Movie prime

ହସ୍ପିଟାଲ ବେଡ ରେ ଏପଟେ ରୋଗୀ ଛଟପଟ, ହେଲେ ସେପଟେ ନର୍ସ ଦିଦି ମାନେ ଡ୍ରେସ୍ ଖୋଲା ନାଚ ନାଚିବାରେ ବ୍ୟସ୍ତ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଡାକ୍ତର ମାନେ ହେଉଛନ୍ତି ଭଗବାନ ସଦୃଶ୍ୟ।ସେମାନେ ରୋଗୀ ର ଜୀବନ ବଞ୍ଚାଇ ଥାଆନ୍ତି।ଆମେ ରୋଗ ହେଲେ ତାଙ୍କ ପାଖକୁ ଯାଇ ଥାଉ।ହେଲେ ଯେତେବେଳେ ସେହି ମାନେ ଆମ ପ୍ରତି ଅବହେଳା କରନ୍ତି ତେବେ ଆମ ଦେହ ଅସୁସ୍ଥ ହେଲେ ଆମେ କାହା ପାଖକୁ ଯିବା।
ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ରାଟ ସମୁଦାୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ବର୍ତ୍ତମାନ ର ନର୍ସ ମାନଙ୍କୁ ରୋଗୀ ଙ୍କ ଉପରେ ଧ୍ୟାନ ନାହିଁ।ନିଜ ନିଜର ଇଚ୍ଛା ପାଇଁ ସେମାନେ ରୋଗୀ ମାନଙ୍କୁ ଡାକ୍ତର ଖାନା ରେ ଭୁଲି ଯାଉଛନ୍ତି।ଗୋଟିଏ ସରକାରୀ ମେଡିକାଲ ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।
Special report
ନର୍ସ ମାନେ ଜଣକ ର ଜନ୍ମ ଦିନ ରେ ହସ୍ପିଟାଲ୍ ଭିତରେ ନାଚ ଗୀତ ର କାର୍ଯ୍ୟକ୍ରମ ରଖିଛନ୍ତି।ଅନ୍ୟ ପଟେ ରୋଗୀ ମାନେ ଯନ୍ତ୍ରଣା ରେ ଛଟ ପଟ ହେଉଥିଲେ।ତାଙ୍କ ଉପରେ ନଜର ନ ଦେଇ ସେହି ନର୍ସ ମାନେ ଅଂଟା ହଲେଇ ହଲେଇ ନାଚି ଥିବାର ଦେଖା ଯାଇଥିଲା।
ଓ କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରୁଥିଲା।ସେମାନେ କେବଳ ନାଚୁ ନ ଥିଲେ।ଜନ୍ମ ଦିନ ଅବସର ରେ ସେମାନେ ସେଠାରେ ଏକ ବଡ ପାର୍ଟି ର ଆୟୋଜନ କରିଥିଲେ।ଓ ଖାଦ୍ୟ ପେୟ ର ମଧ୍ୟ ସେଠାରେ ବ୍ୟବସ୍ଥା କରା ଯାଇଥିଲା।
ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଯେଉଁ ମେଡିକାଲ କୁ ଲୋକ ମାନେ ରୋଗ ହେଲେ ଆସନ୍ତି ତାହାକୁ ଜନ୍ମ ଦିନ ପାଇଁ ବ୍ୟବହାର କରା ଯାଉଛି। ଏବଂ ରୋଗୀ ମାନଙ୍କ ବେଡ୍ କୁ ଡାଇନୀଙ୍ଗ ଟେବୁଲ୍ ରୂପେ ବ୍ୟବହାର କରା ଯାଉଛି।
ଏସବୁ ଦୃଶ୍ୟ ମେଡିକାଲ ରେ ଲାଗି ଥିବା କ୍ୟାମେରା ରେ କଏଦ ହୋଇ ଥିଲା।ଏହାକୁ ଦେଖି ସମସ୍ତେ ନିନ୍ଦା କରିଛନ୍ତି।ସରକାରୀ କର୍ମଚାରି ହୋଇ ସେମାନେ ଏଭଳି କାମ କିପରି କରି ପାରୁଛନ୍ତି।ଲୋକ ଙ୍କ ଭିତରେ ଏହାକୁ ନେଇ ଅନେକ ପ୍ରଶ୍ନ ରହିଛି।ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମସ୍ତେ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.