦବୀ ଖାଲି ପଡ଼ିଛି । ଏବେ ହାଇକୋର୍ଟରେ ଚାକିରୀ କରିବାର ସୁଯୋଗ ଆସିଛି । ବଡ ନିଯୁକ୍ତି ଆସିଛି । ହାଇକୋର୍ଟ ଓଡ଼ିଶା, କଟକ ତରଫରୁ ଏହି ନିଯୁକ୍ତି ଆସିଛି । ଓଡ଼ିଶାର ଲୋକମାନେ ଏହି ପଦବୀରେ ଆପ୍ଲାଇ କରିପାରିବେ ।
Special report
ଉଭୟ ପୁରୁଷ ଆଉ ମହିଳା ଆବେଦନ କରିପାରିବେ । ପୋଷ୍ଟ ଆଉ କେତେ ପଦବୀ ଖାଲି ଅଛି ଏହା ଆପଣମାନେ ଜାଣି ରଖନ୍ତୁ । ଆପଣମାନେ ମାର୍ଚ୍ଚ ମାସ ୩ ତାରିଖରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୭ ମାର୍ଚ୍ଚ । 
ଆପଣମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା ଆପଣଙ୍କ ବୟସ ୨୯ ବର୍ଷ ହୋଇଥିବା ଦରକାର । ଆପଣ ୩୨ ବର୍ଷ ବୟସ ଭିତରେ ଆବେଦନ କରିପାରିବେ ।
Special report
ଆପଣମାନେ ବ୍ୟାଚଲର ଡିଗ୍ରୀ ପଢିଥିବା ଦରକାର । ଦରମା - ୩୫ ହଜାର । ଆପଣଙ୍କର ପରୀକ୍ଷା ହେବ । ପାରିମାଲ ପରୀକ୍ଷା ହେବ । ୩୦୦ ମାର୍କର ପରୀକ୍ଷା ହେବ । ଆପଣମାନେ ଏହି ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ୍ ଲିଙ୍କରେ କ୍ଲିକ୍ କରିପାରିବେ । 
Special report
ଜେନେରାଲମାନଙ୍କ ପାଇଁ ୧୨ଟି ପୋଷ୍ଟ ରହିଛି । ସେଥିମଧ୍ୟରୁ ୪ଟି ମହିଳାଙ୍କ ପାଇଁ । ଏସିବିସିଙ୍କ ପାଇଁ ତିନୋଟି ପୋଷ୍ଟ ରହିଛି ସେଥିମଧ୍ୟରୁ ମହିଳାମାନଙ୍କ ପାଇଁ ଗୋଟିଏ ।
ଏସଟିଙ୍କ ପାଇଁ ୫ଟି ପୋଷ୍ଟ ରହିଛି ଆଉ ସେଥିମଧ୍ୟରୁ ମହିଳାମାନଙ୍କ ପାଇଁ ୨ଟି ପୋଷ୍ଟ ରହିଛି । ଏସସିଙ୍କ ପାଇଁ ତିନୋଟି ପୋଷ୍ଟ ଆଉ ସେଥିମଧ୍ୟରୁ ମହିଳାଙ୍କ ପାଇଁ ଗୋଟିଏ ପୋଷ୍ଟ ରହିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିବେ । 
ପୋଷ୍ଟ - Translator
ପଦବୀ ଖାଲି ସଂଖ୍ୟା - ୨୩