Movie prime

ଆରେ ବାପ ରେ ଶେଷରେ ହାଇ ଟେକ ହସ୍ପିଟାଲ ବି ଦୋଷ ମାନିଲା, ଆମେ ମାନୁଚୁ ଆମର ବି ଦୋଷ ଅଛି

 
Special Report
ନମସ୍କାର ପାଠକ ବନ୍ଧୁ।ହାଇଟେକ୍ ମେଡିକାଲ୍ ରେ ଗତ କିଛି ଦିନ ତଳେ ଘଟିଛି ଏକ ବଡ ଅଘଟଣ।ଗତ ଶୁକ୍ରବାର ଦିନ ହସ୍ପିଟାଲ୍ ରେ ବି-ସ୍ପୋ-ର-ଣ ଯୋଗୁଁ ଚାରି ଜଣ ଆ-ହ-ତ ହୋଇ ଥିଲେ।ଏଥିରେ ଦିଲୀପ କୁମାର ନାମକ ଯୁବକ ଙ୍କ ମୃ-ତ ଦେହ କୁ ତାଙ୍କ ଘର କୁ ହସ୍ତାନ୍ତର କରା ଯାଇଥିଲା।
Special Report
କିନ୍ତୁ ପରେ ଜଣା ପଡ଼ି ଥିଲା କି ତାହା ଦିଲୀପ ଙ୍କ ମୃ-ତ ଦେହ ନ ଥିଲା।ତାହା ଜ୍ୟୋତି ରଞ୍ଜନ ଙ୍କ ମୃ-ତ ଦେହ ଥିଲା।ଯାହାକୁ ନେଇ ଦିଲ୍ଲୀପ ଙ୍କ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।ଥାନା ରେ ଅଭିଯୋଗ ହେବା ପରେ ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ହସ୍ପିଟାଲ୍ ପକ୍ଷ ରୁ ଏ ନେଇ ପ୍ରଥମ ଥର ପାଇଁ ସୂଚନା ଦିଆ ଯାଇଛି।ହସ୍ପିଟାଲ୍ ର ଜଣେ ଷ୍ଟାଫ କହିଛନ୍ତି କି ଯାହା ବି କିଛି ହୋଇଚି ତାହା ଆମର ଭୁଲ ରହିଥିଲା।ପ୍ରଥମେ ଆମେ ଜାଣି ପାରି ନ ଥିଲୁ ମୃ-ତ୍ୟୁ ବରଣ କରିଥିବା ସେହି ବ୍ୟକ୍ତି ଜଣକ କିଏ।ଆମେ ଭାବି ଥିଲୁ ସେ ହେଉଛନ୍ତି ଦିଲ୍ଲୀପ।
ସେଥିପାଇଁ ତାଙ୍କ ତାଙ୍କ ପରିବାର କୁ ହସ୍ତାନ୍ତର କରିଥିଲୁ।ସେମାନେ ତାଙ୍କର ଶବ ସତ୍କାର କରି ସାରି ଥିଲେ।କିନ୍ତୁ ପରେ ସେହି ଶବ ଟି ଜ୍ୟୋତି ରଞ୍ଜନ ଙ୍କ ର ଥିଲା ବୋଲି ସୂଚନା ଦିଆ ଯାଇଥିଲା।ଆମ ପକ୍ଷ ରୁ ଶ-ବ ଚିହ୍ନଟ କରିବାରେ ବହୁତ ବଡ ଭୁଲ ହୋଇ ଯାଇଛି।
Special Report
ଏହା ଗୋଟିଏ ଦୁ-ର୍ଘ-ଟ-ଣା।ଏଥିରେ ପ୍ରଥମେ ପୋଲିସ ର ସାହାର୍ଯ୍ୟ ନିଆ ଯାଇ ଥାଏ।ଏବେ କୁହା ଯାଉଚି କି ଦିଲ୍ଲୀପ ସାମନ୍ତରାୟ ସୁସ୍ଥ ଅଛନ୍ତି।ସେ ଆଜି ଠାରୁ ନିଜ ପାଦ ରେ ଚାଲି ଛନ୍ତି।ଦିଲ୍ଲୀପ ଙ୍କ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।
ସେମାନେ କହିଥିଲେ କି ଦିଲ୍ଲୀପ ଙ୍କ ନାମ ରେ ତାଙ୍କୁ ଅନ୍ୟ ଜଣକ ର ଶବ ଦିଆ ଯାଇ ଥିଲା।ହାଇଟେକ୍ ମେଡିକାଲ୍ ର ଡାକ୍ତର କହିଛନ୍ତି କି ଆର୍ଥିକ ସହାୟତା କ୍ଷେତ୍ରରେ ଆମେ ତାଙ୍କ ସହିତ କିଛି ବି ଆଲୋଚନା କରି ନାହୁଁ।ସେହି ରୋଗୀ ଜଣକ ଏବେ ସୁସ୍ଥ ଅଛନ୍ତି।ତାଙ୍କ ପରିବାର ସହିତ ଆମେ କଥା ହେଉଛୁ।
ଆଗରୁ କୁହା ଯାଇ ଥିଲା କି ଚାରି ଜଣ ଆହତ ବ୍ୟକ୍ତି ଠିକ୍ ଅଛନ୍ତି।ହେଲେ ପରେ କୁହା ଯାଇ ଥିଲା।ତାଙ୍କ ସ୍ବାସ୍ଥ୍ୟବସ୍ଥା ବହୁତ ଖରାପ ହୋଇ ଯାଇଚି।ସେମାନଙ୍କ ମଧ୍ୟରୁ ଜଣକ ର ମୃତ୍ୟୁ ଘଟିଛି।ଏହି ଘଟଣା କୁ ନେଇ ଏବେ ଓଡ଼ିଶା ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ରୋଗୀ ଙ୍କ ସହିତ ଡାକ୍ତର ମାନେ ଏଭଳି କିଛି କରୁଛନ୍ତି।ସେମାନେ କେବଳ ଟଙ୍କା ପାଇଁ ଏସବୁ କରୁଛନ୍ତି ବୋଲି କିଛି ଲୋକ ମାନେ କହିଛନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଏ ବିଷୟରେ ଜଣା ପଡ଼ିବ ବୋଲି କୁହା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.