Movie prime

ହୋଟେଲ ଭିତର ର ଲାଇଭ ଦୃଶ୍ୟ ! ଦେଖନ୍ତୁ କିପରି ଶାରୀରିକ ସଂପର୍କ ରଖିଲା ବେଳେ ଅଚାନକ ଚାଲିଗଲା ପ୍ରେମିକ ର ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାରୀରିକ ସମ୍ପର୍କ ରଖୁରଖୁ ଚାଲି ଗଲା ଜୀବନ। କେବଳ ଗୋଟିଏ ରାତି ପାଇଁ ବୁକ୍ ହୋଇଥିଲା ହୋଟେଲ। ପ୍ରେମୀ ଯୁଗଳ ରାତି କାଟିବା ପାଇଁ ସେଠାରେ ଉପସ୍ଥିତ ମଧ୍ୟ ଥିଲେ।
Special report
ମାତ୍ର ସେଠାରେ ଅଧ ରାତିରେ ସବୁ କିଛି ଶେଷ ହୋଇ ଯାଇଥିଲା। ସକାଳୁ ଦେଖିବା ବେଳକୁ ପ୍ରେମିକାର ମୃତ ଦେହ ବେଡ଼ରୁମ ଭିତରୁ ବାହାରିଥିଲା। ପ୍ରେମିକା ଜଣକ ନାମ ହେଉଛି ଇପ୍ସିତା ବେହେରା।
ଆଉ ପ୍ରେମିକ ଜଣକ ନାମ ହେଉଛି ଦେବରାଜ ସାମଲ। ସେମାନେ ହୋଟେଲ୍ ରୁମ୍ ମଧ୍ୟକୁ ନେଇ ଆସିଥିଲେ ମଦ, ଚାଖଣା ଓ ଅନେକ ଆପତ୍ତି ଜନକ ଜିନିଷ। ପ୍ରେମି ଜୁଗଳ ରାତି କାଟିବା ପରେ ପ୍ରେମିକ ଦେବରାଜ ଙ୍କ ଜୀବନ ଚାଲି ଯାଇଥିଲା।
Special report
ଆଉ ସକାଳ ହେବା ମାତ୍ରେ ହିଁ ସବୁକିଛି ଧରା ପଡି ଯାଇଥିଲା। ଆଉ ଜଣା ପଡ଼ିଥିଲା କି ପ୍ରେମିକ ଦେବରାଜ ହୋଟେଲ୍ ରୁମ୍ ଭିତରେ ହିଁ ଝୁଲି ପଡିଛନ୍ତି। ଆଉ ଏହା ଫଳରେ ତାଙ୍କର ମୃ-ତ୍ୟୁ ମଧ୍ଯ ହୋଇଛି।
ହେଲେ ପ୍ରେମିକ ଦେବରାଜ ଙ୍କ ଘର ଲୋକ ଙ୍କ କହିବା ମୁତାବକ ତାଙ୍କର ପ୍ରେମିକ ଦେବରାଜ ଙ୍କୁ ହୋଟେଲ୍ କୁ ଡକା ଯାଇ ତାଙ୍କୁ ଜୀବନରୁ ମାରି ଦିଆ ଯାଇଛି। ଆଉ ଏଭଳି କିଛି କଥା କହିଛନ୍ତି ଦେବରାଜ ଙ୍କ ବଡ଼ ଭିଣୋଇ।
Special report
ତାଙ୍କ ଭିଣୋଇ କହିଛନ୍ତି କି ଏହି ଘଟଣାର ନିଶ୍ଚିତ ଭାବରେ ତଦନ୍ତ ହେବା ଆବଶ୍ୟକ ଆଉ ଏହା ହେଲେ ହିଁ ଏହି ଘଟଣା ପଛରେ ଥିବା ପ୍ରକୃତ ଅପରାଧୀ ଜଣକୁ ଖୁବ ଶୀଘ୍ର ଧରା ଯାଇ ପାରିବ।
ଏହି ଘଟଣା ହେଉଛି ଭଣ୍ଡାରି ପୋଖରୀ ଅଞ୍ଚଳର। ଆଉ ସେ ଏକ ଭଦ୍ରକ ର ହୋଟେଲ୍ ରେ ହିଁ ଏଭଳି କାର୍ଯ୍ୟ କରିଛନ୍ତି। ଏହା ଏବେ ପ୍ରଶ୍ନ ଉଠୁଛି କି ପ୍ରେମୀ ଯୁଗଳ ଜଣକ ହୋଟେଲ୍ ରେ ସାଙ୍ଗ ହୋଇ ରହିଥିବା ବେଳେ କଣ ପାଇଁ ଆ-ତ୍ମ-ହ-ତ୍ୟା କରିଥିଲେ ଦେବରାଜ।
ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି। ଆଉ ଏହି ଘଟଣା କୁ ଶୁଣିବା ପରେ ସମସ୍ତେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ଦାବୀ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.