Movie prime

ହୁ ହୁ ହୋଇ ମାଡ଼ି ଆସୁଚି କାଳ ବୈଶାଖୀ..ଆଗାମୀ ୨ ଦିନରେ ହେବ ପ୍ରବଳ ବାତ୍ୟା ଆଉ ପବନ..

 
Jj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟରେ ଗଜପତି ଜିଲ୍ଲା ରେ ଦୁଇଟି ସ୍ଥାନରେ ହେଭୀ ରେନ ଫଲ ରିପୋର୍ଟ କରାଯାଇଛି।୭ ସେମି ବର୍ଷା ଅନୁପାତ ଏବେ ରେକର୍ଡ କରାଯାଇଅଛି।
ତାହା ସହ ୩୦ ଟି ସହରରେ ୧ ସେମି ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ତିନିଦିନ ପର୍ଯ୍ୟନ୍ତ ପୂରା ରାଜ୍ୟର ଅନେକ ସ୍ଥାନ ମାନଙ୍କରେ ଘଡଘଡି ବିଜୁଳି ସହ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
Jj
କିଛିକିଛି ସ୍ଥାନ ମାନଙ୍କରେ ଝଡ଼ ତୋଫାନ ହେବାର ମଧ୍ୟ ସମ୍ଭାବନା ରହିଛି। ସେତେବେଳେ ପବନର ଗତି ମଧ୍ୟ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ଏହା ଜଣା ପଡ଼ିଛି।
ପ୍ରବଳ ବର୍ଷା ମଧ୍ୟ ଗୋଟେ ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ସେହିଭଳି ଭାବରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡ଼ା, କେନ୍ଦୁଝର , କଳାହାଣ୍ଡି ଏହି ସବୁ ଜିଲା ମାନଙ୍କରେ ଗୋଟେ ଦୁଇଟି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ମଧ୍ୟ ହୋଇ ପାରେ।
ହେଭୀ ରେନ ଫଲ୍ ର ୟେଲୋ ୱାର୍ଣ୍ଣିଂ ମଧ୍ୟ ରହିବ ଆଉ ଝଡ଼ ତୋଫାନ ପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି। ଏହି ବର୍ଷା ଯୋଗୁଁ ମଧ୍ୟ ପ୍ରବଳ ତାତି ରୁ ଲୋକ ମାନଙ୍କୁ ଟିକେ ତ୍ରାହି ମିଳିଛି।
Hh
ଲୋକମାନେ ଶାନ୍ତି ରେ ନିଃଶ୍ୱାସ ମାରିଛନ୍ତି। ଏବେ ଏହି ବର୍ଷା ପାଇଁ ଜୀବଜଗତ ଅସହ୍ୟ ତାତିରୁ ଟିକେ ତ୍ରାହି ପାଇଛନ୍ତି। କାରଣ ଗତ କିଛିଦିନ ହେବ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ଜାରି ରହି ଥିଲା।
ଏହାକୁ ନେଇ ଲୋକମାନେ ମଧ୍ୟ ଖୁବ ଚିନ୍ତିତ ହୋଇ ପଡ଼ିବା ସହ ପ୍ରବଳ ଖରାରେ ସେମାନେ ଘରୁ ପଦା କୁ ବାହାରି ପାରୁ ନଥିଲେ। ହେଲେ ପାଣିପାଗ ତରଫ ରୁ ଏହି ସୂଚନା ମିଳିବା ପରେ କି ଆହୁରି କିଛିଦିନ
ପର୍ଯ୍ୟନ୍ତ ଏହି ବର୍ଷା ପାଗ ଲାଗି ରହିବ ବୋଲି ଲୋକ ମାନଙ୍କୁ ଟିକେ ଶାନ୍ତି ମିଳିଛି। ତେବେ ଏହି ବର୍ଷା କଥା ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.