Movie prime

ହିନ୍ଦୁ ଧର୍ମ ଅନୁଯାୟୀ ବିନା ବସ୍ତ୍ରରେ ସ୍ନାନ କଲେ କଣ ହୁଏ !! ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ ରହିଛି ଏହି ପୌରାଣିକ ମାନ୍ୟତା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏକ ଶିକ୍ଷା ଜାଣିପାରିବେ ।
Special Report
ହିନ୍ଦୁ ଧର୍ମରେ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ୍ ନୁହେଁ ଆଉ ଏହାର କାରଣ ବିଷୟରେ ଆପଣମାନେ ଜାଣିପାରିବେ । ଦିନେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ ହରିଦ୍ଵାରରେ ଭ୍ରମଣ କରୁଥିଲେ । ମାତା ଲକ୍ଷ୍ମୀ ଦେଖିଥିଲେ ସବୁ ଲୋକ ଗଙ୍ଗା ନଦୀରେ ଗାଧୋଉ ଥିଲେ । 
ସମସ୍ତ ଲୋକଙ୍କ ମନରେ ଦୁଃଖ ଥିଲେ । ଆଉ ଏହାପରେ ମାତା ଲକ୍ଷ୍ମୀ ଏହି ଲୋକମାନଙ୍କର ଦୁଃଖର କାରଣ କଣ ଯାଇ ଭଗବାନ ବିଷ୍ଣୁଙ୍କୁ ପଚାରିଥିଲେ । ଆଉ ଏହାପରେ ଭଗବାନ କହିଲେ ଆଉ ତାପରଦିନ ଏହାର କାରଣ କଣ ବୋଲି ସେ ମାତା ଲକ୍ଷ୍ମୀଙ୍କୁ କହିବେ ବୋଲି କହିଥିଲେ ।
Special Report
ପରଦିନ ବର୍ଷା ହୋଇଥିଲା । ସବୁ ଆଡ଼େ ପାଣି ହୋଇ ଯାଇଥିଲା । ସେତେବେଳେ ଭଗବାନ ବିଷ୍ଣୁ ବୁଢ଼ା ବ୍ୟକ୍ତି ହୋଇ ଯାଇଥିଲେ । ଆଉ ସେ ମାତା ଲକ୍ଷ୍ମୀଙ୍କୁ କହିଥିଲେ ଯେ, ତୁମେ ଲୋକଙ୍କୁ କୁହ କି " ମୋ ସ୍ଵାମୀ ପାଣିରେ ପଡ଼ି ଯାଇଛନ୍ତି ।
କିଏ ପୁଣ୍ୟାତ୍ମା ଅଛ ମୋ ସ୍ବାମୀଙ୍କୁ ବଞ୍ଚାଅ । ଆଉ ବଞ୍ଚାଇବା ସମୟରେ ଯେଉଁ ବ୍ୟକ୍ତି ଯାଉଥିବ ତାଙ୍କୁ କହିବ ଯିଏ ନୁଷ୍ପାପ ଅଛ ସେ ମୋ ସ୍ବାମୀଙ୍କୁ ବଞ୍ଚାଅ । ଯଦି ଆପଣ ନୁଷ୍ପାପ ଅଟନ୍ତି ସେ ମୋ ସ୍ୱାମୀଙ୍କୁ ଛୁଅନ୍ତୁ ନହେଲେ ଭସ୍ମ ହୋଇଯିବ "।
Special Report
ଗଙ୍ଗା ନଦୀରୁ ଲୋକମାନେ ଗାଧୋଇ ସାରି ଫେରିବା ବେଳେ ଏହି କଥା ମାତା ଲକ୍ଷ୍ମୀ କହିଥିଲେ । ଆଉ ଏହିପରେ ନଦୀରୁ ଯାଉଥିବା ଲୋକମାନେ ଅନେକ କଥା କହିଥିଲେ କିନ୍ତୁ କେହି ଭଗବାନ ବିଷ୍ଣୁଙ୍କୁ ଉଦ୍ଧାର କରିନଥିଲେ । ସେତେବେଳେ ଆଉ ଜଣେ ବ୍ୟକ୍ତି ଗଙ୍ଗା କୁ ଗାଧୋଇବାକୁ ଗଲେ । 
Special Report
ଆଉ ସେ ଭଗବାନଙ୍କୁ ଉଦ୍ଧାର କରିଥିଲେ । ଏହାପରେ ମାତା ଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁ ନିବସ୍ତ୍ର ହୋଇ ନ ଗାଧୋଇବା ଉଚିତ୍ । ସେ କହିଥିଲେ ପ୍ରତିଦିନ ସକାଳୁ ଗାଧୋଇବା ଉଚିତ୍ । ଗାଧୋଇବା ଦ୍ଵାରା ୮ଟି ଜିନିଷ ବୃଦ୍ଧି ହୋଇଥାଏ । ସକାଳୁ ଗଢ଼ୋଇଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ତେଲ ଲଗାଇ ଅଧିକ ସମୟ ଗାଧୋଇବା ମନା ।
ନଦୀରେ ୧୧ ବା ୨୧ ଥର ବୁଡ ପକାଇବା ଉଚିତ୍। ସ୍ବାସ୍ଥ୍ୟ ଖରାପ ଥିଲେ ମୁଣ୍ଡ ତଳକୁ ଗାଧାନ୍ତୁ । ନିବସ୍ତ୍ର ହୋଇ ସ୍ନାନ କରିବା ମନା । ଏହାର କାରଣ ଭଗବାନ କୃଷ୍ଣଙ୍କ ସମୟରେ ଯୋଡା ହୋଇଛି । ନିବସ୍ତ୍ର ହୋଇ ସ୍ନାନ କରିଲେ ପିତୃ ଦୋଷ ଲାଗିଥାଏ । ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ କଥା ଜାଣିପାରିବେ ।